କ୍ୟାପଟେନ ପିନାରାୟୀଙ୍କ ମ୍ୟାଜିକ୍ – କେରଳରେ ଭାଙ୍ଗିଲା ‘ପାଳି ସରକାର’ ଧାରା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କ୍ୟାପ୍ଟେନ୍, କମ୍ରେଡ୍ ଏବଂ କ୍ରାଇସିସ ମ୍ୟାନେଜର। କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ମ୍ୟାଜିକ ଏବେ ରାଜ୍ୟର ବିଧାନସଭା ନିର୍ବାଚନ ଫଳରେ ପ୍ରତିଫଳିତ ହୋଇଛି।
କେରଳ ରାଜ୍ୟ ବିଧାନସଭ ନିର୍ବାଚନୀ ଇତିହାସରେ ୪...
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଫୁ – ଦେହରେ ରଙ୍ଗ ବୋଳି, ମିଠା ଖୁଆଇ ମନାଉଛନ୍ତି ବିଜୟ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ଆୟୋଗଙ୍କ ବାରଣ ସତ୍ତ୍ୱେ ବି ଖାତିର କଲେନି ଦଳୀୟ କର୍ମୀ। ଫଳାଫଳ ଘୋଷଣା ହେବା ପୂର୍ବରୁ ଦେହରେ ରଙ୍ଗ ବୋଳି ହୋଇ, ବାଣ ଫୁଟାଇ, ମିଠା ଖାଇ, ନାଚଗୀତରେ ମସଗୁଲ...
‘ଖେଲା ହୋବେ’ – ଦିଦିଙ୍କ ଆଡ଼କୁ ଢଳୁଛି ବିଜେପି ବାଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗରେ ବିଜେପିର ଖେଳ ଫସର ଫାଟିଲାଣି। ଭୋଟ୍ ଗଣତି କହୁଛି, ଦିଦିଙ୍କ ଆଡ଼କୁ ବାଜି ଢଳୁଛି।
ଖେଲା ହୋବେ...ଖେଲା ହୋବେ...। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ପ୍ରଚାର ରାଲିରେ ତୃଣମୂଳ କଂଗ୍ରେସର (ଟିଏମ୍ସି) କର୍ମୀମାନଙ୍କ...
ପଶ୍ଚିମବଙ୍ଗରେ ଫେଲ୍ ମାରିବ କି ମୋଦୀ ମନ୍ତ୍ର – ବିଜୟ ଅଭିମୁଖେ ମମତା!
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିବଙ୍ଗରେ କାମ ଦେଲାନି କି ମୋଦୀ ଏବଂ ଶାହଙ୍କ ମନ୍ତ୍ର? ପୁଣିଥରେ ଗଡ଼ରେ ଚାଲିବ କି ଦିଦିଙ୍କ ଶାସନ? ଏଭଳି କିଛି ପ୍ରଶ୍ନ ଏବେ ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ପାଲଟିଛି।...
କେରଳ ବିଧାନସଭା ନିର୍ବାଚନ – ୟୁଡିଏଫଠାରୁ ଆଗରେ ରହିଛି ଏଲ୍ଡିଏଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ୍ ଗଣତି ଜାରି ରହିଛି। କେରଳ ବିଧାନସଭା ନିର୍ବାଚନ ପାଇଁ ୬ ଏପ୍ରିଲରେ ମତଦାନ ଶେଷ ହୋଇଥିବା ବେଳେ...
ନନ୍ଦିଗ୍ରାମରେ ଚାଲିଛି ଭୋଟ୍ଯୁଦ୍ଧ – ମମତାଙ୍କଠାରୁ ୫ହଜାର ଭୋଟ୍ ଆଗରେ ଶୁଭେନ୍ଦୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନକୁ ନେଇ ବଢ଼ିଛି ଦ୍ୱନ୍ଦ୍ୱ। ଏହି ଆସନକୁ ନେଇ ପଶ୍ଚିମବଙ୍ଗର ଦୁଇ ହେବିୱେଟ୍ ନେତାଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା...
କରୋନା ସଂକ୍ରମଣ ନିଆଁରେ ଘିଅ ଢାଳିଲା କି ନିର୍ବାଚନ ରାଜନୀତି?
ଅଭିପ୍ସା ବରାଳ
କରୋନା ସଙ୍କଟ ସମୟରେ ଦେଶର ୪ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସରିଛି। ଅନ୍ୟପଟେ ନିର୍ବାଚନ ରାଲି, ଦେଶରେ ଦ୍ରୁତ କରୋନା ସଂକ୍ରମଣର କାରଣ...
ଆସିଲା ଭୋଟ ବାହୁଡ଼ା ମତ – ପଶ୍ଚିମବଙ୍ଗରେ ପୁଣି ଦିଦି! ତାମିଲନାଡୁ, ପୁଡ଼ୁଚେରୀରେ ବଦଳିବ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରିଛି ଭୋଟ। ମେ’୨ରେ ହେବ ଭୋଟ ଗଣତି। ଏହା ପୂର୍ବରୁ ଆସିଛି ଏକ୍ଜିଟ୍ ପୋଲ୍ ଫଳାଫଳ।
ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ...
ପିପିଲିରେ କଡ଼ା ଟକ୍କର ଦେବ କଂଗ୍ରେସ – ସୁର ରାଉତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲି ଉପନିର୍ବାଚନରେ କଂଗ୍ରେସ ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ କଡ଼ା ଟକ୍କର ଦେବ। ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ ଏ କଥା କହିଛନ୍ତି।
‘‘ବିଶ୍ୱକେଶନ ଠିକ ପ୍ରାର୍ଥୀ ଯାହାଙ୍କୁ ଦଳ ବାଚିଛି। ଆମେ...
ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋମବାର ସମର୍ଥକମାନଙ୍କ ସହ ଇଲେକ୍ସନ କନଭେନରଙ୍କ ନିକଟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ପିପିଲି ଉପନିର୍ବାଚନ...




















