ମସୁଦ୍ ଅଜହରକୁ ‘ଜୀ’ ସମ୍ବୋଧନ କରି ଅଡୁଆରେ ରାହୁଲ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରକୁ 'ଜୀ' ସମ୍ବୋଧନ କରି ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।
ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ ବୁଥ୍ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ...
ମୋଦିଙ୍କ ଗଡ଼ରେ ରାହୁଲଙ୍କ ମନ୍ଥନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଲୋକସଭା ନିର୍ବାଚନ ଲାଗି ବିଗୁଲ ବାଜିବା ପରେ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି ଓ ସେ ନେଇ କାମ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଦେଶର...
ଗୁଜୁରାଟରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଦଳରେ ସାମିଲ ହେବେ ହାର୍ଦ୍ଦିକ ପଟେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳରେ ସାମିଲ ହେବେ ପଟିଦାର ନେତା ହାର୍ଦ୍ଦିକ ପଟେଲ।
ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳଗୁଡ଼ିକ ନିଜ ରଣନୀତି ଅନୁସାରେ କାମ କରିବା ଆରମ୍ଭ...
ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦେଲେ ନବରଙ୍ଗପୁର ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର : ନିର୍ବାଚନ ତାରିଖ ଘୋଷଣା ହେବା ପରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ କିପରି ନିର୍ବାଚନ ପରିଚାଳନା କରାଯିବ ତାକୁ ନେଇ...
ମହିଳା ଟିକେଟ – ନବୀନ ନିବାସରେ କସରତ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ଟିକେଟ ନେବାକୁ ନବୀନ ନିବାସରେ ନେତ୍ରୀଙ୍କ ଭିଡ଼।
ଓଡ଼ିଶାରେ ଏକାଠି ହେବ ବିଧାନସଭା ଏବଂ ଲୋକସଭା ନିର୍ବାଚନ। ଏନେଇ ତାରିଖ ଘୋଷଣା ସରିଛି ଏବଂ ଆଦର୍ଶ ଆଚରଣ ବିଧି...
ନିର୍ବାଚନ ଲଢ଼ିବେନି ଏନ୍ସିପି ମୁଖ୍ୟ ଶରଦ ପାୱାର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏନସିପି ମୁଖ୍ୟ ଶରଦ ପାୱାର ୨୦୧୯ ନିର୍ବାଚନ ଲଢ଼ିବେନି। ଏନେଇ ନିଜେ ପାୱାର ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ସେ ଦଳ ପାଇଁ ପ୍ରଚାର କରିବେ।
ମହାରାଷ୍ଟ୍ରର ମାଢ଼ା ଲୋକସଭା ଆସନରୁ...
ଦିଲ୍ଲୀରେ ହେବନି ଆପ୍ ସହ କଂଗ୍ରେସର ମେଣ୍ଟ – ରାହୁଲ ଗାନ୍ଧି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନ ତାରିଖ ଧାର୍ଯ୍ୟ ହେବା ପରେ ଚଳଚଞ୍ଚଳ ହୋଇପଡ଼ିଛି ଜାତୀୟ ରାଜନୀତି। ଏହା ମଧ୍ୟରେ ଦିଲ୍ଲୀରେ କଂଗ୍ରେସ ସହ ଆମ୍ ଆଦମୀ ପାର୍ଟିର ମେଣ୍ଟରେ ପୁର୍ଣ୍ଣଛେଦ ପଡ଼ିଛି। ଆସନ୍ତା ଲୋକସଭା...
ବାଜିଲା ନିର୍ବାଚନ ବିଗୁଲ୍, ଆରମ୍ଭରୁ ବିଜେପି-ବିଜେଡି ମୁହାଁମୁହିଁ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭାରତୀୟ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବାର ଦିନକ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ିଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି।
ବିଜେଡି ଆଦର୍ଶ...
ମାଓପ୍ରବଣ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି, ହେଲିକପ୍ଟର ଯୋଗେ ଯିବେ ପୁଲିଂ ପାର୍ଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ମାଓପ୍ରବଣ ଅଞ୍ଚଳରେ ଆରମ୍ଭ ହୋଇଛି ନିର୍ବାଚନ ପ୍ରସ୍ତୁତି। ହେଲିକପ୍ଟର ଯୋଗେ ଯିବେ ପୁଲିଂ ପାର୍ଟି, ସୁରକ୍ଷା ବ୍ୟବସ୍ଥାରେ ପାରାମିଲିଟାରୀ ଫୋର୍ସ ସାମିଲ।
ନିର୍ବାଚନୀ ବିଗୁଲ ବାଜିବା ପରେ ସାରା ରାଜ୍ୟରେ ଏହାକୁ...
‘ହକ୍ ମାଗୁଛି ଓଡ଼ିଶା’ – କେନ୍ଦ୍ର ଅବହେଳାକୁ ଟାର୍ଗେଟ କଲା ଛାତ୍ର ବିଜେଡି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନିର୍ବାଚନ ତାରିଖ ଘୋଷଣା ହେବାର ଦିନକ ପରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି 'ହକ୍ ମାଗୁଛି ଓଡ଼ିଶା'। କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ବିଜୁ ଛାତ୍ର ଜନତା...




















