ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍, ନୂଆଦିଲ୍ଲୀରୁ ଲଢ଼ିବେ କେଜ୍ରିୱାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ମାସରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ଲିଷ୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ...
କଂଗ୍ରେସରେ ପାଲା, ସୁର ମାରିଲେ ତେର୍ଚ୍ଛା ବାଣ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଯୁବ କଂଗ୍ରେସ ସଭାପତି ପଦକୁ ନେଇ ଛକାପଞ୍ଝା। ଏଆଇସିସି ଓ ପିସିସିକୁ ସୁର ମାରିଲେ ବାଣ।
୨୦୧୯ ଶେଷ ହୋଇ ୨୦୨୦ ହେଲା। ହେଲେ ରାଜ୍ୟ କଂଗ୍ରେସରେ ଚାଲିଥିବା ପାଲାର ଅନ୍ତ...
ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ପ୍ରଶ୍ନ – ଓବିସି କମିସନର କାହିଁକି ନିଯୁକ୍ତି କରୁନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନଗଣନା ସହିତ ଆର୍ଥିକ, ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ସୁପାରିଶ କରିଛନ୍ତି। ଏହାକୁ ରାଜ୍ୟ ବିଜେପି ତୀବ୍ର ସମାଲୋଚନା କରିଛି। ୨୦ ବର୍ଷ...
ମହାରାଷ୍ଟ୍ରରେ ନାଗରିକତା ଆଇନ୍ ଲାଗୁ କରିବାକୁ ନାଁ କଲେ ଉଦ୍ଧବ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
“ମହାରାଷ୍ଟ୍ରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ ହେବ ନାହିଁ। କେନ୍ଦ୍ର ସରକାର ଏନେଇ ଆଇନ୍ ପ୍ରଣୟନ କରିଛନ୍ତି। କିନ୍ତୁ ଏହାକୁ ରାଜ୍ୟରେ ଲାଗୁ କରିବା ରାଜ୍ୟ ସରକାରଙ୍କ ଇଚ୍ଛା”,କହିଛନ୍ତି ମହାରାଷ୍ଟ୍ରର ଗୃହମନ୍ତ୍ରୀ...
ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ – ‘‘ଛାତ୍ରଛାତ୍ରୀଙ୍କୁ ସାମ୍ନା କରିବା ପାଇଁ ମୋଦୀଙ୍କର ସାହସ ନାହିଁ’’
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀର ମାରିଛନ୍ତି। ସେ କହିଛନ୍ତି ଯେ ବିକ୍ଷୋଭ କରୁଥିବା ଜେଏନ୍ୟୁ ଛାତ୍ରଛାତ୍ରୀଙ୍କ ସାମ୍ନାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
‘ସିଏଏ-ଏନ୍ଆର୍ସି’ ବିରୋଧରେ ରଣହୁଙ୍କାର ଦେଲେ ବିରୋଧୀ – ଦିଲ୍ଲୀରେ ୧୪ ଦଳ ଏକାଠି, ଆସିଲେନି ବଡ଼ ନେତା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ସିଏଏ ଏବଂ ଏନ୍ଆର୍ସି ବିରୋଧରେ ବିରୋଧୀ ରଣହୁଙ୍କାର ଦେଇଛନ୍ତି। କଂଗ୍ରେସ ନେତୃତ୍ୱରେ ୧୪ ରାଜନୀତିକ ଦଳ ସୋମବାର ଦିନ ଦିଲ୍ଲୀରେ ଏକାଠି ହୋଇଛନ୍ତି। ହେଲେ ଏହି ବୈଠକରେ ବଡ଼ ରାଜନୀତିକ...
ଉତ୍ତରପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ଅଜୟଙ୍କ ‘‘ତାନାଜୀ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୧୦ରେ ରିଲିଜ ହୋଇଥିଲା ଅଜୟ ଦେବଗନଙ୍କ ଫିଲ୍ମ 'ତାନାଜୀ ଦ ଅନସଙ୍ଗ୍ ଓ୍ୱାରିୟର। ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ମଧ୍ୟ। ଉତ୍ତରପ୍ରଦେଶ ସରକାର ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି...
ଜାତିଭିତ୍ତିକ ଜନଗଣନାକୁ ନେଇ ତେଜିଲା ରାଜ୍ୟ ରାଜନୀତି – ଓବିସି, ଏସଇବିସିଙ୍କୁ ସଂରକ୍ଷଣ ପାଇଁ ଦାବି କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତିଭିତ୍ତିକ ଜନଗଣନାକୁ କ୍ୟାବିନେଟ୍ ମଞ୍ଜୁର କରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ତେଜିଛି। ସୋମବାର ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ବିଜେଡି ଉପରେ ଜୋରଦାର ବର୍ଷିଛି।
ରାଜ୍ୟ ସରକାର...
ମୋଦୀଙ୍କୁ ଶିକ୍ଷାବିତଙ୍କ ପତ୍ର – ବାମପନ୍ଥୀମାନେ ଶିକ୍ଷା ପରିବେଶକୁ ଖରାପ କରୁଛନ୍ତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦେଶର ପ୍ରାୟ ୨୦୦ ଶିକ୍ଷାବିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି କହିଛନ୍ତି ଯେ, ବାମ ଦଳମାନେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛନ୍ତି। ଏହି ଅଭିଯୋକାରୀଙ୍କ...
ବିଜେପି, ବ୍ରହ୍ମପୁର, ବାବୁଲ୍ ଓ ବୈଜୟନ୍ତ – ସିଏଏ ସପକ୍ଷରେ ‘4-B’ କ୍ୟାମ୍ପେନ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସିଏଏ ସପକ୍ଷରେ ଜନସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି ବିଜେପି। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାକୀ କଟକରେ ସିଏଏ ସପକ୍ଷରେ ଅଣ୍ଟା ଭିଡ଼ିଥିବା ବେଳେ ଶୁକ୍ରବାର ‘4-B’...




















