୩ୟ ପର୍ଯ୍ୟାୟ ମତଦାନ ଲାଗି ବୁଥ୍ ମୁହାଁ ପୋଲିଂ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବା ୩ୟ ପର୍ଯ୍ୟାୟ ମତଦାନ ଲାଗି ପୋଲିଂ କର୍ମଚାରୀ ନିଜ ନିଜ ବୁଥ୍ ଅଭିମୁଖେ ଇଭିଏମ ଧରି ବାହାରିଛନ୍ତିା
ଏହି ପର୍ଯ୍ୟାୟରେ...
Election Update @2PM (୨୧ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ସରକାର ଗଠନରେ ଆଞ୍ଚଳିକ ଦଳ ହେବେ କିଙ୍ଗ ମେକର – ନବୀନ
ତୃତୀୟ ପର୍ଯ୍ୟାୟ ମତଦାନର ଶେଷ ଦିନରେ ମାରଥର ପ୍ରଚାର କରୁଛନ୍ତି ବିଜେଡି ସଭାପତି...
କଟକ ସଦର – ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ବିଗ୍ ଫାଇଟ୍
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
(ପ୍ରଣବ କୁମାର ନନ୍ଦୀ): ଏପ୍ରିଲ ୨୩ରେ ମତଦାନ ହେବାକୁ ଥିବା କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସବୁ ପ୍ରାର୍ଥୀଙ୍କ ପ୍ରଚାର ଶେଷ ପର୍ଯ୍ୟାୟରେ ପହଂଚିଛି । ନିର୍ବାଚନ ପାଇଁ...
ପ୍ରତି ଘରୁ ଜଣକୁ ଚାକିରି – ଅରୁଣ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନକୁ ଆଉ ଗୋଟିଏ ଦିନ ବାକି ଥିଲାବେଳେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ବାଲେଶ୍ୱରରେ ଏକ ପ୍ରେସମିଟ କରିଛନ୍ତିା ପ୍ରେସମିଟରେ ଅରୁଣ ସିଂହ ଲୋକଙ୍କୁ କିଛି...
ସରକାର ଗଠନରେ ଆଞ୍ଚଳିକ ଦଳ ହେବେ କିଙ୍ଗ ମେକର – ନବୀନ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ତୃତୀୟ ପର୍ଯ୍ୟାୟ ମତଦାନର ଶେଷ ଦିନରେ ମାରାଥନ ପ୍ରଚାର କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନୟକ। ସମ୍ବଲପୁରରେ ଆୟୋଜିତ ସଭାରେ ନବୀନ ଯୋଗ ଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।
ନବୀନ...
ନୟାଗଡ଼ରେ ରାଜନୈତିକ ହିଂସା, ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ହିଂସା। ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମରେ ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ...
ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରସାରିତ ୱେବ ସିରିଜ୍ ବନ୍ଦ ପାଇଁ ଇସିଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ୱେବ ସିରିଜ୍ର ପ୍ରସାରଣ ବନ୍ଦ ହେବ। ଏହାକୁ ତୁରନ୍ତ ବନ୍ଦ କରିବା ଲାଗି ନିର୍ବାଚନ ଆୟୋଗ ଏହାର ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେ...
ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସରୁଛି ପ୍ରଚାର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆସନ୍ତା ୨୩ତାରିଖରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ଭୋଟ ପଡ଼ିବ।
ଭୋଟକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ...
ବିଜେପି ଯିବେ ସନ୍ନି ଦେୱଲ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଅଭିନେତା ସନ୍ନି ଦେୱଲଙ୍କଙ୍କୁ ଦେଖିବାକୁ ମିଳିଛି। ଏହାକୁ ନେଇ ସନ୍ନି ବିଜେପିରେ...
୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ – ପିନାକୀ ଓ ବବି ସବୁଠୁ ଧନୀ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ। ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ହେବ ଭୋଟ। ମତଦାନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...




















