ଆସନ୍ତାକାଲି ସନ୍ଧ୍ୟା ୭ଟାରୁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶ୍ରୀଜୀଉଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ୧୨ ତାରିଖ ଅପରାହ୍‌ଣରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା...

ଆଠରେ ପହଞ୍ଚିଲା ନିର୍ବାଚନ ଅସିଦ୍ଧ ମାମଲା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ହାଇକୋର୍ଟରେ ଆଉ ଦୁଇଟି ନିର୍ବାଚନ ମାମଲା ରୁଜୁ ହୋଇଛି। ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ନାମରେ ଏହି ଦୁଇ ମାମଲା ରୁଜୁ କରାଯାଇଛି। ଏଥି ସହିତ ହାଇକୋର୍ଟରେ ୨୦୧୯...

ନିର୍ବାଚନ ହାରିବା ପରେ ପ୍ରଥମ ଥର ଆମେଥିରେ ରାହୁଲ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ଉତ୍ତରପ୍ରଦେଶର ଆମେଥି ଗସ୍ତ କରିଛନ୍ତି ରାହୁଲ ଗାନ୍ଧି। ଏଠାରୁ ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ ରାହୁଲଙ୍କର ଏହା ପ୍ରଥମ ଆମେଥି ଗସ୍ତ। ଆମେଠିରେ ପହଞ୍ଚି ରାହୁଲ ଦଳୀୟ ନେତା ଓ...

କୁମାରସ୍ୱାମୀଙ୍କ ଇସ୍ତଫା ଦାବିରେ ବିଜେପିର ଆନ୍ଦୋଳନ

ଓଡ଼ିଶାଲାଇଭ ବ୍ୟୁରୋ କର୍ଣ୍ଣାଟକରେ କିଛି ଦିନ ହେବ ଲାଗି ରହିଛି ହାଇ ଭୋଲଟେଜ ପଲିଟିକାଲ ଡ୍ରାମା। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରି ରାଜ୍ୟ ବିଜେପି ବୁଧବାର ବିକ୍ଷୋଭ କରୁଛି। ବିଧାନସଭା ପରିସରରେ...

ପୁରୀ ବସ୍ ଷ୍ଟାଣ୍ଡରେ ନାବାଳିକାକୁ ଦୁଷ୍କର୍ମ – ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଦାୟୀ କିଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ବେଳେ ପୁରୀ ସହର କେତେ ସୁରକ୍ଷିତ? ଏହା ସୋମବାର ରାତିରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ରଥଯାତ୍ରା ପାଇଁ ପୁରୀ ସହରରେ ପୋଲିସ ଛାଉଣୀ ହୋଇଥିବା ବେଳେ ଜଣେ ଆଦିବାସୀ ନାବାଳିକାକୁ...

ପୁରୀରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ – ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀରେ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ଏବଂ କଂଗ୍ରେସ। ଏହି ଘଟଣାରେ ପୋଲିସ ବସ୍ ହେଲପରକୁ ଗିରଫ କରିଥିଲେ ମଧ୍ୟ ରାଜନୀତିରେ...

ପାଟକୁରା ପାଇଁ ବିଜେଡିର ଏତେ ସମରସଜ୍ଜା କାହିଁକି?

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ପାଟକୁରାରେ ଗାଁ ଜଗିଲେଣି ନେତା। ଉଠୁଛି ପଡୁଛି ପାଟକୁରା ନିର୍ବାଚନ ମଇଦାନ। ପାଟକୁରା ଉପ-ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଜୁଲାଇ ୨୦ରେ ହେବ ଭୋଟ। ତେବେ ଏହି ଉପ-ନିର୍ବାଚନ ପାଇଁ ବିଜେଡି...

କର୍ଣ୍ଣାଟକ ପଲିଟିକାଲ ଡ୍ରାମା: ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଂଗ୍ରେସ ଓ ଜେଡିଏସର ୧୨ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ପରିସ୍ଥିତିକୁ ସମ୍ଭାଳିବା ସହିତ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛି କଂଗ୍ରେସ। ସମସ୍ୟାର...

ଆଜିର ମୁଖ୍ୟ ଖବର @11 AM (୦୯ ଜୁଲାଇ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ନନ୍ଦିଘୋଷ ଚକ ଭାଙ୍ଗିଲେ ମହାଲକ୍ଷ୍ମୀ ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ...

କର୍ଣ୍ଣାଟକ ପଲିଟିକାଲ ଡ୍ରାମା – ସଙ୍କଟରେ କୁମାରସ୍ୱାମୀ ସରକାର

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ୧୩ ବିଧାୟକଙ୍କ ସମେତ ମେଣ୍ଟ ସରକାରରୁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ। ଉଠୁଛି ପଡୁଛି କର୍ଣ୍ଣାଟକ ରାଜନୀତି। ଗତ ଦୁଇ ଦିନ ତଳେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୧ ବିଧାୟକ ଇସ୍ତଫା ଦେବା...