ହାରିଯାଇଥିବା ନେତାଙ୍କୁ ଭୁଲିଗଲେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଟିକେଟ ପାଇ ନଥିବା ନେତାଙ୍କୁ ନିଗମ ଲଡୁ। ହାରି ଯାଇଥିବା ନେତାଙ୍କୁ ପଚାରିଲେନି ନବୀନ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୩୫ରୁ ଅଧିକ ନେତାଙ୍କୁ ବିଭିନ୍ନ ନିଗମ ଏବଂ ପରିଷଦରେ ଥଇଥାନ...
ହାଇଲେବଲ କ୍ଲିୟରାନ୍ସ ଅଥରିଟି ବୈଠକ – ୨ ଲକ୍ଷ କୋଟିର ପ୍ରକଳ୍ପକୁ ଅନୁମୋଦନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୫ ବୃହତ ପ୍ରକଳ୍ପକୁ ମଞ୍ଜୁରୀ
୨ ଲକ୍ଷ ୪୭୯ କୋଟି ଟଙ୍କାର ହେବ ନିବେଶ
ସୁବର୍ଣ୍ଣରେଖା ବନ୍ଦର ନିକଟରେ ପ୍ରକଳ୍ପ କରିବ ହଳଦିଆ ପେଟ୍ରୋକେମିକାଲ୍ସ
ପାରାଦୀପ ତୈଳ ବିଶୋଧନାଗାରର...
ଖୁବଶୀଘ୍ର ଭୂଟାନ ବୈଜ୍ଞାନିକ ଭାରତ ଆସି ସାଟେଲାଇଟ ନିର୍ମାଣ କରିବେ : ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରଠୁ ଦୁଇ ଦିନିଆଁ ଭୂଟାନ ଗସ୍ତ କରିଥିଲେ। ଏହି ଗସ୍ତରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ରବିବାର ମୋଦି ଭୂଟାନର ରୟାଲ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ...
ବିଦ୍ୟୁତ ଚୋରିକୁ ରୋକିବ ସ୍ମାର୍ଟ ମିଟର
ଓଡ଼ିଶାଲାଇଭ ବ୍ୟୁରୋ
ବିଦ୍ୟୁତ ଚୋରି ଉପରେ ନଜର ରଖିବ ସ୍ମାର୍ଟ ମିଟର
ପ୍ରଥମେ ରାଉରକେଲା ଓ ସମ୍ଵଲପୁରରେ ଲାଗିବ ସ୍ମାର୍ଟ ମିଟର
ଏଥିରେ ଭାଉଚରରେ ରିଚାର୍ଜ କରିବାର ସୁବିଧା ରହିଛି
ବିଦ୍ୟୁତ ଚୋରିକୁ ରୋକିବାକୁ...
ବିଜେଡି ନେତାଙ୍କ ଥଇଥାନକୁ ନେଇ ଭୃକୁଞ୍ଚନ ସୃଷ୍ଟି ହୋଇଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏକା ମାଡ଼ରେ ୩୫ ଜଣ ବିଜେଡି ନେତାଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ବରିଷ୍ଠ ନେତାମାନଙ୍କୁ କିଛି କିଛି ନିଗମରେ ଅବସ୍ଥାପିତ...
ଏବେ ପିଓକେକୁ ପାକିସ୍ତାନରୁ ଛଡ଼େଇ ଆଣିବାର ସମୟ: ଜିତେନ୍ଦ୍ର ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପାକ୍ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି। ପିଓକେକୁ ପାକିସ୍ତାନରୁ ଅଲଗା କରିବାକୁ ସେ ଆହ୍ୱାନ ଦେଇଛନ୍ତି।
‘‘ମୋ ଜୀବନକୋଳରେ ଧାରା...
ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଆଦିତ୍ୟ ପ୍ରସାଦ ପାଢ଼ୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ନୂଆ ନିର୍ବାଚନ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହାକୁ ସୂଚାରୁରୂପେ ତୁଲାଇବାକୁ ସେ କହିଛନ୍ତି। ଏହାପୂର୍ବରୁ...
ଲାଇଫ୍ ସପୋର୍ଟ ସିଷ୍ଟମରେ ଜେଟଲୀ – ୧୦ ଦିନ ପରେ ମଧ୍ୟ ସ୍ୱାସ୍ଥ୍ୟରେ ଆସୁନି ସୁଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ ଦିନ ହେବ ଏମ୍ସ ଭର୍ତ୍ତି ହୋଇଥିଲେ ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛି ସୁଧାର ଆସିନାହିଁ। ତାଙ୍କ ସ୍ୱାସ୍ଥ୍ୟ ଆହୁରି ଗମ୍ଭୀର ହେଉଛି। ତାଙ୍କୁ ଲାଇଫ୍ ସପୋର୍ଟ...
ଦୁର୍ନୀତି ବିରୋଧରେ କଠୋର ହେଲେ ନବୀନ – ୧୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
୨ ପୂର୍ବତନ କର୍ମଚାରୀଙ୍କ ପେନ୍ସନ୍ ବନ୍ଦ କଲେ ରାଜ୍ୟ ସରକାର।
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି...
୪୮ ଘଣ୍ଟା ପରେ ଗଗନ ଧଳଙ୍କୁ ମିଳିଲା ଦାୟିତ୍ୱ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୧୯୮୫ ବ୍ୟାଚ୍ ଆଇଏଏସ୍ ଅଫିସର ଗଗନ ଧଳଙ୍କୁ ଓଏଫ୍ଡିସି ଅଧ୍ୟକ୍ଷ ପଦ।
ସଚିବାଳୟ କରିଡରରେ ଗତ ୪୮ ଘଣ୍ଟା ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଶେଷରେ ରାଜ୍ୟ ସରକାର...




















