କରୋନା ଭୟ – ସ୍ଥଗିତ ହେଲା ପଞ୍ଚାୟତ ଉପ-ନିର୍ବାଚନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ସ୍ଥଗିତ ହେଲା ପଞ୍ଚାୟତ ଉପ-ନିର୍ବାଚନ। ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ଏହି ପଞ୍ଚାୟତ ଉପ-ନିର୍ବାଚନକୁ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିସନର...

ଆଜି ହେବନି କମଳନାଥ ସରକାରର ଫ୍ଲୋର୍ ଟେଷ୍ଟ୍ – ମଧ୍ୟପ୍ରଦେଶ ବିଧାନସଭା ମାର୍ଚ୍ଚ ୨୬ ଯାଏଁ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶରେ ଶାସନରେ ଥିବା କମଳନାଥ ସରକାରର ସୋମବାର ଫ୍ଲୋର୍ ଟେଷ୍ଟ୍ ହେବ ନାହିଁ। କରୋନା କାରଣରୁ ମଧ୍ୟପ୍ରଦେଶ ବିଧାନସଭାକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଫଳରେ କମଳନାଥଙ୍କୁ ନିଜ ସରକାର...

ଆଜି କମଳନାଥ ଦେବେ ଅଗ୍ନି ପରୀକ୍ଷା – ବିଧାନସଭାରେ ହେବ ଫ୍ଲୋର୍ ଟେଷ୍ଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଆଜି ବିଧାନସଭାରେ ଅଗ୍ନିପରୀକ୍ଷା ଦେବେ। ରାଜ୍ୟର ଶାସନଗାଦିରେ ବସି ରହିବାକୁ ସୋମବାର ବିଧାନସଭାରେ ହେବାକୁ ଥିବା ଫ୍ଲୋର୍ ଟେଷ୍ଟରେ କମଳନାଥଙ୍କୁ ପାସ୍ ହେବାକୁ ପଡ଼ିବ। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ...

ଜାଣନ୍ତୁ, ବିଧାନସଭାର ଫ୍ଲୋର୍ ଟେଷ୍ଟ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବା ଆଶଙ୍କା କରାଯାଉଛି। କାରଣ କଂଗ୍ରେସର ୨୨ ଜଣ ବିଧାୟକ ନିଜର ପଦରୁ ଇସ୍ତଫା ଦେବା ପରେ କମଳନାଥଙ୍କ ସରକାର ନିଜର ସଂଖ୍ୟାଗରିଷ୍ଠତା...

ଆସନ୍ତାକାଲି ବିଧାନସଭାରେ ଫ୍ଲୋର୍ ଟେଷ୍ଟ୍ ଦେବେ ମୁଖ୍ୟମନ୍ତ୍ରୀ କମଳନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୧୬ ତାରିଖରେ ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋର୍ ଟେଷ୍ଟର ସମ୍ମୁଖୀନ ହେବେ ମୁଖ୍ୟମନ୍ତ୍ରୀ କମଳନାଥ। ଏହିଦିନ ବିଧାନସଭାର ଅଧିବେଶନ ଆରମ୍ଭ ହେଉଥିବାବେଳେ ପ୍ରଥମ ଦିନରେ ହିଁ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଫ୍ଲୋର୍ ଟେଷ୍ଟ...

ସରକାରଙ୍କୁ ବିଜେପିର ପ୍ରଶ୍ନ – କାହିଁକି ବନ୍ଦ କଲ ବିଧାନସଭା?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କରୋନା ପାଇଁ ବିଧାନସଭାକୁ ମାର୍ଚ୍ଚ ୨୯ ଯାଏଁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ବିଜେପି ଏହାକୁ ଗ୍ରହଣ କରିନାହିଁ। କରୋନା ନୁହେଁ, ୟେସ୍‌ ବ୍ୟାଙ୍କ ପ୍ରସଙ୍ଗକୁ ଏଡାଇବା...

କରୋନା ପାଇଁ ବଡ଼ ଘୋଷଣା – ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାରା କରୋନାରେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି...

କରୋନା ଭୟ – ବାତିଲ୍ ହେଲା ବିଜେଡି କାର୍ଯ୍ୟକାରିଣୀ କମିଟି ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ବାତିଲ ହେଲା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ କମିଟି ବୈଠକ। ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ଏହି ବୈଠକକୁ ବାତିଲ୍ କରିଦିଆଯାଇଛି। ଏନେଇ ଦଳର ସାଧାରଣ ସମ୍ପାଦକ...

କୋରୋନାକୁ ଡରନା – ହ୍ୟାଣ୍ଡୱାସ୍‌ରେ ହାତଧୋଇ ସଚେତନ କରାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=z0BGKO_VI1w କୋରୋନାକୁ ଡରନା। ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ହ୍ୟାଣ୍ଡୱାସ୍‌ରେ ହାତ ଧୋଇ ଲୋକଙ୍କୁ ସଚେତନ କରାଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର,...

କେନ୍ଦ୍ର କ୍ୟାବିନେଟ୍‌ରେ ବାଜିଲା ମୋହର – ନୂଆ ରୂପରେ ଆସିବ ‘ୟେସ୍‌ ବ୍ୟାଙ୍କ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କ ଖୁବ୍‌ଶୀଘ୍ର ନୂଆ ରୂପରେ ଆସିବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ‘ୟେସ୍‌ ବ୍ୟାଙ୍କ ପୁନର୍ଗଠନ ନିୟମ’...