ପାଟକୁରାରେ ଅପରାହ୍ଣ ୩ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ଚାଲିଛି। ଅପରାହ୍ଣ ୩ଟା ସୁଦ୍ଧା ପାଟକୁରାରେ ୬୧ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...
ପାଟକୁରା ଭୋଟ – ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ ବ୍ୟୁରୋ
ପାଟକୁରାରେ ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।
ପାଟକୁରାରେ ଆଜି ସକାଳୁ ବର୍ଷା ହୋଇଥିଲା। ବର୍ଷା ସତ୍ତ୍ୱେ...
ପାଟକୁରା ଚାହୁଁଛି ପରିବର୍ତ୍ତନ: ବିଜୟ ମହାପାତ୍ର
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
‘‘ପାଟକୁରା ନିର୍ବାଚନ ପାଟକୁରା ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ୧୯ ବର୍ଷ ହେଲା ପାଟକୁରା ଯାହା ହୋଇଛି ସେଥିରେ ହେବ ପରିବର୍ତ୍ତନ। ପାଟକୁରାବାସୀ ମନସ୍ଥିର କରି ସାରିଛନ୍ତି ଏଥର ସେ କାହାକୁ...
ନବୀନ-ବିଜୟଙ୍କ ଶତ୍ରୁତା ରହସ୍ୟ ଭିତରେ ହିଁ ରହିବ
ଭାସ୍କର ପରିଚ୍ଛା
ଓଡ଼ିଶାର ନିର୍ବାଚନ ଇତିହାସରେ ଆଜି ଏକ ଅଭୂତପୂର୍ବ ଘଟଣା ହେବାକୁ ଯାଉଛି। ସ୍ୱାଧୀନତା ପରେ ସମ୍ଭବତଃ କେବେ ବି ଏହିଭଳି ଏକ ନିର୍ବାଚନ ଓଡ଼ିଶାରେ ହୋଇନଥିଲା, କି ଆଗକୁ କେବେ ହେବ। ଗୋଟିଏ...
ଉତ୍ତରପ୍ରଦେଶ ହତ୍ୟାକାଣ୍ଡ: ମୃତକଙ୍କ ପରିବାରକୁ ଭେଟି କାନ୍ଦିଲେ ପ୍ରିୟଙ୍କା
ଓଡ଼ିଶାଲାଇଭ ବ୍ୟୁରୋ
ଉତ୍ତରପ୍ରଦେଶ ସୋନଭଦ୍ରାରେ ଗୋଟିଏ ଗୋଷ୍ଠୀର ୧୦ଜଣଙ୍କୁ ହତ୍ୟା କରାଯିବାକୁ ଦେଇ ରାଜନୀତି ଜୋର ଧରିଛି। ମୃତକଙ୍କ ପରିବାରକୁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭେଟିଛନ୍ତି।
ପ୍ରିୟଙ୍କା ମୃତକ ଘରକୁ ନଯାଇ ପାରିବାରୁ...
ପାଟକୁରା ଭୋଟ୍: ଦିନ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ଆଜି ସକାଳ ୭ରୁ ଭୋଟ ଗ୍ରହଣ ଚାଲିଛି। ସକାଳ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...
ଭୋଟ୍ ଦେଲେ ବିଜୟ – କହିଲେ, ‘‘ପାଟକୁରାରେ ନ୍ୟାୟର ହେବ ଜୟ’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
[youtube https://www.youtube.com/watch?v=F7BK5ZjANGA]ଭୋଟ୍ ଦେଲେ ପାଟକୁରା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ସେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ଗରଦପୁର ବ୍ଲକ ନିକଟସ୍ଥ ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ୨୬୩...
ଭୋଟ ବେଳେ ଗଣ୍ଡଗୋଳ – ମତଦାନ ବନ୍ଦ ରଖିଲେ ପ୍ରିଜାଇଡିଂ ଅଫିସର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି। ହେଲେ ମତଦାନ ଆରମ୍ଭ ପରେ କିଛି ବୁଥରେ ଗଣ୍ଡଗୋଳ ଯୋଗୁଁ ମତଦାନ ବନ୍ଦ ରଖାଯାଇଛି। କିଣିଲୋର...
ପାଟକୁରା ଭୋଟ – ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ସକାଳ ୭ଟାରୁ ଭୋଟ ଗ୍ରହଣ ଚାଲିଛି। ସକାଳ୯ ଟା ସୁଦ୍ଧା ପାଟକୁରାରେ ୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ...
ଆଜି ପାଟକୁରାରେ ଭୋଟ – ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିବେ ଭୋଟର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ଆଜି ହେବ ଭୋଟ। ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ସକାଳ ୭ଟାରୁ ଭୋଟିଂ ଆରମ୍ଭ...


















