ବିଧାୟକ ସାରଦା ନାୟକ ଓ ରମେଶ ଜେନାଙ୍କ ନାଁରେ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା। ନିର୍ବାଚନୀ ସତ୍ୟପାଠ ଏବଂ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏହି ଦୁଇ ବିଧାୟକଙ୍କ ନାଁରେ ମାମଲା ଦାୟର...

ବିଜେଡିର ‘ପାଟକୁରା’ ଚିନ୍ତା – ନବୀନ ନିବାସରେ ମାନସ ମନ୍ଥନ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ପାଟକୁରା ପାଇଁ ବିଜେଡିର ନବୀନ ନିବାସରେ ସ୍ୱତନ୍ତ୍ର ରଣନୀତି। ବିଜେଡି କେମିତି ଜିତିବ ପାଟକୁରା ନିର୍ବାଚନ? ନିର୍ବାଚନ ମଇଦାନରେ ବିଜେପିକୁ କେମିତି ଚେକ୍‌ମେଟ୍ ଦେବ? ଏହାକୁ ନେଇ ବିଜେଡି ଆଜି ନବୀନ...
ODISHALIVE_NEWS UPDATE_2PM

ଆଜିର ମୁଖ୍ୟ ଖବର @02 PM (୦୮ ଜୁଲାଇ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଆଜି ପବିତ୍ର ହେରାପଞ୍ଚମୀ, ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ ସାଥୀରେ ନ ନେଇ ଗୁଣ୍ଡିଚା...

ପାଟକୁରା ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଜୁଲାଇ ୨୦ରେ ହେବ ଭୋଟ। ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ପାଟକୁରାର ରାଜନୀତି ମଇଦାନ ସରଗରମ ହୋଇ...

ପୁଣି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋଦି ସରକାର ପାର୍ଟ-୨ରେ ମନ୍ତ୍ରୀ ହେବା ପୂର୍ବରୁ ସରଳ ଜୀବନ ଯାପନକୁ ନେଇ ଚର୍ଚ୍ଚାରେ ଥିବା ପ୍ରତାପ ଷଡ଼ଙ୍ଗୀ ଏବେ ବରିଷ୍ଠ ଅଧିକାରୀଙ୍କ ପାଦ ଧୋଇ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେନ୍ଦ୍ର...

କଣ୍ଟାବାଂଝି, ବୌଦ୍ଧ ଓ ପୋଲସରା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ମାମଲା

ଓଡ଼ିଶାଲାଇଭ ବ୍ୟୁରୋ କଣ୍ଟାବାଂଝି, ବୌଦ୍ଧ ଓ ପୋଲସରା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ନେଇ ହାଇକୋର୍ଟରେ ତିନୋଟି ଅଲଗା ଅଲଗା ନିର୍ବାଚନୀ ମାମଲା ଦାୟର ହୋଇଛି। ଏହି ତିନୋଟି ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା...

ବିଜେପିରେ ସାମିଲ ହେଲେ ହରିୟାଣା କୁଇନ ସପ୍‌ନା ଚୌଧୁରୀ

ଓଡ଼ିଶାଲାଇଭ ବ୍ୟୁରୋ ହରିୟାଣାର ଖ୍ୟାତନାମା ଡ୍ୟାନ୍ସର ସପ୍‌ନା ଚୌଧୁରୀ ବିଜେପିରେ ସାମିଲ ହୋଇଛନ୍ତି। ରବିବାର ଦିନ ଦିଲ୍ଲୀସ୍ଥିତ ବିଜେପି ଅଫିସରେ ସଦସ୍ୟତା ଗ୍ରହଣ କରିଛନ୍ତି ସପ୍‌ନା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦିଲ୍ଲୀ...

୨୪ଉପରେ ଆଖି, ବିଜେପିର ମେଗା ସଭ୍ୟ ସଂଗ୍ରହ ଆରମ୍ଭ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଆଖିରେ ରଖି ବିଜେପି ଏବେଠାରୁ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଓଡ଼ିଶାରେ ଭୋଟ ଅଂଶକୁ ବଢାଇବା ଉଦ୍ଦେଶ୍ୟ ନେଇ ଦଳ ପକ୍ଷରୁ ସାନି...

ଆଜିର ମୁଖ୍ୟ ଖବର @10PM (୦୬ ଜୁଲାଇ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଓଡ଼ିଶାରେ ସଦସ୍ୟ ଖୋଜିଲା ବିଜେପି, ଟାର୍ଗେଟରେ ୫୦ ଲକ୍ଷ ସଭ୍ୟ ଓଡ଼ିଶାରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେପି। ଏକାମ୍ର-ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଭିମଟାଙ୍ଗିଠାରେ ଏହି ଅଭିଯାନକୁ...

ଓଡ଼ିଶାରେ ସଦସ୍ୟ ଖୋଜିଲା ବିଜେପି, ଟାର୍ଗେଟରେ ୫୦ ଲକ୍ଷ ସଭ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ଼ କରିବା ପାଇଁ ବିଜେପି ଆରମ୍ଭ କଲା ସଦସ୍ୟ ସଂଗ୍ରହ ଅଭିଯାନ। ଓଡ଼ିଶାରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେପି। ଏକାମ୍ର-ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଭିମଟାଙ୍ଗିଠାରେ ଏହି ଅଭିଯାନକୁ...