ନିର୍ମଳା ସୀତାରମଣ ଦେଶର ସବୁଠୁ କ୍ଷମତାଶାଳୀ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହୋଇଛନ୍ତି ଦେଶର ସବୁଠାରୁ କ୍ଷମତାଶାଳୀ ମହିଳା। ଫୋର୍ବସ୍ ପକ୍ଷରୁ ପ୍ରକାଶିତ ବିଶ୍ଵର ୧୦୦ ଶକ୍ତିଶାଳୀ ମହିଳା ୨୦୨୨ ତାଲିକାରେ ନିର୍ମଳା ସୀତାରମଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ନିର୍ମଳା...

ପଦ୍ମପୁରରେ ବର୍ଷା ମାରିଲେ ବାଜି

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ। ବିପୁଳ ଭୋଟରେ ପଦ୍ମପୁରରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ସବୁ ଆଶାଆଶଙ୍କା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ପଦ୍ମପୁରରେ ବାଜି ମାରିଲେ ବିଜେପି ପ୍ରାର୍ଥୀ...

ଗୁଜରାଟରେ ଭୁପେନ୍ଦ୍ର ପଟେଲଙ୍କ ରେକର୍ଡ: ଦେଢ଼ ଲକ୍ଷ ଭୋଟରେ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟରେ ବିଜେପିର ଦମଦାର ବିଜୟ। ରେକର୍ଡ ସୃଷ୍ଟି କଲେ ଗୁଜରାଟ ଭୁପେନ୍ଦ୍ର ପଟେଲ। ଘାଟଲୋଡିଆ ଆସନରୁ ଲଢ଼ି ସେ ନିଜ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିଙ୍କୁ ୧ ଲକ୍ଷ ୯୧ ହଜାର...

ପଦ୍ମପୁରରେ ୪୨,୦୬୫ ଖଣ୍ଡ ଭୋଟରେ ଆଗୁଆ ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କୁ ରେକର୍ଡ ନମ୍ବର ମିଳିଛି। ବିଜେଡି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ। ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା...

ହିମାଚଳ ପ୍ରଦେଶରେ ମଉଳିଲା ପଦ୍ମ, ଉଠିଲା ହାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବାର ସଙ୍କେତ ମିଳିସାରିଲାଣି। କିନ୍ତୁ ହିମାଚଳ ପ୍ରଦେଶରେ ବିଜେପିକୁ ପଛରେ ପକାଇ କଂଗ୍ରେସ ସ୍ଥିତି ସୁଦୃଢ଼ କରିଛି। ପାହାଡୀ ରାଜ୍ୟ ହିମାଚଳ ପ୍ରଦେଶରୁ...

ପଦ୍ମପୁର ଉପନିର୍ବାଚନ ବିଜୟ ଅଭିମୁଖେ ବିଜେଡି: ଆରମ୍ଭ ହେଲା ସେଲିବ୍ରେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ବିଜୟ ଅଭିମୁଖେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ବିଜୟ ଘୋଷଣା ପୂର୍ବରୁ ବିଜେଡିର ସେଲିବ୍ରେସନ ଆରମ୍ଭ ହୋଇଛି। ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି...

ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨: ଜାମନଗରରେ ବିଜୟ ଅଭିମୁଖେ ବିଜେପି ପ୍ରାର୍ଥୀ ରିବାବା ଜାଡେଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପି ପ୍ରାର୍ଥୀ ରିବାବା ଜାଡେଜା ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ନିଜ...

ପଦ୍ମପୁର ଉପନିର୍ବାଚନ ଗଣତି: ୧୫ ରାଉଣ୍ଡରେ ବିଜେଡିକୁ ୭୯,୪୭୦ ଖଣ୍ଡ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ଶେଷ ହୋଇଛି ୧୫ ରାଉଣ୍ଡ ଗଣତି। ପ୍ରଥମରୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ୧୫...

ପଦ୍ମପୁର ଉପନିର୍ବାଚନ: ସରିଲା ୧୨ ରାଉଣ୍ଡ ଗଣତି, ୨୧ ହଜାର ଭୋଟରେ ଆଗରେ ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ଶେଷ ହୋଇଛି ୧୨ ରାଉଣ୍ଡ ଗଣତି। ପ୍ରଥମରୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ୧୨...

ଗୁଜରାଟରେ ଇତିହାସ ରଚିବା ଅଭିମୁଖେ ବିଜେପି, ୧୫୩ ଆସନରେ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟରେ ଇତିହାସ ରଚିବା ଅଭିମୁଖେ ବିଜେପି। ଗୁଜରାଟରେ ବିଜେପି ୧୫୩ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୯ଟି ଆସନରେ ଆଗୁଆ ରହିଛି। ଗୁଜରାଟରେ ହୋଇଥିବା ତ୍ରୀକୋଣିୟ ମୁକାବିଲାରେ ଉଭୟ...