କେନ୍ଦ୍ର କର୍ମଚାରୀଙ୍କୁ ମୋଦୀଙ୍କ ଉପହାର – ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର କର୍ମଚାରୀ ଏବଂ ପେନ୍ସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍ କର୍ମଚାରୀ ଏବଂ ପେନ୍ସନ୍ ଉପଭୋକ୍ତାଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିରେ ମୋହର ମାରିଛି। ମାର୍ଚ୍ଚ ମାସ...
କୋରୋନା ପ୍ରଭାବ – ଶହ ଶହ ମାଙ୍କଡ଼ଙ୍କ ଭିତରେ ପିଟାପିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସ ଯୋଗୁଁ ବିଶ୍ୱର ବହୁ ଦେଶ ଭିତରେ ସମ୍ପର୍କ ତୁଟି ଯାଇଥିବା ବେଳେ ଥାଇଲାଣ୍ଡରୁ ଏକ ଗମ୍ଭୀର ଖବର ଆସୁଛି। ଏହି ଘଟଣାଟି ଏବେ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି।...
୭ମାସ ପରେ ନଜରବନ୍ଦୀରୁ ମୁକ୍ତ ହେଲେ ଫାରୁକ ଅବଦୁଲ୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ନ୍ୟାସନାଲ କନଫ୍ରେନ୍ସର ନେତା ଫାରୁକ ଅବଦୁଲା ଆଜି ନଜରବନ୍ଦୀରୁ ମୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର ଜମ୍ମୁ ସରକାର ଘୋଷଣା କରିଛନ୍ତି।
ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ହଟିବା ପରେ ଅଗଷ୍ଟ...
ରାଜ୍ୟ କ୍ୟାବିନେଟ୍ ବୈଠକ: କୋରୋନା ମୁକାବିଲା ଲାଗି ୨୦୦ କୋଟି ମଞ୍ଜୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କୋରୋନା ଲାଗି ୨୦୦...
ସିନ୍ଧିଆଙ୍କ ପଛରେ ପଡିଲେ କମଳନାଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିକୁ ଯାଇଥିବା ଓ ଦଳର ମହାରାଜା ସାଜିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଅସୁବିଧା ବଢିବା ଦେଖାଯାଉଛି। ତାଙ୍କ ବିରୋଧରେ ଆଗରୁ ଥିବା ଏକ ଜମି ଜାଲିଆତି ଫାଇଲକୁ ଖୋଲିବା ପାଇଁ କମଳ...
ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା – ଉଠିଲା ପଡ଼ିଲା ବିଧାନସଭା, ଶ୍ରୀମନ୍ଦିର ପ୍ରଶାସନ ଉପରେ ଦୋଷ ଲଦିଲେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାକୁ ନେଇ ଝଡ଼ ଥମୁନି। ବିଧାନସଭା ବାହାରେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଆଜି ବିଧାନସଭାରେ ଏହି ପ୍ରସଙ୍ଗ...
ମଧ୍ୟପ୍ରଦେଶରେ ବିଶାଳ ରୋଡ୍ ସୋ’ କଲେ ସିନ୍ଧିଆ, ରାହୁଲ ମାରିଲେ ତୀର
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ମଧ୍ୟପ୍ରଦେଶରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ନୂଆଦିଲ୍ଲୀରେ ପଦ୍ମ ଧରିବା ପରେ ସିନ୍ଧିଆ ଭୋପାଳ ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ବିଶାଳ...
ଏଥର ମଧ୍ୟପ୍ରଦେଶରେ ବିଜେପି ମଜଭୁତ ହେବ – ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
"ମୁଁ ନିଶ୍ଚିତ ଯେ ବିଜେପିରେ ଜ୍ୟୋତିରାଦିତ୍ୟଙ୍କ ଯୋଗଦାନ ପରେ ଦଳ ମଜଭୁତ ହୋଇଛି। ଏହାଦ୍ୱାରା ମଧ୍ୟପ୍ରଦେଶବାସୀଙ୍କ ପାଇଁ ବିଜେପି ଦୃଢ଼ ଭାବରେ କାର୍ଯ୍ୟ କରି ପାରିବ", ଟୁଇଟରରେ ସିନ୍ଧିଆଙ୍କ ସହ ଫଟୋ...
ଅନିଲ ଅମ୍ବାନିଙ୍କ ଯୋଗୁଁ ୟେସ ବ୍ୟାଙ୍କ ଡୁବିଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
ସଙ୍କଟାପନ୍ନ ଅବସ୍ଥାରେ ଥିବା ୟେସ ବ୍ୟାଙ୍କର ସ୍ଥିତି ପାଇଁ ଅନିଲ ଅମ୍ବାନି ଓ ତାଙ୍କର ସବୁ ଯାକ କମ୍ପାନି ଦାୟୀ ବୋଲି କୁହାଯାଉଛି। ଅନିଲଙ୍କ ଅଧ୍ୟକ୍ଷତାରେ ଥିବା ରିଲାଏନ୍ସ କମ୍ପାନିଗୁଡ଼ିକ ଉପରେ...
ସିନ୍ଧିଆ ବିଜେପିରେ ମିଶିଲେ, ମଧ୍ୟପ୍ରଦେଶରେ କଂଗ୍ରେସକୁ ବୁଡ଼ାଇଦେଲେ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ। କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କ କାଟିଲେ ସିନ୍ଧିଆ।
ଗତ ଦୁଇ ଦିନ ହେଲା ଗୋଟିଏ ଖବରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତାହା ହେଉଛି ଜ୍ୟୋତିରାଦିତ୍ୟ...




















