ଧାମନଗର ବିଧାନସଭା ଉପନିର୍ବାଚନ: ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତତ ଘଟିଲା। ଶେଷରେ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଲଢ଼ିବେ ଧାମନଗର ନିର୍ବାଚନ ଲଢ଼େଇ।...

ଧାମନଗର ବିଧାନସଭା ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ସବୁ ରାଜନୈତିକ ଦଳ। ବିଜେପି ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ଘୋଷଣା ସରିଥିବାବେଳେ ବୁଧବାର ଦିନ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ...

ଧାମନଗର ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ଦଳୀୟ ବିଧାୟକ, କର୍ମୀ ଏବଂ ସମର୍ଥକଙ୍କ ଗହଣରେ ନିରାଡ଼ମ୍ବର ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ପହଞ୍ଚି...

ବଣ୍ଟା ହେଲା ନିଗମ ଓ ବୋର୍ଡ ଦାୟିତ୍ଵ: ପ୍ରସନ୍ନ ପାଟଶାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ହେଲେ ଯୋଜନା...

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରାୟ ୫ ମାସର ପ୍ରତୀକ୍ଷାର ଅନ୍ତ ଘଟିଲା। ରାଜ୍ୟର ବିଭିନ୍ନ ନିଗମ ଏବଂ ବୋର୍ଡରେ ଅଧ୍ୟକ୍ଷ, ଉପଦେଷ୍ଟା ଏବଂ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ...

ମୁଲାୟମ ସିଂ ଯାଦବ: ଶିକ୍ଷକରୁ ସଫଳ ରାଜନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ରାଜନୈତିକ ଯାତ୍ରା ପୁରା ଦମଦାର ଥିଲା। ଶିକ୍ଷକତାରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ମୁଲାୟମ ସିଂ ସଫଳ...

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ସୋମବାର ଦିନ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେଲା...

ଧାମନଗର ବିଧାନସଭା ଉପନିର୍ବାଚନ: ବିଜୟ ପାଇଁ ଅଙ୍କ କଷୁଛନ୍ତି ତିନି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ଉପନିର୍ବାଚନ ପାଇଁ ସରଗରମ ହୋଇଛି ଧାମନଗର ରାଜନୀତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହେଉଛି ବିଜୟ ରଣନୀତି। କିଏ ଜିତିବ ଆଉ...

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ: ଆଜିଠୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ(ବିଜେଡି)। ଦଳର ବିଭିନ୍ନ ନେତାଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ପ୍ରଦାନ କରାଯାଇଛି। କିଛି...

ରାଷ୍ଟ୍ରପତିଙ୍କ ‘ଗୁଜୁରାଟର ଲୁଣ’ ମନ୍ତବ୍ୟକୁ ନେଇ ଘନଉଛି ରାଜନୀତି: କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟୁଇଟକୁ ନେଇ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଗୁଜୁରାଟର ଲୁଣ’ ମନ୍ତବ୍ୟକୁ ନେଇ ଏବେ କଂଗ୍ରେସ-ବିଜେପି ମଧ୍ୟରେ ବିବାଦ ବଢ଼ିଛି। କିଛି ଦିନ ତଳେ ରାଷ୍ଟ୍ରପତି ଗୁଜୁରାଟ ଗସ୍ତରେ ଯାଇଥିଲେ। ଏହି ସମୟରେ ଏକ କାର୍ଯ୍ୟକ୍ରମରେ...