ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଯୋଗ ଦେବେନି ମମତା ବାନାର୍ଜୀ
ଓଡ଼ିଶାଲାଇଭ ବ୍ୟୁରୋ
ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଆଜି ପ୍ରଥମ ଥର ଦିଲ୍ଲୀରେ ନୀତି ଆୟୋଗର ବୈଠକ ବସିବା ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ...
ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଭେଟ୍ଘାଟ୍ : ‘ନୋ ପଲିଟିକ୍ସ ପ୍ଲିଜ୍’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୂଆ ସରକାର ଗଠନ ହେବା ପରେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଓଡ଼ିଶା ବାହାରେ ଏକାଠି ହେଲେ ଦୁଇ ନେତା
ଫୋକସ୍ରେ ଓଡ଼ିଶାର ବିକାଶ
...
ଆଜିର ମୁଖ୍ୟ ଖବର @10PM (ଜୁନ ୧୪, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର
ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା
ନବନିର୍ବାଚିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା। ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସାଂସଦଙ୍କ ନାଁରେ ମାମଲା...
କଂଗ୍ରେସ ପାଇଁ ଚାଲେଞ୍ଜ – କେଉଁ ରାଜ୍ୟରୁ ରାଜ୍ୟସଭା ଆସିବେ ମନମୋହନ ସିଂହ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟସଭାରେ ଶେଷ ହେଲା ଡକ୍ଟର ମନମୋହନ ସିଂହଙ୍କ କାର୍ଯ୍ୟକାଳ।
ରାଜ୍ୟସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ସେ ଆସାମରୁ ଲଗାତର ପାଞ୍ଚ ଥର ରାଜ୍ୟସଭାକୁ ନିର୍ବାଚିତ...
ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଓଡ଼ିଶାଲାଇଭ ବ୍ୟୁରୋ
ଚଳିତ ବର୍ଷର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ପ୍ରଥମ ଥର ପାଇଁ ବଜେଟ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ...
ଏସସିଓ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି
ଓଡ଼ିଶାଲାଇଭ ବ୍ୟୁରୋ
ଏସସିଓ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତିା ପିଏମ ମୋଦି ଏହି ସମ୍ମିଳନୀରେ ନିଜ ଉଦବୋଧନରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତିା
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସମ୍ମିଳନୀରେ...
ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ ହେବ।
ବୈଠକରେ ଇସ୍ପାତ ଶିଳ୍ପର...
ପାଟକୁରାରେ ପଲିଟିକାଲ ଡ୍ରାମା : ପଞ୍ଚାୟତ ଜଗିବେ ମନ୍ତ୍ରୀ, ବିଧାୟକ!
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ପାଟକୁରା ପାଇଁ ବିଜେଡିର ସମରସଜା। ବିଜେପି ବି ପଡ଼ିନି ପଛରେ।
ପାଟକୁରାରେ କେବେ ହେବ ନିର୍ବାଚନ ସେନେଇ ନିର୍ବାଚନ କମିଶନ କୌଣସି ତାରିଖ ଘୋଷଣା କରି ନାହାନ୍ତି। ହେଲେ ଏବେଠୁ ପାଟକୁରାରେ...
ଆସନ୍ତାକାଲି ନବୀନଙ୍କୁ ଭେଟିବେ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ ବ୍ୟୁରୋ
ଆସନ୍ତାକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ କରିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ଓ...
ପିୟୁଷ ଗୋଏଲଙ୍କ ସିକ୍ରେଟ- ଯାହା ତାଙ୍କୁ କରିଛି ବିଜେପିର ବରିଷ୍ଠ ନେତା
ଓଡ଼ିଶାଲାଇଭ ବ୍ୟୁରୋ
କେନ୍ଦ୍ରୀୟ ରେଳମନ୍ତ୍ରୀ ପିୟୁଷ ଗୋଏଲ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତିା ୧୯୬୪ରେ ଜନ୍ମ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ପିୟୁଷ ସାରାଦେଶରେ ବିଜେପିର ଜଣେ ବରିଷ୍ଠ ନେତା ଭାବେ...




















