ନବରଙ୍ଗପୁରରେ ଖାତା ଖୋଲିଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ୭ ହଜାର ୭୯ ଭୋଟରେ ବିଜୟୀ ହୋଇଛନ୍ତି। ନବରଙ୍ଗପୁର ବିଧାନସଭା ଆସନର ଭୋଟ ଗଣତି ଶେଷ ହୋଇଛି। ମୋଟ ୩୯ଟି ରାଉଣ୍ଡରେ ଭୋଟ ଗଣତି...

ଆଗରେ ବିଜେଡିର ତିନି ପ୍ରଶାନ୍ତ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଚାଲିଛି ଭୋଟ ଗଣତି। ବିଜୁ ଜନତା ଦଳ ୧୧୫ଟି ବିଧାନସଭାରେ ଆଗୁଆ ରହିଛି। ତେବେ ୟା ଭିତରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ତିନି ପ୍ରଶାନ୍ତ ମଧ୍ୟ ଆଗରେ ରହିଛନ୍ତି। ଚିଲିକା ନିର୍ବାଚନମଣ୍ଡଳୀରୁ...

ନରେନ୍ଦ୍ର ମୋଦିଙ୍କ ‘ସୁନାମି’ ୨୦୧୪ ରେକର୍ଡ଼କୁ ବି ଭାଙ୍ଗିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଅନେକ ଥର ସ୍ଲୋଗାନ ଦେଇଥିଲେ 'ଅବ କି ବାର ୩୦୦ ପାର'। ଏହି ସ୍ଲୋଗାନଟି ଅନେକଙ୍କୁ ଅତିଶୟୋକ୍ତି ଭଳି ଲାଗୁଥିଲା। ଏବେ...

ଲୋକସଭା ଫଳାଫଳ: ଦକ୍ଷିଣରେ ନବୀନଙ୍କ ଯାଦୁ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଦକ୍ଷିଣରେ ନବୀନଙ୍କ ଯାଦୁ। ବ୍ରହ୍ମପୁର, ଆସିକା, କନ୍ଧମାଳ ଓ କୋରାପୁଟଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ସବୁଠି ବିଜୁ ଜନତା ଦଳ ପ୍ରାର୍ଥୀ ଆଗୁଆ। କେବଳ ସେତିକି ନୁହେଁ ଅନେକ ସ୍ଥାନରେ ବିଜେଡି...

ଓଡ଼ିଶା ବିଧାନସଭା – ବିଜେଡି ୧୧୫, ବିଜେପି ୨୧, କଂଗ୍ରେସ ୮ରେ ଆଗୁଆ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଗଣନା। ପ୍ରାୟ ପ୍ରତିଘଣ୍ଟାରେ ଅନେକ ଆସନରେ ଆଗପଛ ଲାଗିରହିଛି। ଓଡ଼ିଶାରେ ୧୪୬ ବିଧାନସଭା ଲାଗି ଭୋଟ ଗଣତି ଚାଲିଛି। ତେବେ ଦିନ ୧ଟା ସୁଦ୍ଧା...

ଓ୍ୱାଇନାଡ ରଖିପାରେ ରାହୁଲଙ୍କ ମାନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। କେରଳରେ ୨୦ ଲୋକସଭା ସିଟ୍ ପାଇଁ ଭୋଟ୍ ଗଣତି ଜାରି ରହିଛି। ଏଥିରେ କଂଗ୍ରେସ ୧୨ଟି ସିଟରେ ଆଗରେ ରହିଛି।...

ପୁଅ ଆଗରେ, ବାପା ପଛରେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିଲେ ବାପା-ପୁଅ ଯୋଡ଼ି। ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ଭାଗ୍ୟ ଏହି ନିର୍ବାଚନରେ କ’ଣ ହେଉଛି ତା’ ଉପରେ...

୪ ରାଜ୍ୟରେ କିଏ କେଉଁଠି ଆଗୁଆ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନ ସହିତ ଅନୁଷ୍ଠିତ ୪ ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଚୂଡାନ୍ତ ଫଳାଫଳ ଘୋଷଣା ପାଇଁ ଅପେକ୍ଷା କରାଯାଇଥିବା ବେଳେ ଏହି ସବୁ ରାଜ୍ୟରୁ ଯେଉଁ...

ନୋଟାର କମାଲ୍: ନବରଙ୍ଗପୁରରେ ପ୍ରାର୍ଥୀଙ୍କୁ ‘ନା’ କହିଲେ ୧୭ ହଜାରରୁ ଅଧିକ ଭୋଟର୍

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ୨୦୧୯ ନିର୍ବାଚନରେ  ଉଠୁଛି ପଡ଼ୁଛି ଭୋଟ୍ ଗଣତି କେନ୍ଦ୍ର। ପ୍ରାର୍ଥୀଙ୍କ ଛାତି ଧଡ୍ ଧଡ୍ ହେଉଛି। କିଏ ଜିତିବେ ହାରିବେ କହିବା ମୁସ୍କିଲ୍। କିନ୍ତୁ ତା' ଭିତରେ ଆଉ ଗୋଟିଏ...

ପୁରୀ ଲୋକସଭା ଆସନ – ଆଶ୍ଚର୍ଯ୍ୟ ହିଁ ଆଶ୍ଚର୍ଯ୍ୟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଗୁଆ ଫଳାଫଳ ଯଦି କିଛି ଇଙ୍ଗିତ ଦେଉଛି,ପୁରୀ ହେଉଛି ୨୦୧୯ ନିର୍ବାଚନରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ବିଜେଡ଼ି ପ୍ରାର୍ଥୀ ଓ ଦଳର ହେଭିୱେଟ ନେତା ପିନାକୀ ମିଶ୍ରଙ୍କୁ ପଛରେ ପକାଇଛନ୍ତି...