ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ

ଓଡ଼ିଶାଲାଇଭ୍ ବ୍ୟୁରୋ ହିମାଚଳ ପ୍ରଦେଶ ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ। ଶିମଲାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି।...

ମିଶନ-୨୦୨୪ ପାଇଁ ଚାଲିଛି ରାଜନୈତିକ ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଉପରେ ସବୁ ଦଳଙ୍କ ନଜର। ଓଡ଼ିଶାର ଶାସନ ଭାର ହାତେଇବାକୁ ଏବେଠୁ ଆରମ୍ଭ ହେଲାଣି ରାଜନୈତିକ ସମୀକ୍ଷା। ୨୦୨୪ ସାଧାରଣ ନିର୍ବାଚନରେ କିଏ ମାରିବ ବାଜି। କାହା...

ସୁଖବିନ୍ଦର ସୁଖୁ ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ଅଙ୍କକସା ଚାଲିଥିବା ବେଳେ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ...

୨୦୨୪ ନିର୍ବାଚନରେ ୧୨୫ରୁ ଅଧିକ ଆସନ ଜିତିବ ବିଜେଡି – ବିଧାୟକ ସୁଶାନ୍ତ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ୧୪୭ ଆସନରୁ ୧୨୫ରୁ ଅଧିକ ଆସନରେ ବିଜେଡି ବିଜୟ ହାସଲ କରିବ ବୋଲି ଶନିବାର ଦିନ କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ। ସେ କହିଛନ୍ତି...

ସୋମବାର ଦିନ ପଦ୍ମପୁରର ନୂଆ ବିଧାୟକ ଭାବେ ଶପଥ ନେବେ ବର୍ଷା ସିଂ ବରିହା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ସୋମବାର ଦିନ ପଦ୍ମପୁରର ବିଧାୟକ ଭାବେ ଶପଥ ନେବେ ବିଜେଡିର ନବନିର୍ବାଚିତ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ପଦ୍ମପୁରର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ବର୍ଷା ସିଂ...

ପଦ୍ମପୁର ଉପନିର୍ବାଚନ – ବିଜେପି ପଚାରିଥିବା ପ୍ରଶ୍ନର ଗୋଟି ଗୋଟି ଉତ୍ତର ଦେଲେ ନବୀନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପଦ୍ମପୁର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଛି। ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦ୍ମପୁରର ଜନସାଧାରଣ ଏବଂ ବିଜେଡିର କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଚାର...

କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ହିମାଚଳ ପ୍ରଦେଶରେ ସରକାର ଗଢ଼ିବ କଂଗ୍ରେସ। ତେବେ କିଏ ହେବେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହି ରେସରେ ରହିଛନ୍ତି ପ୍ରତିଭା ସିଂ, ସୁଖବିନ୍ଦର ସିଂ ଏବଂ...

ପଦ୍ମପୁର ଉପନିର୍ବାଚନ ବିଜୟ ପରେ ଶାଶୂଘରେ ବର୍ଷା ସିଂ ବରିହା

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ଶୁକ୍ରବାର ଦିନ ଶାଶୂଘରେ ପହଞ୍ଚିଛନ୍ତି ବର୍ଷାରାଣୀ ସିଂ ବରିହା। ବର୍ତ୍ତମାନ ବିଜେପିର ବରିଷ୍ଠ ନେତା ରମା ରଞ୍ଜନ ବଳିଆରସିଂହଙ୍କ ଘରେ ଅଛନ୍ତି...

ରାଜନୀତିରେ ମହିଳାଙ୍କୁ ଅସମ୍ମାନ ଗ୍ରହଣୀୟ ନୁହେଁ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡିର ଅଦ୍ଭୁତପୂର୍ବ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଜୟ ପଦ୍ମପୁରବାସୀଙ୍କର ବିଜୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।...

ପଦ୍ମପୁର ଉପନିର୍ବାଚନ ପରେ ଉଠିଲା ପ୍ରଶ୍ନ: କୁଆଡ଼େ ଗଲା କଂଗ୍ରେସ ଭୋଟ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ କଂଗ୍ରେସ ଭୋଟ ହାର ହ୍ରାସ ପାଇ ଚାଲିଛି। ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସବୁଠି ଗୋଟିଏ କଥା – କିଏ ନେଲା କଂଗ୍ରେସ ଭୋଟ? ପଦ୍ମପୁର ଉପନିର୍ବାଚନରେ...