ନବୀନଙ୍କୁ ମୋଦିଙ୍କ ପ୍ରଶଂସା

ଓଡ଼ିଶାଲାଇଭ ବ୍ୟୁରୋ ବାତ୍ୟା ‘ଫନି’ ପୂର୍ବରୁ ଓଡ଼ିଶା ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିବା ଏବଂ ବାତ୍ୟା ପରେ ରିଲିଫ ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ...

ପୁରୀରେ ମୋଦିଙ୍କ ହେଲିକପ୍ଟର ଓହ୍ଲାଇବାକୁ ମିଳିଲାନି ଅନୁମତି

ଓଡ଼ିଶାଲାଇଭ ବ୍ୟୁରୋ ‘‘ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ଦେଲାନି ପ୍ରଶାସନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଓହ୍ଲାଇବାକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ମୋଦିଙ୍କୁ କାହିଁକି ନୁହେଁ?’’ ଏହି ପ୍ରଶ୍ନ ଉଠାଇଛନ୍ତି...

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଜାରି- ରାହୁଲ, ରାଜନାଥ, ସୋନିଆ, ସ୍ମୃତିଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ  ମେ ୬ ଅର୍ଥାତ ଆଜି ଅନୁଷ୍ଠିତ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଆସନରେ ଭୋଟ ଗ୍ରହଣ ଜାରି ରହିଛି।...

ରାଜ୍ୟରେ ୭୩ ପ୍ରତିଶତ ଭୋଟିଂ – ନବରଙ୍ଗପୁରରେ ସର୍ବାଧିକ, ଭୁବନେଶ୍ୱରରେ ସର୍ବନିମ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଓଡ଼ିଶାରେ ମୋଟ ୭୩.୦୮ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଥମ...

ଆସୁଛି ‘ଫନି’ – ୧୧ ଆଇପିଏସ୍‌ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ  ବାତ୍ୟା ‘ଫନି’ର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ବାତ୍ୟାରେ ଯେମିତି କିଛି କ୍ଷୟ କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପ୍ରଭାବିତ...

ଇଭିଏମକୁ ବାତ୍ୟା ଭୟ, ଜିଲ୍ଲାରୁ ହୋଇପାରେ ସ୍ଥାନାନ୍ତର

ଓଡ଼ିଶାଲାଇଭ ବ୍ୟୁରୋ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାରା ବାତ୍ୟା ବେଳେ ବିଭିନ୍ନ ଜିଲ୍ଲାର ଷ୍ଟ୍ରଙ୍ଗ ରୁମରେ ଥିବା ଇଭିଏମକୁ କିପରି ସୁରକ୍ଷା ଦିଆଯିବ ସେନେଇ ଗୁରୁତ୍ୱ ଦେଇଛନ୍ତି...

ଲୋକସଭା ନିର୍ବାଚନ ପାଇଁ ଟାଟା ଦେଇଛି ୬୦୦ କୋଟି, ବିଜେପିକୁ ସବୁଠୁ ଅଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଟାଟା ଇଲେକଟୋରାଲ ବଣ୍ଡ୍‌ ଆକାରରେ ୫୦୦ରୁ ୬୦୦ କୋଟି ଟଙ୍କା ଦେଇଛି। ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ପାଖାପାଖି ୨୦ ଗୁଣା ଅଧିକ ଟଙ୍କା ଚାନ୍ଦା...

କେମିତି ରାଜନୀତିରେ ପାଦ ଦେଲେ ସ୍ମୃତି ଇରାନି?

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେଥିରୁ ବିଜେପି ପ୍ରାର୍ଥୀ ହୋଇଥିବା ସ୍ମୃତି ଇରାନି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ମୋଦି ସରକାରରେ ସ୍ମୃତି ପୂର୍ବରୁ ଶିକ୍ଷା ମନ୍ତ୍ରୀ ଥିଲେ। ଏହାପରେ ସେ...

ଏଥର ବାରଣାସୀରେ ଜମିବ ନିର୍ବାଚନ – ମୋଦିଙ୍କ ବିପକ୍ଷରେ ୧୦୨ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ୭ଟିରୁ ୪ଟି ପର୍ଯ୍ୟାୟରେ ଭୋଟିଂ ସରିଥିଲାବେଳେ ବାକି ୩ଟି ପର୍ଯ୍ୟାୟରେ ମତଦାନ ହେବ। ଏହାରି ଭିତରେ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ...

ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲେ ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ଅନୁରୋଧ କଲେ ନବୀନ। ଦିଲ୍ଲୀରେ ନିର୍ବାଚନ କମିଶନ ସୁନୀଲ ଅରୋଙ୍କୁ ଭେଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବା...