ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ ବିଶାଖାପାଟଣା, ଆରମ୍ଭ ହେଲା ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି ଆନ୍ଧ୍ରପ୍ରଦେଶ ରାଜଧାନୀର ନାଁ। ପୂର୍ବରୁ ଅମରାବତୀକୁ ରାଜଧାନୀ କରିବାକୁ ଦାବି ଜୋର ଧରିଥିବାବେଳେ ଏବେ ଆଉ ଏକ ସହରର ନାଁ ଉପରେ...
ନବ ଦାସଙ୍କ ହତ୍ୟାକାଣ୍ଡରେ ଉପକୂଳ ନେତାଙ୍କ ହାତ ଥିବା ଅଭିଯୋଗ ଆଣିଲା ବିଜେପି ଓ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ଆଜି ୯ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀଙ୍କ ହତ୍ୟା ପଛର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ନବ ଦାସଙ୍କ...
‘‘ମତେ ପିଏସଓ ମିଳିଛି, ମତେ ବି ଡର ଲାଗୁଛି’’ – ସୌମ୍ୟ ରଞ୍ଜନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ମତେ ଜଣେ ଦେହରକ୍ଷୀ ବା ପିଏସଓ ମିଳିଛନ୍ତି। ତାଙ୍କ ପାଖରେ ମଧ୍ୟ ଗୋଟିଏ ବନ୍ଧୁକ ଅଛି। ମୋ’ ମନଟା ବେଳେ ବେଳେ କହୁଛି ଇଏ ଗୋପାଳ ଦାସ ହୋଇଯିବନି ତ? ମତେ...
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଦାସଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ରିମାଣ୍ଡରେ ନେଇ କ୍ରାଇବ୍ରାଞ୍ଚ ଖୋଳତାଡ଼ କରିଥିବାବେଳେ ଶନିବାର ୪ ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଛି। ରିମାଣ୍ଡ ସମୟ ମଧ୍ୟରେ ଅଭିଯୁକ୍ତ...
ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୧୨ କୋଟି ଟଙ୍କା। ରାଜ୍ୟ ସରକାର ଯେତିକି ମାଗିଥିଲେ କେନ୍ଦ୍ର ସରକାର ତା’ଠାରୁ ଅଧିକ ଦେଇଛନ୍ତି ବୋଲି ଶୁକ୍ରବାର ଦିନ କହିଛନ୍ତି କେନ୍ଦ୍ର...
ଫେବ୍ରୁଆରି ୨୧ରୁ ବିଧାନସଭା ବଜେଟ୍ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ଚାଲିବ। ଫେବ୍ରୁଆରି ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ...
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ସମୟ ଗଡ଼ୁଛି, ସନ୍ଦେହ ବଢ଼ୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ସମୟ ଯେତିକି ଗଡ଼ୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ସନ୍ଦେହ ସେତିକି ବଢ଼ିବାକୁ ଲାଗିଛି। ଜଣେ ପୋଲିସ ଅଧିକାରୀ ଦିନ ଦ୍ଵି’ପ୍ରହରରେ ଜଣେ ପ୍ରଭାବଶାଳୀ ନେତାଙ୍କୁ କାହିଁକି ଗୁଳି...
ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା: ନିଲମ୍ବିତ ହେଲେ ପିଏସଓ ମିତ୍ରଭାନୁ ଦେଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବାର ୩ ଦିନ ପରେ ତାଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହି ଘଟଣାରେ ବଦଳି ହୋଇଛନ୍ତି ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ...
ବଜେଟ୍ ୨୦୨୩: କୃଷି ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଋଣ ଲକ୍ଷ୍ୟ, ଭାରତକୁ ମିଲେଟ୍ ହବ୍ କରିବାକୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ରେ ରହିଛି ଲୋକସଭା ନିର୍ବାଚନ। ଏହା ପୂର୍ବରୁ ମୋଦୀ ସରକାରଙ୍କ ଚଳିତ ଦଫାର ପଞ୍ଚମ ଓ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟରେ କୃଷକ...
୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟିକସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥ ମନ୍ତ୍ରୀ ବୁଧବାର ଦିନ କେନ୍ଦ୍ର ବଜେଟ୍ରେ ବ୍ୟକ୍ତିଗତ ଆୟକର ଉପରେ ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ବଜେଟ୍ ଅନୁଯାୟୀ ଏବେ ବ୍ୟକ୍ତିଗତ ଆୟକାରୀଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା...



















