ଗୋଟିଏ ଜାତି-ଗୋଟିଏ ରାଜ୍ୟର ପରିଚୟ ବିଜୁ ପଟ୍ଟନାୟକ

ବରେନ୍ଦ୍ରକୃଷ୍ଣ ଧଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ। ଦୁଇଟି ଶବ୍ଦ। ଜଣେ ବ୍ୟକ୍ତିବିଶେଷର ନାମ ନଥିଲା। ଏ ଶବ୍ଦ ଦୁଇଟି...

ବିଜୁ ପଟ୍ଟନାୟକ ଜଣେ ରାଷ୍ଟ୍ରନୀତିଜ୍ଞ

ରାମକୃଷ୍ଣ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଥିବାବେଳେ ଓଡ଼ିଶାବାସୀଙ୍କର ଜନମାନସରେ ବିଭିନ୍ନ ଆଶା ଆକାଂକ୍ଷା...

ଦୁର୍ଦ୍ଧର୍ଷ ବିଜୁ ପଟ୍ଟନାୟକ

ବସନ୍ତ ଦାସ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ‘କଳିଙ୍ଗ’ ଥିଲା ବିଜୁ ପଟ୍ଟନାୟକଙ୍କର ମାନସପୁତ୍ର। ସେଥିପାଇଁ ସେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଏୟାର...

କେମିତି ତିଆରି ହୋଇଥିଲା ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସ?

ନୀଳାମ୍ବର ରଥ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ବ୍ରିଟିଶ୍ ସରକାରଙ୍କ ଅଧୀନରେ ପାଇଲଟ୍ ଚାକିରି କରିବା ବେଳେ ବିଜୁ ପଟ୍ଟନାୟକଙ୍କୁ ଏକଦା ଜେଲ୍ ଯିବାକୁ ପଡ଼ିଥିଲା। ତାଙ୍କ...

ଚତୁର୍ଦ୍ଧା ମୂର୍ତ୍ତି ତତ୍ତ୍ୱ

ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ...

ଭିପି ମେନନ ଯେଉଁଦିନ ଓଡ଼ିଶାର ଦୁଇ ରାଜାଙ୍କୁ ପାଣି ପିଆଇ ଦେଇଥିଲେ…

ଭାସ୍କର ପରିଛା ଓଡ଼ିଶା ଇତିହାସରେ ଗଡ଼ଜାତ ମିଶ୍ରଣ ଏକ ବିବାଦୀୟ ଅଥଚ ରୋମାଞ୍ଚକର ଅଧ୍ୟାୟ ହୋଇ ରହିଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତ ସହିତ ବିଭିନ୍ନ ଦେଶୀୟ ରାଜ୍ୟର ମିଶ୍ରଣ ପାଇଁ ଯେଉଁ...

ଖବର ଓ ବେ-ଖବର ଭିତରେ ଫରକ ଆମେ କ’ଣ ଭୁଲିଗଲୁଣି?

ନୀଳାମ୍ବର ରଥ ଏବେ ଗୋଟେ ଟିଭି ଚ୍ୟାନେଲରେ ଖବର ଦେଖିବା ବେଳେ ଏକ ତଥାକଥିତ ବଡ଼ ଖବର ଉପରେ ନଜର ପଡ଼ିଲା। ଟିଭି ଚ୍ୟାନେଲର ଆଙ୍କର କହିଲେ ଯେ ଜଣେ ଉଚ୍ଚ ଶିକ୍ଷିତ ଯୁବକ...

ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍‌ସନ୍‌ କରୁଥିଲେ ରହନ୍ତୁ ସାବଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ପ୍ରାୟ ଲୋକେ ଅନ୍‌ଲାଇନ୍‌ରେ ଟ୍ରାଞ୍ଜାକ୍‌ସନ୍‌ କରୁଛନ୍ତି, କାରଣ ଅନ୍‌ଲାଇନ୍‌ ଜରିଆରେ ଖୁବ୍‌ କମ୍‌ ସମୟରେ ଟଙ୍କା ନେଣଦେଣ ହୋଇପାରୁଛି। ଫଳରେ ବାରମ୍ବାର ବାରମ୍ବାର ବ୍ୟାଙ୍କ ବି ଯିବାକୁ ପଡ଼ୁନାହିଁ। ଏପଟେ ଅନ୍‌ଲାଇନ୍‌...

ଜାଣନ୍ତୁ, ଟ୍ରେନ୍‌ ଡୋର ପାଖ ଝରକା ଅନ୍ୟ ଝରକାଠାରୁ କାହିଁକି ହୋଇଥାଏ ଭିନ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ଟ୍ରେନରେ ଯିବା ଆସିବା କରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ମାଧ୍ୟମ ବୋଲି ଅନେକ କହନ୍ତି। ଯଦି...

ବିଦ୍ୟୁତ ତାର ଉଜାଡ଼ିଦେଲା ଡଙ୍କଲପାଡୁ ଗାଁର ହସଖୁସି – କିଏ ପୁଅକୁ ଛୁରୁଛି ତ ଆଉ କିଏ ଝିଅକୁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଥିଲେ ଘରେ ବାଜିଥାନ୍ତା ଶୁଭଶଙ୍ଖ। ହୁଳହୁଳିରେ ଫାଟି ପଡ଼ିଥାନ୍ତା ଗାଁ ପରିବେଶ। ବରବେଶ ସାଜି ଚିକରଦା ଗାଁକୁ ଯାଇଥାନ୍ତେ ଡଙ୍କଲପାଡୁର ଜି ଅଶୋକ। ହେଲେ ରବିବାର ଦିନ ସବୁକିଛି ଓଲଟପାଲଟ...