କେମିତି ଇଦ୍‌ ପାଳିଲେ ମେହବୁବା ମୁଫ୍‌ତି ଓ ଓମାର ଅବଦୁଲ୍ଲା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସାରା ଦେଶ ଆଜି ପାଳିଛି ବକ୍ରି ଇଦ୍‌। ମସ୍‌ଜିଦରେ ନମାଜ ପାଠ କରି ମୁସଲିମ୍‌ ସଂପ୍ରଦାୟର ଲୋକେ ପରସ୍ପରକୁ ଇଦ୍‌ ଶୁଭେଚ୍ଛା ଜଣାଇଥିଲେ। ତେବେ ଏସବୁ ଭିତରେ ସାରା ଦେଶବାସୀଙ୍କ...

କଂଗ୍ରେସରେ ଫେରିଲା ପୁଣି ସୋନିଆ ଯୁଗ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସୋନିଆ ଗାନ୍ଧି ପୁଣି ଥରେ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି। ଗାନ୍ଧି ପରିବାର ହାତରୁ ଏଥର କଂଗ୍ରେସ ଅଧ୍ୟକ୍ଷ ପଦ ଯିବ ବୋଲି ଯାହା କୁହାଯାଇଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି।...

ଇଦ୍‌ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଦ୍‌ ଅବସରରେ ମୁସଲମାନ ସମୁଦାୟର ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏହି ଶୁଭେଚ୍ଛା ଟୁଇଟର ମାଧ୍ୟମରେ ଜଣାଇଛନ୍ତି। ସମାଜରେ ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା କରିବା...

ଚୀନ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଜୟଶଙ୍କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତିନିଦିନିଆ ଚୀନ ଗସ୍ତରେ ଯାଇଛନ୍ତି। ସୋମବାର ଜୟଶଙ୍କର ଚୀନର ଉପରାଷ୍ଟ୍ରପତି ଓ୍ୱାଙ୍ଗ କିଷାନଙ୍କୁ ଭେଟିଛନ୍ତି। ଏହାପରେ ସେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟୀଙ୍କ...

ମୋଦି-ଶାହଙ୍କୁ କୃଷ୍ଣ-ଅର୍ଜୁନଙ୍କ ଯୋଡ଼ି କହି ପ୍ରଶଂସା କଲେ ସୁପରଷ୍ଟାର ରଜନୀକାନ୍ତ

ଓଡ଼ିଶାଲାଇଭ ବ୍ୟୁରୋ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହଟାଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଏହାସହ ମୋଦି-ଶାହଙ୍କୁ ସେ କୃଷ୍ଣ-ଅର୍ଜୁନଙ୍କ ଯୋଡ଼ି ମଧ୍ୟ...

ଧର୍ମ ପରିବର୍ତ୍ତନ କଲେ ମିଳିବ ଦଣ୍ଡ – ଆସୁଛି ମୋଦି ସରକାରଙ୍କ ନୂଆ ବିଲ୍‌!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟ୍ରିପଲ ତଲାକ୍‌ ବିଲ୍‌, ଧାରା ୩୭୦ ଉଚ୍ଛେଦ ବିଲ୍‌ ପାସ୍‌ କରିବା ପରେ ବିଜେପିର ମନୋବଳ ଦୃଢ଼ ହୋଇଛି। ଏହି ଦୁଇ ବିଲ୍‌ ପାସ୍‌ ହେବା ପରେ ମୋଦି ସରକାର ଏବେ...

ସବୁଠି ନିରାଶ ହେବା ପରେ ଟୁଇଟରରେ ବିଳାପ କରୁଛନ୍ତି ଇମ୍ରାନ ଖାନ୍‌

ଓଡ଼ିଶାଲାଇଭ ବ୍ୟୁରୋ ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ପାକିସ୍ତାନର ନିଦ ହଜିଯାଇଛି। ଭାରତ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନାହାନ୍ତି। ଫଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଧାରା ୩୭୦: ବିଲ୍‌ ଉପସ୍ଥାପନ କଲାବେଳେ ଶାହଙ୍କ ମନରେ ଥିଲା ଡର

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ପାଇଁ ବିଲ ଉପସ୍ଥାପନ କଲାବେଳେ ମୋ ମନରେ ଭୟ ଥିଲା। କାରଣ ରାଜ୍ୟସଭାରେ ଆମର ସଂଖ୍ୟା ଗରିଷ୍ଠତା ନାହିଁ। ଏହାସହ ମୁଁ ଭାବୁଥିଲି ଯେତେବେଳେ ରାଜ୍ୟସଭାରେ...

ମୋଦିଙ୍କ ପାଇଁ ସ୍ପେଶାଲ ରାକ୍ଷୀ ପଠାଇଲେ ମୁସଲିମ୍‌ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ବାରଣାସୀରୁ ସ୍ପେଶାଲ ରାକ୍ଷୀ ପଠା ଯାଇଛି। ମୋଦିଙ୍କ ପାଇଁ ଏହି ରାକ୍ଷୀ ପଠାଇଛନ୍ତି ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର ମୁସଲିମ ମହିଳା। ଚଳିତ ବର୍ଷ ପ୍ରଥମ...

ସଂସଦୀୟ କମିଟିରେ ସସ୍ମିତ ପାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏକ ସଂସଦୀୟ କମିଟିକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଲାଭଜନକ ପଦବୀ ସଂକ୍ରାନ୍ତୀୟ ସଂସଦୀୟ ଯୁଗ୍ମ କମିଟିରେ ସସ୍ମିତଙ୍କ ବ୍ୟତୀତ  ରାଜ୍ୟସଭାରେ...