ଶ୍ରାବଣରେ ମରୁଡ଼ି! ବିଧାନସଭାରେ ଝଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରାବଣ ମାସ ହେଲାଣି, ହେଲେ ରାଜ୍ୟରେ ବର୍ଷାର ଦେଖା ଦର୍ଶନ ନାହିଁ। ଏଣେ ପାଣି ଅଭାବରୁ ଧାନ ବିଲରେ ମରୁଡ଼ି ପଡ଼ିବା ବେଳେ କିଛି ସ୍ଥାନରେ ବିଲ ଫାଟି ଆଁ କଲାଣି।...
କର୍ଣ୍ଣାଟକ ବିଧାନସଭା ମୁଲତବି, ୨୨ରେ ଆସ୍ଥା ଭୋଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଶେଷ ହେଉନି କର୍ଣ୍ଣାଟକ ନାଟକ। ଏଠି ଘଡ଼ିକେ ଘୋଡ଼ା ଛୁଟୁଛି। ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା...
ଶନିବାର ପାଟକୁରା ଭୋଟ – ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିବେ ୨ ଲକ୍ଷ ୪୪ ହଜାର ଭୋଟର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ହେବ ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପାଟକୁରା ନିର୍ବାଚନମଣ୍ଡଳୀର ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ୧୦ ଜଣ...
ସରୁନି କର୍ଣ୍ଣାଟକ ନାଟକ – ସୁପ୍ରିମକୋର୍ଟ ଗଲେ କୁମାରସ୍ୱାମୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭାରେ ହୋଇପାରୁନି ଆସ୍ଥା ଭୋଟ। ରାଜ୍ୟପାଳଙ୍କ ଚିଠିକୁ ଚାଲେଞ୍ଜ କରି କୁମାରସ୍ୱାମୀ ଗଲେ ସୁପ୍ରିମକୋର୍ଟ।
ଶେଷ ହେଉନି କର୍ଣ୍ଣାଟକ ନାଟକ। ଗୁରୁବାର ପରି ଶୁକ୍ରବାର ମଧ୍ୟ କର୍ଣ୍ଣାଟକ ବିଧାନସଭାରେ ନାଟକବାଜି...
ସମ୍ଵଲପୁର ଓ ବାଲେଶ୍ଵରରେ ବସିବ ଡପଲର ରାଡାର୍
ଓଡ଼ିଶାଲାଇଭ ବ୍ୟୁରୋ
ପୂର୍ବରୁ ପାଣିପାଗର ସଠିକ୍ ସୂଚନା ପାଇଁ ପାରାଦୀପ ଓ ଗୋପାଳପୁରରେ ଡପଲର ରାଡାର୍ ରହିଛି। ବର୍ତ୍ତମାନ ସମ୍ଵଲପୁର ଓ ବାଲେଶ୍ଵରରେ ମଧ୍ୟ ଡପଲର ରାଡାର୍ ବସିବ ବୋଲି ସରକାର ଘୋଷଣା କରିଛନ୍ତି।
ସଠିକ୍...
ପାଟକୁରା ଉପ-ନିର୍ବାଚନ: ଆସନ୍ତାକାଲି ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପାଟକୁରାରେ ହେବ ଭୋଟ୍। ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ ହେବ। ଭୋଟର୍ ଇଭିଏମ୍ରେ ତାଙ୍କ ଜବାବ ଦେବେ। ଆଗାମୀ ୫ବର୍ଷ ପାଇଁ ପାଟକୁରାବାସୀ କାହାକୁ ଜନପ୍ରତିନିଧି ଭାବେ ବାଛିବେ...
ସୋସିଆଲ ମିଡିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତାକାଲି ପାଟକୁରାରେ ହେବ ଭୋଟ୍। ପାଟକୁରରେ ବିଜୟ ବାନା ଉଡ଼ାଇବା ପାଇଁ ବିଜେଡି ପୂରା ଦମ୍ରେ ଲାଗିଛି। ଗତ ଦୁଇ ଦିନ ଧରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା...
ପୋଲିସ-ସାମ୍ୱାଦିକ ସମ୍ପର୍କ ଭଲ ହେବା ଦରକାର
ଭାସ୍କର ପରିଚ୍ଛା
ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ବେଳେ କେନ୍ଦ୍ରାପଡ଼ା ଏସ୍ପିଙ୍କ ଦବଙ୍ଗଗିରିକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଅବଶ୍ୟ ପୋଲିସ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଗଣ୍ଡଗୋଳ ଓ ବାକ୍ ବିତଣ୍ଡା କିଛି...
ସାମ୍ବାଦିକଙ୍କୁ ହାତ ଉଠାଇ ଅଡୁଆରେ କେନ୍ଦ୍ରାପଡ଼ା ଏସ୍ପି – ଚାରିଆଡ଼େ ତେଜିଲା ପ୍ରତିବାଦର ସ୍ୱର
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ ବେଳେ ବାରିମୂଳଠାରେ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବାକୁ ନେଇ ଚାରିଆଡ଼େ ପ୍ରତିବାଦର ସ୍ୱର ତେଜିଛି।...
ପାଟକୁରାରେ ସରିଲା ପ୍ରଚାର ଯୁଦ୍ଧ, ଶନିବାର ଭୋଟର ଇଭିଏମ୍ରେ ଦେବେ ଜବାବ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରାରେ ଶେଷ ହେଲା ନିର୍ବାଚନ ପ୍ରଚାର। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଗୁରୁବାର ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହୋଇଛି। ଶନିବାର ଭୋଟର ଇଭିଏମ୍ରେ ତାଙ୍କ ଜବାବ ଦେବେ। ଆଗାମୀ...




















