ରାଜ୍ୟ ବାହାରୁ ଫେରିବେ ଓଡ଼ିଆ – ୪ ଲକ୍ଷ ୮୬ ହଜାର ଲୋକ କଲେଣି ପଞ୍ଜୀକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ବାହାରୁ ଭିଟାମାଟିକୁ ଫେରିବେ ଓଡ଼ିଆ। ଲକ୍‌ଡାଉନ୍‌ ଖୋଲିବା ପରେ ରାଜ୍ୟ ବାହାରେ ଅଟକି ରହିଥିବା ଓଡ଼ିଆ ନିଜ ଭିଟାମାଟିକୁ ଫେରିବେ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବର୍ତ୍ତମାନସୁଦ୍ଧା ସରକାରଙ୍କ...

ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ଥିଲେ ମଧୁବାବୁ

ନୀଳାମ୍ବର ରଥ [youtube https://www.youtube.com/watch?v=adsQ7N-AX-E] ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର...

କରୋନା ମୁକାବିଲାରେ ଆଇଏଏସ୍ ଅଫିସର – ଜିଲ୍ଲା ଦାୟିତ୍ୱରେ ୨୨, ଅନ୍ୟ ରାଜ୍ୟ ଦାୟିତ୍ୱରେ ୧୦ ଆଇଏଏସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲାକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବିଭିନ୍ନ ଜିଲ୍ଲା ଏବଂ ଅନ୍ୟ ରାଜ୍ୟ ପାଇଁ ଆଇଏଏସ୍‌ ଅଫିସରମାନଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ପ୍ରଦୀପ୍ତ ମହାପାତ୍ରଙ୍କୁ ବଡ଼ ଦାୟିତ୍ୱ ଆଇଏଏସ୍‌ ପ୍ରଦୀପ୍ତ...

କରୋନା ବେଳେ ଚାଷୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କୃଷି ବିଭାଗର ଅଧିକାରୀ – ଡକ୍ଟର ଅରୁଣ କୁମାର ସାହୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=-FfnQ7GdjHs&t=32s ‘‘କରୋନା ବେଳେ ଚାଷ କାର୍ଯ୍ୟ ଉପରେ କୌଣସି କଟକଣା ନାହିଁ। ଚାଷୀ କିପରି ଜମିକୁ ଯାଇ ଫସଲ ଉତ୍ପାଦନ କରିବ ସେଥିପ୍ରତି କୃଷି ବିଭାଗର ଅଧିକାରୀମାନେ ସଚେତନ ଅଛନ୍ତି। ଚାଷୀମାନଙ୍କୁ ସହାୟତାର...

ନୂଆ ମୁଖ୍ୟ ବିଚାରପତିମାନେ ଯେବେ ନିଜେ ଗାଡ଼ି ଚଳାଇ ଆସିଲେ…

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଯୋଗୁଁ ରେଳ ଓ ବିମାନ ସେବା ବନ୍ଦ ହୋଇଥିବା କାରଣରୁ ବିଭିନ୍ନ କୋର୍ଟର ଜଜ୍‌ମାନେ ନିଜେ ଗାଡ଼ି ଚଳାଇ ନିଜ ନିଜ ସ୍ଥାନରେ ପହଞ୍ଚିଛନ୍ତି। ପ୍ରତିଟି ଜଜ୍ ପ୍ରାୟ ୨...

ମୋଦୀଙ୍କୁ ଚିଠି ଲେଖିଲେ ସୋନିଆ – ‘‘ଏମ୍ଏସ୍ଏମ୍ଇ ସେକ୍ଟର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରନ୍ତୁ ସରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ସହାୟତା ନକଲେ ଦେଶର ୬.୩ କୋଟି ଏମ୍‌ଏସ୍‌ଏମ୍‌ଇ ବରବାଦ ହୋଇଯିବ। ଲକ୍‌ଡାଉନକୁ ବିମୁଦ୍ରୀକରଣ ସହ ତୁଳନା କଲା କଂଗ୍ରେସ। କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି...

ଲକ୍‌ଡାଉନ୍‌ ଅଧିକ ପଢ଼ାପଢ଼ି କରିବାକୁ ସମୟ ଦେଇଛି – ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଫିଚର୍‌ – ଲକ୍‌ଡାଉନ୍‌ ଡାଏରୀ। ପଢ଼ନ୍ତୁ ନିଜର ଲକ୍‌ଡାଉନ୍‌ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ଏଆଇସିସି ସମ୍ପାଦକ ତଥା ଗୁଜରାଟ ସହ ପ୍ରଭାରୀ...

ଭୁବନେଶ୍ୱରରେ ଯୁବ କଂଗ୍ରେସ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍-୧୯ ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଉନ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଫଳରେ ବହୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଭୁବନେଶ୍ୱରରେ ଯେଉଁମାନେ ଫସି ରହିଛନ୍ତି ସେମାନଙ୍କୁ...

ସରପଞ୍ଚମାନଙ୍କ ସହ କଥା ହେଲେ ମୋଦୀ – ‘‘ସାମାଜିକ ଦୂରତା ରକ୍ଷା ପାଇଁ ବିଶ୍ୱବାସୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଗାଁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ ପଞ୍ଚାୟତିରାଜ ଦିବସ ସରପଞ୍ଚମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ନିୟମ ପାଳନ କରିଥିବାରୁ ଦେଶବାସୀଙ୍କୁ ପ୍ରଶଂସା କଲେ ମୋଦୀ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି କରୋନା ୧.୨୫...

ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଆପର ଶୁଭାରମ୍ଭ, ଲକ୍ଷେରୁ ଅଧିକ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସୁବିଧା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସରପଞ୍ଚମାନଙ୍କ ସହ କଥା ହେଲେ ମୋଦୀ ଆରମ୍ଭ ହେଲା...