ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମଇଟି ନିର୍ଦ୍ଦେଶକ ରମାରମଣ ମହାନ୍ତି ସୂଚନା...

କରୋନା ଭୟ: ଆସନ୍ତା ଫେବ୍ରୁଆରିରେ ତୃତୀୟ ଲହର!

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଦୁଇମାସ ବିଳମ୍ବରେ ଆସିଥିଲା। ଯଦି ଆଇସିଏମ୍ଆରର ଆକଳନ ଅନୁଯାୟୀ ତୃତୀୟ ଲହର ଆସେ ତେବେ ଓଡ଼ିଶାକୁ ମଧ୍ୟ ତୃତୀୟ...

 ଆଉ ଦୁଇଟି କରୋନା ଟିକା: କୋର୍ବେଭ୍ୟାକ୍ସ ଓ କୋଭୋଭ୍ୟାକ୍ସକୁ ମିଳିଲା ମଞ୍ଜୁରି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଔଷଧ ମୋଲନୁପିରାଭିରକୁ ଅନୁମତି ଜରୁରି ପରିସ୍ଥିତରେ ଦିଆଯିବ କୋର୍ବେଭ୍ୟାକ୍ସ ଓ କୋଭୋଭ୍ୟାକ୍ସ ଟିକା  ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ରୋକିବା ଦିଗରେ ଟିକାକରଣ ବ୍ୟବସ୍ଥା କରାଯାଇଛି।...

ଆଉ ୪ଦିନ ବର୍ଷିବ, ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଶୀତର ପ୍ରକୋପ ଗତ ଦୁଇଦିନ ଧରି କମିଥିଲା। କିନ୍ତୁ ପାଣିପାଗରେ ପରିବର୍ତ୍ତନ ଆସିଛି। ଶୀତ କମି ଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି। ଗତ ସୋମବାର ରାଜ୍ୟର...

କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପଞ୍ଚସୂତ୍ରୀ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଡ଼ ଏଡ଼ାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ ଆବଶ୍ୟକସ୍ଥଳେ କଣ୍ଟେନମେଣ୍ଟ ଜୋନ କରିବାକୁ ପରାମର୍ଶ ନିୟମ ଖିଲାପକାରିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ  ସାରା ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ...

ଭାରତରେ ୫୭୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେ ଓଡ଼ିଶାର ଜଣେ ଓମିକ୍ରନ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ଓ ମୁମ୍ବାଇରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ୧୦ ରାଜ୍ୟରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ ଜଣେ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ କରୋନାର ନୂଆ ଭ୍ୟାରିଏଣ୍ଟ...

ପିଲାଙ୍କୁ ଟିକା: ଓଡ଼ିଶାରେ ପଞ୍ଜିକୃତ ହେବେ ୨୫ ଲକ୍ଷରୁ ଊର୍ଦ୍ଧ୍ଵ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ୧୫ରୁ ୧୮ ବର୍ଷ ପିଲାଙ୍କ ପଞ୍ଜିକରଣ ହେବ ଟିକା ନେବେ ମୋଟ ୨୫ଲକ୍ଷ ୫୩ ହଜାର ପିଲା ୨ଟି ସେସନରେ ଟିକାକରଣ ହେବ ପିଲାଙ୍କ ସାଙ୍ଗରେ ରହିବେ ଅଭିଭାବକ ଜାନୁଆରି...

ଏ ବର୍ଷ ବି ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଦିନ ପାଳନ ଚର୍ଚ୍ଚ ଭିତରେ ସୀମିତ ରହିବ ଉତ୍ସବରେ ୫୦ ଲୋକଙ୍କୁ ଅନୁମତି ହେବନି ଜିରୋ ନାଇଟ୍ ସେଲିବ୍ରେସନ ବଣଭୋଜି ମନା କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ଦିନ...

ଝିଅଙ୍କ ବିବାହ ବୟସ ବୃଦ୍ଧି: କ୍ୟାରିୟର ସ୍ୱପ୍ନ ପୂରା କରିବାକୁ ଦେବ ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=I2Ze-ZgV22M] ନିକଟରେ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧ କରିବା ପାଇଁ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି। ଏହି ପ୍ରସ୍ତାବ ଆଇନରେ ପରିଣତ ହେବା ପରେ ଝିଅମାନଙ୍କ ପାଠପଢ଼ା,...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପକ୍କାଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା...

ଓଡ଼ିଶାଲାଇଭ୍ ବ୍ୟୁରୋ ଉପକୃତ ହେବେ ୩୦ ଲକ୍ଷ ପରିବାର ଖର୍ଚ୍ଚ ହେବ ୧୪ ଶହ ୪୪ କୋଟି ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ...