ସରକାରୀ ହଷ୍ଟେଲରେ ଛାତ୍ରୀ ଗର୍ଭବତୀ! ଉଠିଲା ପଡ଼ିଲା ବିଧାନସଭା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଲେଡିଜ ହଷ୍ଟେଲରେ ୪ ଜଣ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଆଜି ବିଧାନସଭା...

ରାଜ୍ୟସଭା ପାଇଁ ମନମୋହନଙ୍କୁ ମନା କଲା ଡିଏମକେ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ମନା କଲା ଡିଏମକେ। ଆସାମରୁ ରାଜ୍ୟସଭା ସଦସ୍ୟ ହୋଇଥିବା ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ମନମୋହନଙ୍କୁ ପୁଣି ଥରେ ନିର୍ବାଚିତ କରିବା...

ମୋଦିଙ୍କୁ ଚିଠି ଲେଖିଲେ ନବୀନ – ‘ପୋଲାଭରମ୍ ପ୍ରକଳ୍ପ ବନ୍ଦ କର’

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲାଭରମ୍ ପ୍ରକଳ୍ପ କାମ ତୁରନ୍ତ ବନ୍ଦ କରିବା ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁପ୍ରିମକୋର୍ଟରେ ମାମଲା ବିଚାରଧିନ ଥିବାରୁ ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ...

ପୁଣି ଜେଲ୍ ଗଲେ ପାଟଣାଗଡ଼ର ଦବଙ୍ଗ ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପାଇଁ ଅଡୁଆ ବଢ଼ିଲା। ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରହିଥିବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ୫...

ଆଜିର ମୁଖ୍ୟ ଖବର @7PM (୧ ଜୁଲାଇ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଏଣିକି ସବୁ ଘରୋଇ ହସ୍ପିଟାଲରେ ଲାଗୁ ହେବ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଏଣିକି ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତ ଆର୍ଥିକ ଅନଗ୍ରସରଙ୍କ ପାଇଁ ଖୁସି ଖବର ଆଣିଛନ୍ତି...

ଜୁଲାଇ ୫କୁ ଘୁଞ୍ଚିଲା ପାଟଣାଗଡ଼ ବିଧାୟକଙ୍କ ଜାମିନ ଶୁଣାଣି

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ଶୁଣାଣି ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ହୋଇପାରିଲା ନାହିଁ। ଜାମିନ ଆବେଦନ ଶୁଣାଣି ଜୁଲାଇ ୫କୁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ଏହାସହ ଜୁନିୟର ଇଞ୍ଜିନିଅର...

ରାଜ୍ୟସଭାରେ ଓଡ଼ିଆରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ରାଜ୍ୟସଭାରେ ଶପଥ ନେଲେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ। ପଦ ଏବଂ ଗୋପନୀୟତା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ତାଙ୍କୁ ଶପଥ ପାଠ କରାଇଥିଲେ। ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଓଡ଼ିଆରେ...

କଂଗ୍ରେସ ଛାଡ଼ିଲେ ଭିମସାରର ପୂର୍ବତନ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରୁ ଇସ୍ତଫା ଦେଲେ ଭିମସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସେ ନିଜ ଇସ୍ତଫାପତ୍ର ଏଆଇସିସି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ...

ଆଜିର ମୁଖ୍ୟ ଖବର @11AM (୧ ଜୁଲାଇ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଇଞ୍ଜିନିୟରଙ୍କୁ ବସ୍ ଉଠ୍ କରିବା ଘଟଣାରେ ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ...

ବିଧାନସଭା ଆରମ୍ଭରୁ କଂଗ୍ରେସର ହଙ୍ଗାମା, ଘଣ୍ଟାଏ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଦେଖିବାକୁ ମିଳିଛି। ଗୃହର ମଧ୍ୟଭାଗକୁ କଂଗ୍ରେସ ବିଧାୟକ ଆସି ହାଙ୍ଗାମା କରିଥିଲେ। କୃଷି ଓ କୃଷକ ସମସ୍ୟା ପ୍ରସଙ୍ଗରେ...