ନିର୍ବାଚନ ପାଇଁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା କରାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ଶୁକ୍ରବାର ଶ୍ରୀମନ୍ଦିରର...
କେତେବେଳେ ଲାଗୁ ହୁଏ ରାଷ୍ଟ୍ରପତି ଶାସନ, କ’ଣ ପଡ଼େ ପ୍ରଭାବ?
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ପରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହୋଇଥାଆନ୍ତା। ହେଲେ ନିର୍ବାଚନ ପୂର୍ବରୁ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ଭି...
କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ – ପିସିସି ସଭାପତି କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଗୁରୁବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ଗୋଷ୍ଠୀ ଜଗତସିଂହପୁରର ହୋଇଥିବା ସୂଚନା ମିଳିଛି । ଆଜି କଂଗ୍ରେସ ଭବନରେ ଓବିସି ସେଲର ବୈଠକ...
ତେଲ ଦର ବୃଦ୍ଧି ପ୍ରତିବାଦରେ ମୋଦିଙ୍କ ପୋଷ୍ଟର ଚିରିଲା କଂଗ୍ରେସ – ସାଇକେଲରେ ବିଧାନସଭା ଆସିଲେ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲ ଦର ବୃଦ୍ଧିକୁ ନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ମଙ୍ଗଳବାର ସାଇକେଲ ଚଳାଇ ସିଧା ବିଧାନସଭାରେ ପହଞ୍ଚିଛନ୍ତି କଂଗ୍ରେସ ବିଧାୟକ ତାରା ବହିନୀପତି, ଅଧିରାଜ ପାଣିଗ୍ରାଣୀ, ସୁରେଶ...
ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର – ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ଵାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଡୁଚେରୀରେ କଂଗ୍ରେସ-ଡିଏମ୍କେ ମେଣ୍ଟ ସରକାର ଭାଙ୍ଗିଛି। ସୋମବାର ବିଧାନସଭା ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ଵାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଅସମର୍ଥ ହୋଇଛନ୍ତି। ଫଳରେ ସେଠାରେ କଂଗ୍ରେସ ସରକାରର ପତନ...
ଗ୍ୟାସ୍ ଓ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ – ମାଟି ଚୁଲା ଧରି ବିଧାନସଭାରେ ପହଞ୍ଚିଲେ ବିହାର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଲଗାତର ଏଲପିଜି ଦର ଓ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଫଳରେ ଦେଶବ୍ୟାପୀ ଲୋକେ ଏହାକୁ ବିରୋଧ କରିବା ଆରମ୍ଭ କଲେଣି। ତେବେ ବିହାରରେ ଜଣେ କଂଗ୍ରେସ ବିଧାୟକ...
ବିଧାନସଭା ବଜେଟ୍ ଅଧିବେଶନ – ଦ୍ୱିତୀୟ ଦିନ ଆରମ୍ଭରୁ ଗୃହ ମୁଲତବି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖା ଦେଇଛି । ଗୃହରେ ହଙ୍ଗାମା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଚାଷୀ ଓ ଧାନମଣ୍ଡି ସମସ୍ୟାକୁ...
ବିଧାନସଭା ବଜେଟ ଅଧିବେଶନ – ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲାରେ କମ୍ପିଲା ଗୃହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହ କମ୍ପିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଶୁକବ୍ରାର ଦିନ ୧୦ଟା ୩୦...
ଗୁରୁବାରଠାରୁ ବିଧାନସଭା ବଜେଟ ଅଧିବେଶନ- ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ, ଜଗିବେ ୩୦ ପ୍ଲାଟୁନ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଏହି ଅଧିବେଶନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସବୁ...
ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣି । ସୀମାରେ ତିନୋଟି ଗାଁକୁ ନେଇ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କର ମଧ୍ୟରେ ବିବାଦ ଲାଗିରହିଛି । ନିକଟରେ...



















