ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା: ଗଠନ ହେଲା ୮ ଜଣିଆ ଗୃହ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଭୟ ବିଧାନସଭା ଏବଂ ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଂଗ ଉଠିଲା। ପୂର୍ବରୁ ବିରୋଧୀ ଗୃହ କମିଟି ଗଠନ ପାଇଁ ଦାବି କରିଥିଲେ। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ଶ୍ରୀମନ୍ଦିର...
ଆଜି ସରିବ ବିଧାନସଭା ବଜେଟ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ଶେଷ ହେବ ବିଧାନସଭା ବିଜେଟ ଅଧିବେଶନ। ଆଜି ଅଧିବେଶନର ଶେଷ ଦିନରେ ଗୃହରେ ବ୍ୟୟ ମଞ୍ଜୁରି ବିଲ ପାରିତ ହେବ। ଗତ ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କାମଚଳା...
କୋଭିଡ ସମୟରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି – ମନ୍ତ୍ରୀ ଅରୁଣ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମହାମାରୀ ସମୟରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇଛି। ଛତୁ ଏବଂ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର, ବାଇଗଣ ଉତ୍ପାଦନରେ ୨ ନମ୍ବର ଏବଂ ଚାଉଳ ଉତ୍ପାଦନରେ ୪...
୨୦୨୨-୨୩ ପାଇଁ ଆସିଲା କାମଚଳା ବଜେଟ: କେଉଁ ଯୋଜନାକୁ କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବୁଧବାର କାମଚଳା ବଜେଟ ଆଗତ କରିଛନ୍ତି। କାମଚଳା ବଜେଟର ପରିମାଣ ୧ ଲକ୍ଷ ୬ ହଜାର ୪୯୬ କୋଟି...
ଦିଲ୍ଲୀରେ ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି। ଓଡ଼ିଶାର ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ସଂସଦରେ ଉପସ୍ଥାପନ କରିବା ପାଇଁ...
ଗୃହରେ ଉଠିଲା ପାଣି ପ୍ରସଂଗ: “୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ଘରେ ଘରେ ପହଞ୍ଚିବ ପାଇପ୍ ପାଣି”
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ କଟକଣା ମଧ୍ୟରେ ଚାଲିଛି ବିଧାନସଭା ବଜେଟ ଅଧିବେଶନ। ଖରାଦିନେ ପିଇବା ପାଣିର ସମସ୍ୟା ନେଇ ମଙ୍ଗଳବାର ଗୃହରେ ଉଦ୍ବେଗ ପ୍ରକାଶ ପାଇଛି। ଉଭୟ ଶାସକ ଏବଂ ବରୋଧୀ ଗୃହରେ ପାନୀୟ...
ଗୋଆରେ ପୁଣି ସରକାର ଗଢ଼ିଲେ ପ୍ରମୋଦ ସାବନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଆର ଶାସନ ଭାର ଏଥର ବି ପ୍ରମୋଦ ସାବନ୍ତଙ୍କ କାନ୍ଧରେ। ପୁଣି ଥରେ ଗୋଆର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ପ୍ରମୋଦ ସାବନ୍ତ। ଗୋଆର ରାଜଧାନୀ ପଣଜୀସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ...
ବିଜେଡି ବିଜୟୀ: ସୁବାସ ସିଂଙ୍କ ମୁଣ୍ଡରେ କଟକ ମେୟର ମୁକୁଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନ ଧରି ଚାଲିଥିବା ନିର୍ବାଚନ ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। କଟକ ଭୋଟରଙ୍କ ଭରସା ଜିତି କଟକ ମହାନଗର ନିଗମ ମେୟର ମୁକୁଟ ପିନ୍ଧିବାକୁ ଯୋଗ୍ୟ ସାବ୍ୟସ୍ତ ହେଲେ ବିଜେଡି...
ସୁଲୋଚନା ଦାସ ଭୁବନେଶ୍ଵରର ପ୍ରଥମ ମହିଳା ମେୟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନ ଧରି ନିର୍ବାଚନକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। କିଏ ହେବ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର, ତାକୁ ନେଇ ସମସ୍ତଙ୍କ...
କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବାଜି ମାରିଲା ବିଜେଡି: ସରିତା ସାହୁ ବିଜୟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ପୌରାଞ୍ଚଳ ନିର୍ବାଚନରେ ବିଜେଡି ବାଜି ମାରିଛି। ପୌରାଧ୍ୟକ୍ଷ ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସରିତା ସାହୁ। ୨୧ଟି ଓ୍ଵାର୍ଡରୁ ବିଜେଡିକୁ ୧୧ଟି, କଂଗ୍ରେସକୁ ୫ଟି ଏବଂ...




















