ମତଦାନର ଦିନକ ପୂର୍ବରୁ ରାଜଧାନୀରେ ରାଜନୈତିକ ହିଂସା
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଆଉ ଏହାର ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ଏପରିକି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପ୍ରାକ ନିର୍ବାଚନୀ ହିଂସା...
ଦିନକ ପରେ ତୃତୀୟ ପର୍ଯ୍ୟାୟ ମତଦାନ
ଓଡ଼ିଶାଲାଇଭ ବ୍ୟୁରୋ
ଦିନକ ପରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର, ପୁରୀ, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ...
ଜଗନ୍ନାଥଙ୍କଠୁ ଆରମ୍ଭ ଜଗନ୍ନାଥଙ୍କଠି ଶେଷ ସମ୍ବିତଙ୍କ ପ୍ରଚାର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
https://www.youtube.com/watch?v=FuKqH2xVKAM
ସରିଛି ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର। ଶେଷଦିନରେ ବି ପୁରୀରେ ଦେଖିବାକୁ ମିଳିଥିଲା ହାଇଭୋଲଟଜେ ପ୍ରଚାର। ପୁରୀ ଲୋକସଭା ଲାଗି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଚାର ଶେଷ କରିଛନ୍ତି...
Election Update @7PM (୨୧ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ପାଟକୁରାରେ ବିଧାନସଭା ନିର୍ବାଚନ ସ୍ଥଗିତ
କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛିା ସ୍ଥଗିତ ନେଇ ରିଟଣ୍ଣିଂ ଅଫିସରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛିା ପାଟକୁରା...
ବାଇକ୍ ଡିକିରୁ ଜବତ ହେଲା ୧୫ ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଇକ୍ ଡିକିରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କା। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଛକରେ ଏକ ବାଇକ୍ରୁ ପାଖାପାଖି ୧୫ ଲକ୍ଷ ଟଙ୍କା ଜବତ ହୋଇଛି। ନିର୍ବାଚନୀ ଫ୍ଲାଇଂ...
ବୁଥ୍କୁ ଯିବା ରାସ୍ତାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ବୁଥ୍କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ଭାବେ ମୃତ୍ୟୁ ହୋଇଛି। ମୃତ ପୋଲିଂ କର୍ମଚାରୀଙ୍କ ହେଉଛନ୍ତି ଚମ୍ପୁଆ ହାଇସ୍କୁଲରେ କାର୍ଯ୍ୟରତ ଅଭୟ କୁମାର ସେଠୀ।
ଘସିପୁରା ୨୧...
ସରକାରକୁ ଆସିଲେ ବିଜେପି ଆଣିବ ଗୁଣ୍ଡା ଆଇନ – ଧର୍ମେନ୍ଦ୍ର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
https://www.youtube.com/watch?v=h-WLsQ-hN4w
ଓଡ଼ିଶାରେ ଗତ କିଛିବର୍ଷ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ମହିଳାମାନଙ୍କ ବିରୋଧରେ ଅପରାଧ ଘଟଣା ବଢ଼ିଛି। ଏପରିକି ସରକାରୀ ଦଳର ଲୋକଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ରାଜ୍ୟରେ ଗୁଣ୍ଡାଗିରି ବୃଦ୍ଧି ପାଇଛି।...
ମୁଁ ଲଢ଼ୁଛି ନୟାଗଡ଼ର ସମସ୍ୟା ବିରୋଧରେ, ବିରୋଧୀ ଲଢ଼ୁଛନ୍ତି ମୋ ବିରୋଧରେ – ଅରୁଣ ସାହୁ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
https://www.youtube.com/watch?v=SgtsmnS_rPE&t=2s
ମେ ୨୩ରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ଏଥର ନୟାଗଡ଼ ବିଧାନସଭା ଆସନ ଲାଗି ମଧ୍ୟ ଭୋଟଗ୍ରହଣ ହେବ। ଶେଷ ଦିନରେ ଜୋର ଧରିଛି ପ୍ରଚାର। କେମିତି ରହିଛି ନୟାଗଡ଼ରେ...
ମିଶନ ୧୨୦+ : ୨୭ରେ ପୁଣିଥରେ ମୋଦି-ଶାହ ଆସୁଛନ୍ତି ଓଡ଼ିଶା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାରେ ମିଶନ ୧୨୦+କୁ ପୂରଣ କରିବା ପାଇଁ ବିଜେପି ଜୋରଦାର ପ୍ରୟାସ ଚଳାଇଛି। ଜାତୀୟ ସ୍ତରର ନେତାଙ୍କୁ ନିର୍ବାଚନ ରାଲିରେ ସାମିଲ କରି ବିଜେପିର ମାରାଥନ ପ୍ରଚାର ଜାରିରହିଛି। ତେବେ...
ଖଣ୍ଡପଡ଼ାର ଫଳାଫଳ ମୁଖ୍ୟମନ୍ତ୍ରୀଙ୍କୁ ଚମତ୍କୃତ କରିବ – ସୌମ୍ୟରଞ୍ଜନ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
https://www.youtube.com/watch?v=2KQCaqnqfMQ
ଏପ୍ରିଲ ୨୩ରେ ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ମତଦାନ ହେବ। ୪୨ ବିଧାନସଭା ଆସନ ମଧ୍ୟରୁ ଅନେକ ହଟ ସିଟ ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି...



















