ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କଲା ବିଜେଡି
ଓଡ଼ିଶାଲାଇଭ ବ୍ୟୁରୋ
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏନେଇ ରାଜ୍ୟସଭାରେ ଆଗତ କରାଯାଇଥିବା ସମସ୍ତ ସଂକଳ୍ପକୁ ବିଜୁ ଜନତା ଦଳ(ବିଜେଡି) ସମର୍ଥନ କରିଛି। ଏନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,...
ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି – ଜମ୍ମୁ କଶ୍ମୀରରୁ ଅଲଗା ହେବ ଲଦାଖ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=DEK8KQQ5hFQ
ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଆଜି ଐତିାହାସିକ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ଏହି ନିଷ୍ପତ୍ତି ଅନୁସାରେ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇବା ସହ ଦୁଇ ଭାଗରେ ବିଭାଜନ ହୋଇଛି।...
ଐତିହାସିକ! ୩୭୦ ଧାରାରେ ଛକି, ଜମ୍ମୁ କଶ୍ମୀର ହେଲା କେନ୍ଦ୍ରଶାସିତ ଅଞ୍ଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=DEK8KQQ5hFQ
ଭାରତରେ ଥାଇ ମଧ୍ୟ ଜମ୍ମୁ କଶ୍ମୀର ଯେଉଁ ରାଜନୈତିକ ସ୍ୱତନ୍ତ୍ରତା ରଖିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତ ପାଇଁ ଏହା ଏକ ଐତିାହାସିକ ବିଷୟ।
ସ୍ୱାଧୀନତା ପରଠାରୁ ଜମ୍ମୁ କଶ୍ମୀର ଯେଉଁ ସ୍ୱତନ୍ତ୍ର...
ଜମ୍ମୁ କଶ୍ମୀରରେ ୪୦ କମ୍ପାନି ସିଆରପିଏଫ୍ ମୁତୟନ, ସ୍କୁଲ-କଲେଜ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁକଶ୍ମୀରରେ ପାଖାପାଖି ୫ ଦିନ ହେବ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଘାଟିରେ ପ୍ରାୟ ୩୫ ହଜାର ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...
ରାଜନୀତିକୁ ଆସିବେ କି ବିଜୟ ମହାପାତ୍ରଙ୍କ ପୁଅ ବାବୁ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଏଥର ପାଟକୁରା ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଥିଲା।
ନେତାଙ୍କ ପୁଅ ନେତା। ଅତୀତରେ ଏମିତି ଅନେକ ଉଦାହରଣ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି।...
ମନାକଲେ ପ୍ରିୟଙ୍କା, ଏବେ କିଏ ଧରିବେ କଂଗ୍ରେସ ମଙ୍ଗ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ଏବେ ମୂରବୀଶୂନ୍ୟ ହୋଇଯାଇଛି।
ଦିନ ପରେ ଦିନ ଗଡୁଛି। କିନ୍ତୁ କଂଗ୍ରେସର ସଭାପତି ଚୟନ ହୋଇପାରୁନି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ...
ସତରେ ଖୋଲିବ କି କୁନ୍ଦୁଲି ଗଣଦୁଷ୍କର୍ମର ରହସ୍ୟ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଧାନସଭାରେ ଆଜି ରାଜ୍ୟ ସରକାର କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଯେଉଁ ତଥ୍ୟ ଆସିଛି ସେଥିରେ ରହସ୍ୟ ଉନ୍ମୋଚନ ହୋଇପାରିନି।...
ସରିନାହିଁ ରାଜନୀତି! ନିର୍ବାଚନ ହାରିବା ପରେ ବି ପାଟକୁରା ଛାଡୁ ନାହାନ୍ତି ବିଜୟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ଯୁଦ୍ଧରେ ପରାଜିତ ହେବା ପରେ ପାଟକୁରା ଜଗିଛନ୍ତି ବିଜୟ।
ପାଟକୁରା ଛାଡୁ ନାହାନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ବିଜୟଙ୍କୁ ପାଟକୁରାରେ କର୍ମୀଙ୍କ...
ବିବାହ ପରେ ସ୍ୱାମୀଙ୍କ ସହ ପ୍ରଥମ ‘ହରିୟାଲି ତିଜ୍’ ପାଳିଲେ ସାଂସଦ ନୁସରତ ଜହାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗାଳୀ ଅଭିନେତ୍ରୀ ତଥା ତଥା ଟିଏମସି ସାଂସଦ ନୁସରତ ଜହାଁ ବିବାହ ପରେ ସ୍ୱାମୀଙ୍କ ସହ ପ୍ରଥମ ହରିୟାଲି ତିଜ୍ ପାଳନ କରିଛନ୍ତି। ଏହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆ...
ମେଟଲ ମିଟ୍ ପ୍ରିଲିମ୍ସ ରାଉଣ୍ଡ – ଫାଇନାଲକୁ ଗଲେ ଜୁନିଅର ବର୍ଗର ୮ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫଟୋ: ଶୁଭ୍ରାଂଶୁ ଶେଖର ମହାପାତ୍ର, ଓଡ଼ିଶାଲାଇଭ୍)
ପ୍ରିଲିମ୍ସ - ଜୁନିଅର ବିଭାଗର ପ୍ରତିଯୋଗିତା ଶେଷ
୮ଟି ଟିମ୍ ଫାଇନାଲକୁ ଉନ୍ନୀତ
୪ ଅଗଷ୍ଟ ଅପରାହ୍ଣ ୨ଟାରେ ଜୁନିଅର ବର୍ଗର ଗ୍ରାଣ୍ଡ ଫିନାଲେ
...




















