ବିଧାନସଭାରେ ବିଜେଡି ନାଟକ – ମହାରଥୀଙ୍କ ପ୍ରଶ୍ନକୁ ମନ୍ତ୍ରୀଙ୍କ ପାଲଟା ବାଣ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପିପିଲିର ଟାଣୁଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିଜେଡି ବିଧାନସଭାରେ ଏଥର ଏକଘରିକିଆ କରିଥିବା ମନେହେଉଛି। ଏହାର ପ୍ରମାଣ ବିଧାନସଭାରେ ଜଳ ଜଳ କରି ଦେଖିବାକୁ ମିଳିଛି।...
କର୍ଣ୍ଣାଟକ ଡ୍ରାମାରେ ଟୁଇଷ୍ଟ – ହୋଇ ପାରିଲାନି ଆସ୍ଥା ଭୋଟ, ବିଧାନସଭା ମୁଲତବି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କର୍ଣ୍ଣାଟକ ବିଧାନସଭାରେ ଆଜି ଆସ୍ଥା ଭୋଟ କରିବାକୁ ସୁପ୍ରିମକୋର୍ଟ ଏବଂ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି। ବାଚସ୍ପତି ଶୁକ୍ରବାର...
ପାଟକୁରାରେ ବିଜେଡିକୁ ରୋକି ପାରିବେ କି ବିଜୟ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରାରେ ଚାଲିଛି ‘ସ୍ୱାଭିମାନ’ ଏବଂ ‘ସମ୍ମାନ’ ଭିତରେ ଲଢ଼େଇ। ଏଥର ସ୍ୱାଭିମାନ ଜିତିବ ନା ସମ୍ମାନ ତା’ ଉପରେ ନଜର।
ଆଉ ଦିନକ ପରେ ପାଟକୁରାରେ ହେବ ଭୋଟ। ଆଜି...
ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗୃହରେ ହୋହଲ୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ପ୍ରସଙ୍ଗ। ଏନେଇ ବିଧାନସଭାରେ ବିରୋଧୀ ଦଳ ନେତାମାନେ ଏସ୍ପି ନୀତି ଶେଖରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଗୃହରେ ଶୂନ୍ୟକାଳ ଚାଲିଥିବା ବେଳେ...
ପାଟକୁରା ଉପନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର
ଓଡ଼ିଶାଲାଇଭ ବ୍ୟୁରୋ
https://www.youtube.com/watch?v=A5qwfWYQhps
ପାଟକୁରା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର। ପ୍ରଚାରର ଶେଷ ଦିନ ହୋଇଥିବାରୁ ୩ ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ଆଜି ଜୋରସୋରରେ ପ୍ରଚାର କରିବେ। ଘର ଘର...
ସାମ୍ବାଦିକଙ୍କୁ ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ବେଳେ କେନ୍ଦ୍ରାପଡ଼ା ଏସ୍ପିଙ୍କ ଦବଙ୍ଗଗିରି। ସାମ୍ବାଦିକଙ୍କୁ ଉଠାଇଲେ ହାତ। ଭିଡିଓ ଭାଇରାଲ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ ବେଳେ ଅପ୍ରୀତିକର ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଖବର...
ପାଟକୁରା ଭୋଟ ପାଇଁ ସବୈତନିକ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନ ପାଇଁ ହେବ ଭୋଟ। ଏହି ଦିନକଟୁ ସବୈତନିକ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ସମସ୍ତ ଶିଳ୍ପସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ କାମ କରୁଥିବା...
ଗୁରୁବାର ସରିବ ପ୍ରଚାର, ପାଟକୁରାରେ ଗାଁ ଗାଁ ବୁଲି ଭୋଟ ମାଗିଲେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ ସାଧାରଣ ନିର୍ବାଚନଠୁ ବଳିଗଲା ପାଟକୁରା ଉପ-ନିର୍ବାଚନ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୧୧ ବିଧାନସଭା ଆସନ ପାଇଥିଲେ ମଧ୍ୟ ପାଟକୁରା ଆସନକୁ ହରାଇବାକୁ ଚାହୁଁନି। ପାଟକୁରାରେ...
ବିଜୟଙ୍କ ପାଇଁ କେତେ ଭୋଟ ଆଣିବେ ବିଜେପିର ଷ୍ଟାର ପ୍ରଚାରକ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
https://www.youtube.com/watch?v=A5qwfWYQhps
‘ଏଥର ବିଜୟ’ - ଏହି ସ୍ଲୋଗାନକୁ ନେଇ ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ଷ୍ଟାର କ୍ୟାମ୍ପେନର।
(ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ପାଟକୁରା ଏବେ ବିଜେପି...
୫୧ ଲକ୍ଷ ଚାଷୀଙ୍କୁ ମିଳିଛି କାଳିଆ ଟଙ୍କା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ରାଜ୍ୟର ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ ମିଳିଛି ‘କାଳିଆ’ ସହାୟତା। ବିଧାନସଭାରେ ଏହା କହିଛନ୍ତି କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର...




















