ସେସୁର ବିଜୁଳି କାଟ୍ ଧମକ – ସୁର କହିଲେ, ‘‘ଆମ ଖୁଣ୍ଟରେ ହାତ ମାରି ଦେଖ’’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସେସୁର ବିଦ୍ୟୁତକାଟ୍‌ ଧମକକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦେଖାଇଲେ ନାଲିଆଖି। ‘ଜାନୁଆରି ୧୬ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍ ପଇଠ କର, ନହେଲେ ଉପଭୋକ୍ତାଙ୍କ ଘରୁ ବିଜୁଳି କଟିବ’...

ସିଏଏ ପାଇଁ ଜନସମର୍ଥନ – ଶୁକ୍ରବାର ଓଡ଼ିଶା ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ବ୍ରହ୍ମପୁରରେ ବାବୁଲ ସୁପ୍ରିୟୋ ସିଏଏ ସମ୍ପର୍କରେ କରିବେ ଜନସଚେତନତା। ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ପାଇଁ ଜନସମର୍ଥନ ଯେଗାଡ଼ରେ ଲାଗି ପଡ଼ିଛି ବିଜେପି। ସାରା ଦେଶରେ...

ଦିଲ୍ଲୀ ବିଧାନସଭା ନିର୍ବାଚନ – ଆଗୁଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବନି ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଉଁ ଦଳର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ଅରବିନ୍ଦ କେଜରିୱାଲ ରହିଥିବା ବେଳେ...

କୋଣାର୍କ ମନ୍ଦିର ପରିଦର୍ଶନ କଲେ 5-T ସଚିବ ପାଣ୍ଡିଆନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ପରେ ଏବେ 5-T ସଚିବ କୋଣାର୍କ ସୂର୍ଯ୍ୟ ମନ୍ଦିର ଅଚାନକ ପରିଦର୍ଶନ କରିଛନ୍ତି। ଆଜି ଭୋର ୫ଟାରୁ ଭି କେ ପାଣ୍ଡିଆନ୍‌...

ଜାନୁଆରି ୩୧ରୁ ସଂସଦରେ ବଜେଟ୍‌ ଅଧିବେଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହାପରେ ମାର୍ଚ୍ଚ ୨ରୁ ଏପ୍ରିଲ ୩ ତାରିଖ ଯାଏଁ...

କିଏ ଏହି ଜେଏନ୍‌ୟୁ ଛାତ୍ର ସଙ୍ଗଠନ ସଭାପତି ଆଇଶି ଘୋଷ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗତ ରବିବାର ଦିନ ଯେଉଁ କାଣ୍ଡ କାରଖାନା ହେଲା ତାକୁ ନେଇ ଦେଶ ଉଠୁଥିବା ପଡ଼ୁଥିବା ବେଳେ ଇତି ମଧ୍ୟରେ ସେ ଦିନର ମୁଖାପିନ୍ଧା ଦୁର୍ବୃତ୍ତମାନଙ୍କୁ ଦିଲ୍ଲୀ...

କିଏ କରିବ ଦିଲ୍ଲୀ ଦଖଲ – ଆପ୍ ନା ବିଜେପି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଫେବ୍ରୁଆରି ୮ରେ ଦିଲ୍ଲୀ ବିଧାନସଭା ଭୋଟ୍‌। ଦିଲ୍ଲୀ ବିଧାନସଭା ନିର୍ବାଚନରେ କିଏ ମାରିବ ବାଜି? ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି ନା ବିଜେପି? ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ...

ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ୫କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରି ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିବା ସହ ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ‘‘ଶିକ୍ଷା ହିଁ ସଶକ୍ତିକରଣ ଓ ଦେଶର ପ୍ରଗତିରେ ଶିକ୍ଷା ହିଁ...

ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ବନ୍ଦ ଯୋଗୁଁ ରାଜ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ...

୭ ବର୍ଷର ‘ନିର୍ଭୟା’ କାହାଣୀ, ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ନିର୍ଭୟା ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ନିର୍ଭୟର ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ଜାନୁଆରି ୨୨ରେ ୪ ଦୋଷୀ...