ଚିନ୍ତା ବଢ଼ାଉଛି ଓମିକ୍ରନ: ଦେଶରେ ୧୪ ଶହ ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ମୋଟ ୧୪୩୧ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି।...
ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ, ୨୯୮ ନୂଆ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୨୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୧୯ ଜଣ...
ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରି : ୫ ମହାନଗରର ବସ୍ତିବାସିନ୍ଦା ପାଇବେ ଜମିପଟ୍ଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଗା ମିଶନକୁ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ମୋଟ ୯୩୮ଟି ବସ୍ତିର ଏକ ଲକ୍ଷ ୯୦...
କବି ହୃଷିକେଶ ମଲ୍ଲିକ, ଦିଗରାଜ ବ୍ରହ୍ମା ଓ ଦେବବ୍ରତ ଦାସଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଷିକେଶ ମଲ୍ଲିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
ଦେବବ୍ରତ ଦାସଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର
ଦିଗରାଜ ବ୍ରହ୍ମାଙ୍କୁ ବାଲ ସାହିତ୍ୟ ପୁରସ୍କାର
୨୦୨୧ ପାଇଁ ଗୁରୁବାର କେନ୍ଦ୍ର ସାହିତ୍ୟ...
ଶେଷ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଚିହ୍ନ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋଟର ତାଲିକା ପ୍ରସ୍ତୁତି ଶେଷ
ଅନ୍ୟ ରାଜ୍ୟରୁ ଆସିଛି ଆବଶ୍ୟକ ବାଲଟ ବକ୍ସ
ରାଜ୍ୟରେ ବି ତିଆରି ଚାଲିଛି ବାଲଟ ବକ୍ସ
କୋଭିଡ ପରିସ୍ଥିତିକୁ ଦେଖି ଗାଇଡଲାଇନ ଜାରି ହେବ
...
ଚର୍ଚ୍ଚିତ ପାନାମା ପେପର: ପାନାମା-ପାନାମା ପେପର ସମ୍ପର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ଵରେ ପାନାମା ପେପର ଲିକ୍ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି। ପାନାମା ପେପର ଲିକ୍ ଘଟଣାରେ ଦେଶ ବିଦେଶର ବହୁ ସେଲିବ୍ରିଟି, ବ୍ୟବହସାୟୀ ତଥା ବହୁ ଜଣାଶୁଣା...
ଚିରନିଦ୍ରାରେ ବାଘ ମା’ ନିହାର ନଳିନୀ ଦେବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାବଳ ବାଘର ଯତ୍ନ ନେଇ ଚର୍ଚ୍ଚିତ ହୋଇଥିଲେ
ବାଘମାଆ ଭାବେ ବେଶ୍ ପରିଚିତ
ବାଘକୁ ନିଜ ହାତରେ ଖୁଆଉଥିଲେ
ଜୀବନର ଶେଷ ସମୟ ବୃଦ୍ଧାଶ୍ରମରେ
ଗୋଟିଏ ମହାବଳ ବାଘ ଖଇରୀର ଯତ୍ନ...
ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମଇଟି ନିର୍ଦ୍ଦେଶକ ରମାରମଣ ମହାନ୍ତି ସୂଚନା...
କରୋନା ଭୟ: ଆସନ୍ତା ଫେବ୍ରୁଆରିରେ ତୃତୀୟ ଲହର!
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଦୁଇମାସ ବିଳମ୍ବରେ ଆସିଥିଲା। ଯଦି ଆଇସିଏମ୍ଆରର ଆକଳନ ଅନୁଯାୟୀ ତୃତୀୟ ଲହର ଆସେ ତେବେ ଓଡ଼ିଶାକୁ ମଧ୍ୟ ତୃତୀୟ...
ଆଉ ଦୁଇଟି କରୋନା ଟିକା: କୋର୍ବେଭ୍ୟାକ୍ସ ଓ କୋଭୋଭ୍ୟାକ୍ସକୁ ମିଳିଲା ମଞ୍ଜୁରି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଔଷଧ ମୋଲନୁପିରାଭିରକୁ ଅନୁମତି
ଜରୁରି ପରିସ୍ଥିତରେ ଦିଆଯିବ କୋର୍ବେଭ୍ୟାକ୍ସ ଓ କୋଭୋଭ୍ୟାକ୍ସ ଟିକା
ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ରୋକିବା ଦିଗରେ ଟିକାକରଣ ବ୍ୟବସ୍ଥା କରାଯାଇଛି।...





















