ଆଜି ବରଗଡ଼ରେ ନବୀନଙ୍କ ମାରାଥନ ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ଆଜି ପ୍ରଚାର ସରୁଛି। ଶେଷଦିନରେ ବି ବିଜେଡି ସଭାପତି ମାରାଥନ ପ୍ରଚାର କରିବେ ଦଳୀୟ ପ୍ରାର୍ଥୀଙ୍କ ଲାଗି। ବରଡ଼ରେ ଆଜି ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର...
ଆଉ ଦିନିକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଉ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ।
ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ...
ଭୋଟ୍ ପାଇଁ ଅଷ୍ଟ୍ରେଲିଆରୁ ଚାକିରି ଛାଡ଼ି ଭାରତ ଫେରିଆସିଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ମୋଦିଙ୍କ ବହୁତ ପ୍ରଶଂସକ ଅଛନ୍ତି, କିନ୍ତୁ ଏମିତି ଜଣେ ପ୍ରଶଂସକ ଅଛନ୍ତି, ଯିଏ ଭୋଟ୍ ଦେବା ପାଇଁ ଚାକିରି ଛାଡ଼ିବାକୁ ପଛେଇ ନାହାନ୍ତି। ଏହି ବ୍ୟକ୍ତି ଜଣଙ୍କ ଅଷ୍ଟ୍ରେଲିଆରେ ଚାକିରି...
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଟ୍ରାଫିକ୍ ନିୟମରେ ପରିବର୍ତ୍ତନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତ କରୁଛନ୍ତି। ମୋଦିଙ୍କ ଗସ୍ତଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୬୦ ପ୍ଲାଟୁନ ପୋଲସ ଫୋର୍ସ ସହିତ ୧୩୦ ପୋଲିସ ଅଫିସର ନିୟୋଜିତ...
ବିଜେପିର ହାଇଭୋଲଟେଜ ପ୍ରଚାର, ଆସୁଛନ୍ତି ମୋଦି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଦ୍ଵିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର। ବିଜେପି ପକ୍ଷରୁ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରରେ ଏକ ରୋଡ ସୋ କରିବେ।...
ବିଜେଡିର ଉପ-ସଭାପତି ହେଲେ ପ୍ରଫୁଲ୍ଲ ଘଡ଼ାଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦୁଇ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଲେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ।
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କୁ ଦୁଇ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି...
ଭୋଟ ବର୍ଜନ ନକରିବାକୁ ଓକିଲପାଳ ଗ୍ରାମବାସୀଙ୍କ ସହ ଆଲୋଚନା କଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ମୌଳିକ ସୁବିଧାରୁ ଦୀର୍ଘ ଦିନ ଧରି ବଞ୍ଚିତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଓକିଲପାଳ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଖବର ଜିଲ୍ଲା ପ୍ରଶାସନ...
ଲୋଇସିଂହାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଉପରକୁ ଅଣ୍ଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ହାଇଟେକ ବସରେ ବଲାଙ୍ଗିର ରୋଡ ସୋ’ ସାରି ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଲୋଇସିଂହାର ସାଲେଭଟ୍ଟାଠାରେ ଅଣ୍ଡାମାଡ଼...
ନିଜ ପରିଚୟରେ ନୁହେଁ, ବିଜେଡି ଟିକେଟରେ ନିର୍ବାଚନ ଜିତୁଥିଲେ ବୈଜୟନ୍ତ – ଅନୁଭବ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘ଆଜି ଯାଏଁ ବୈଜୟନ୍ତ ବାବୁ ନିଜ ପରିଚୟରେ ନୁହେଁ, ବିଜେଡି ଟିକେଟରେ ନିର୍ବାଚନ ଜିତି ଆସୁଥିଲେ’’, ଏହା କହିଛନ୍ତି ବିଜେଡିର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି।
ସେ ଆହୁରି...
ଶେଷରେ ବିଜେପି ବୁଝିଲା – ଟଙ୍କିକିଆ ଚାଉଳରେ ହିଁ ଭୋଟ ଅଛି!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଳମ୍ବରେ ହେଲେ ବି ବିଜେପି ବୁଝିଛି ଯେ ଟଙ୍କିକିଆ ଚାଉଳରେ ହିଁ ଭୋଟ ଅଛି!
ଚାଉଳ ପଲିଟିକ୍ସକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ୧ ଟଙ୍କାରେ ଚାଉଳ ଦେଇ ବିଜେଡି...




















