ଦେଶ ଚାହୁଁଛି ‘ମଜଭୁତ’ ସରକାର, ବିରୋଧୀ ଚାହୁଁଛନ୍ତି ‘ମଜବୁରୀ’ ସରକାର – ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ "ସବୁ ବିରୋଧୀ ଏବେ ହାତ ମିଳାଇଛନ୍ତି। ତାଙ୍କ ଟାର୍ଗେଟରେ କେବଳ ଜଣେ ଲୋକ। ହେଲେ ବିରୋଧୀଙ୍କ ରଣନୀତି ସଫଳ ହେବନି। କାରଣ ଦେଶ ଚାହୁଁଛି ମଜଭୁତ ସରକାର ଏବଂ ବିରୋଧୀ ଚାହୁଁଛନ୍ତି...

ପରଦା ପଛର ଗେମଚେଞ୍ଜର – ପ୍ରିୟଙ୍କା ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ଲଢ଼ି ନୁହେଁ ପରଦା ପଛରେ ରହି ଏକ ଦକ୍ଷ ରାଜନେତାଙ୍କ କାମ କରିଥାନ୍ତି ପ୍ରିୟଙ୍କା ଗାନ୍ଧି। ଶନିବାର ତାଙ୍କ ଜନ୍ମଦିନ। ଆସନ୍ତୁ ଜାଣିବା ପ୍ରିୟଙ୍କାଙ୍କ ଜଡ଼ିତ କିଛି ଖାସ୍‌ କଥା। ୟୁପିଏ...

କାଳିଆ ଯୋଜନାରେ ଚାଷୀ ୨୬ସୁଦ୍ଧା ପାଇବେ ଟଙ୍କା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଜାନୁଆରୀ ୨୬ ସୁଦ୍ଧା କାଳିଆ ଯୋଜନାରେ ହିତାଧୀକାରୀଙ୍କୁ ଟଙ୍କା ମିଳିବ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ପ୍ରଥମ ପର୍ଯ୍ୟାରେ ଯେଉଁମାନେ କାଳିଆ...

ବୁଆ ଭତିଜା ମେଣ୍ଟ – ବିଜେପି ପାଇଁ କଣ୍ଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଏସ୍‌ପି ବିଏସ୍‌ପି ଭିତରେ ମହାମେଣ୍ଟ ନେଇ ଚୂଡ଼ାନ୍ତ ବୁଝାମଣା ହୋଇଛି। ସମାଜବାଦୀ ପାର୍ଟି(ଏସ୍‌ପି) ଓ ବହୁଜନ ସମାଜବାଦୀ ପାର୍ଟି( ବିଏସ୍‌ପି) ମଧ୍ୟରେ ମେଣ୍ଟ ନେଇ ଚୂଡ଼ାନ୍ତ ଘୋଷଣା ସରିଛି। ଲକ୍ଷ୍ନୌର ତାଜ ହୋଟେଲରେ...

ଦିଲ୍ଲୀରେ ବୈଜୟନ୍ତଙ୍କ ବଡ଼ ବୟାନ – “ଯିଏ ଓଡ଼ିଶାର ପରିବର୍ତ୍ତନ ଆଣିପାରିବ ମୁଁ ତା’ ସହ ଯିବି”

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବେ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି। ଯେ କୌଣସି ସମୟରେ ସେ ଏ ନେଇ ଏକ ନିଷ୍ପତ୍ତି ନେଇପାରନ୍ତି।...

୧୫୫୦ କୋଟିର ପ୍ୟାକେଜ ନେଇ ବଲାଙ୍ଗିର ଆସିବେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରୀ ୧୫ରେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖୋର୍ଦ୍ଧା ଏବଂ ବାରିପଦାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ବଲାଙ୍ଗିରରେ ମଧ୍ୟ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ...

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ – ଦେବେଗୌଡା ଦେଲେ ସମର୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫୋନ୍ ଯୋଗେ ନବୀନଙ୍କ ସହ କଥା ହେଲେ ଦେବେଗୌଡା। ରାଜ୍ୟ ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି ଜେଡି (ଏସ୍‌) ରାଷ୍ଟ୍ରୀୟ ସଭାପତି...

ନବୀନ ପୁଣି ଉଠାଇଲେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି, କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇ ରାଜ୍ୟ ରାଜନୀତିକୁ ସରଗରମ୍ କରିଛନ୍ତି। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ଦୁଇଟି ସ୍ଥାୟୀ ହାଇକୋର୍ଟ ବେଞ୍ଚ...

କାହିଁକି ମୋଦିଙ୍କ ସଭାରେ ଯୋଗ ଦେଉ ନାହାନ୍ତି ନବୀନ?

ଓଡ଼ିଶାଲାଇଭ୍‌ ପଲଟିକାଲ ବ୍ୟୁରୋ ବାରିପଦା ଭଳି ମୋଦିଙ୍କ ବଲାଙ୍ଗିର ସରକାରୀ ସଭାରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! 'ଓଡ଼ିଶାରେ ୧୨୦ରୁ ଅଧିକ ଆସନରେ ଫୁଟିବ ପଦ୍ମ' - ଏହାକୁ ଫୋକସ୍‌ରେ ରଖି ଅଭିଯାନ ଆରମ୍ଭ...

୨୦୧୯ ନିର୍ବାଚନ ମୁଁ କଂଗ୍ରେସରୁ ଲଢ଼ିବି-ନବଦାସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଧାୟକ ନବ ଦାସ କଂଗ୍ରେସ ଛାଡିବା ପ୍ରସଙ୍ଗ। ଏ ନେଇ ଆଜି ନବ ଦାସ ମୁହଁ ଖୋଲିଛନ୍ତି। ସେ ଯେଉଁଦଳ ଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାର ମଧ୍ୟ...