ଆଜିର ମୁଖ୍ୟ ଖବର @10PM (ଜୁନ୍ ୨୦, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଚନ୍ଦ୍ରବାବୁଙ୍କୁ ଝଟ୍‌କା – ବିଜେପିରେ ଯୋଗ ଦେଲେ ୪ ଟିଡିପି ସାଂସଦ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଜୋରଦାର ଝଟ୍‌କା ଲାଗିଛି।...

ଚନ୍ଦ୍ରବାବୁଙ୍କୁ ଝଟ୍‌କା – ବିଜେପିରେ ଯୋଗ ଦେଲେ ୪ ଟିଡିପି ସାଂସଦ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଜୋରଦାର ଝଟ୍‌କା ଲାଗିଛି। ୪ ଜଣ ରାଜ୍ୟସଭା ସାଂସଦ ଟିଡିପି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେମାନେ ହେଲେ...

କିଏ ହେବେ ବିରୋଧୀ ଦଳ ନେତା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ବିଜେପି ବସିବ ମୁଖ୍ୟ ବିରୋଧୀ ଦଳ ଆସନରେ। ନବଗଠିତ ଓଡ଼ିଶା ବିଧାନସଭାର ପ୍ରଥମ ଓ ବଜେଟ ଅଧିବେଶନ ଆସନ୍ତା ମଙ୍ଗଳବାର ଦିନ ଆରମ୍ଭ ହେବାକୁ...

ନୂଆ ଭାରତ ଗଠନର ଚିତ୍ର ଉଜ୍ଜ୍ୱଳ ଦିଶୁଛି : ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଭୋଟରଙ୍କୁ ଧନ୍ୟବାଦ, ନୂଆ ସଂସଦଙ୍କୁ ଅଭିନନ୍ଦନ ଆତଙ୍କବାଦ ବିରୋଧରେ ଏକାଠି ହୋଇଛି ସାରା ବିଶ୍ୱ କୃଷକମାନଙ୍କ ସମ୍ମାନ ବଢ଼ିବା ଦରକାର ...

କିଏ ହେବ କଂଗ୍ରେସ ଅଧ୍ୟକ୍ଷ? ସୋନିଆ କହିଲେ, ‘ନୋ କମେଣ୍ଟ’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିବା ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରୁନି। କିନ୍ତୁ ଅଧ୍ୟକ୍ଷ ପଦ ଛାଡ଼ିବା...

ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନାମରେ ହାଇକୋର୍ଟରେ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇକୋର୍ଟରେ ଦାୟର ହେଲା ଆଉ ଏକ ନିର୍ବାଚନୀ ମାମଲା। ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନାମରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଧଡାଙ୍କ ଜାତିଗତ ପ୍ରମାଣପତ୍ରରେ ତ୍ରୁଟି ନେଇ ମାମଲା ଦାୟର କରିଛନ୍ତି...
ODISHALIVE_NEWS UPDATE_2PM

ଆଜିର ମୁଖ୍ୟ ଖବର @2 PM (ଜୁନ୍ ୨୦, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ପାଟକୁରା – କଂଗ୍ରେସ ପାଇଁ ଆଉ ଏକ ପରାଜୟର ଅପେକ୍ଷା ପାଟକୁରା ଉପନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ପ୍ରଚାର ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ...

ସଂସଦକୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ନବନିର୍ବାଚିତ ସାଂସଦଙ୍କୁ ଦେଲେ ଅଭିନନ୍ଦନ

ଓଡ଼ିଶାଲାଇଭ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଯୁଗ୍ମ ଅଧିବଶେନକୁ ସମ୍ବୋଧିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଛନ୍ତିା ସର୍ବପ୍ରଥମେ ରାଷ୍ଟ୍ରପତି ସଂସଦରେ ନବନିର୍ବାଚିତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘‘ଏଥର...

ପାଟକୁରା – କଂଗ୍ରେସ ପାଇଁ ଆଉ ଏକ ପରାଜୟର ଅପେକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟକୁରା ଉପନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ପ୍ରଚାର ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ଶିବିରରେ ସେଭଳି କିଛି ଉତ୍ସାହ ଆଖିରେ ପଡ଼ୁନାହିଁ। ନିକଟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା...

ମୋଦି ସରକାରଙ୍କ ଦୁର୍ନୀତି ବିରୋଧି ଛାଟ – ୧୫ ବରିଷ୍ଠ ଅଫିସରଙ୍କୁ ଦେଲେ ବାଧ୍ୟତାମୂଳକ ଅବସର

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ନୀତି ତଥା ଲାଞ୍ଚ କାରବାର ପାଇଁ ୧୫ ବରିଷ୍ଠ ଅଫିସରଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। କେନ୍ଦ୍ର କଷ୍ଟମସ୍ (ସିବିଆଇସି)ର ପ୍ରିନ୍ସିପାଲ ସେକ୍ରେଟାରିଙ୍କଠୁ ଆସିଷ୍ଟାଣ୍ଟ ସେକ୍ରେଟାରି ପାହ୍ୟାର ଅଫିସରମାନଙ୍କୁ ଅବସର ଦିଆଯାଇଛି।...