ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ଵିନୀ ବୈଷ୍ଣବ, ବିଜେଡି ଜଣାଇଲା ସମର୍ଥନ           

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଓଡ଼ିଶାରୁ ପୁଣି ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏନେଇ ବୁଧବାର ଦିନ ବିଜେପି ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଗତ ୨୦୧୯...

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ମଙ୍ଗଳବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ...

ରାଜ୍ୟସଭା ପାଇଁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି         

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ପାଇଁ ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ (ବିଜେଡି)। କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ...

ବୌଦ୍ଧ: ରାସନକାର୍ଡ ହିତାଧିକାରୀଙ୍କୁ ବ୍ୟାଗ ବଣ୍ଟନକୁ ବିଜେପିର ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ତେଜିଲା ବ୍ୟାଗ ରାଜନୀତି। ସାରା ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ବଣ୍ଟନକୁ ବିରୋଧ କରୁଛି ବିଜେପି। ବୌଦ୍ଧ ଜିଲ୍ଲାର ପ୍ରତି ପଞ୍ଚାୟତରେ ଏବେ...

ବିହାର ବିଧାନସଭାରେ ଆସ୍ଥାଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ସପକ୍ଷରେ ପଡ଼ିଲା ୧୨୯ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭାରେ ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏଥିରେ ବିଜେପି-ଜେଡିୟୁ ସମର୍ଥିତ ଏନଡିଏ ସରକାର ସପକ୍ଷରେ ୧୨୯ଟି ଭୋଟ ପଡ଼ିଛି। ତେବେ ଆସ୍ଥାଭୋଟ ବେଳେ...

ଓଡ଼ିଶାରେ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି, ଦଳର ୧୩ଟି ଜିଲ୍ଲା କମିଟିର ବଦଳିଲେ ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିଛି ଓଡ଼ିଶା କଂଗ୍ରେସ। ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି...

କଂଗ୍ରେସରେ ଯୋଗଦେଲେ ଅଭିନେତା ମନୋଜ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର। ଶନିବାର ଦିନ ଭୁବନେଶ୍ଵରସ୍ଥିତ ମୁଖ୍ୟାଳୟରେ ଦଳର ଓଡ଼ିଶା ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ...

ବିଧାନସଭା ଅଧିବେଶନର ଶେଷ ଦିନ: ଗୋଟିଏ ଫ୍ରେମରେ ନଜର ଆସିଲେ ଶାସକ-ବିରୋଧୀ ସଦସ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କୁ ଗୋଟିଏ ଫଟୋ ଫ୍ରେମରେ ଏକାଠି ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ପ୍ରମିଳା...

ବିଧାନସଭା ଅଧିବେଶନର ଶେଷ ଦିନରେ ଭାବବିହ୍ଵଳ ସୁରେଶ ରାଉତରାୟ, କହିଲେ ଆଉ ନିର୍ବାଚନ ଲଢ଼ିବିନି

ଓଡ଼ିଶାଲାଇଭ୍ ବ୍ୟୁରୋ “ଆଜିଠୁ ଆଉ ବିଧାନସଭାକୁ ଆସିବିନି, ଆଗକୁ ଆଉ ନିର୍ବାଚନ ଲଢ଼ିବିନି। ଏହା ମୋର ଶେଷ ବିଧାନସଭା”, ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଗୃହରୁ ବାହାରି ମୁଣ୍ଡିଆ ମାରିବା ସହ ଭାବବିହ୍ଵଳ...

ବିଜେଡିରେ ଯୋଗ ଦେଲେ ଡକ୍ଟର ସନ୍ତୃପ୍ତ ମିଶ୍ର, ଦଳର ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରେ ଯୋଗ ଦେଲେ ଡକ୍ଟର ସନ୍ତୃପ୍ତ ମିଶ୍ର। ଶୁକ୍ରବାର ଦିନ ନବୀନ ନିବାସରେ ଡକ୍ଟର ସନ୍ତୃପ୍ତ ମିଶ୍ର ଯୋଗ ଦେଇଛନ୍ତି। ଡକ୍ଟର ସନ୍ତୃପ୍ତ ମିଶ୍ର ବିଜେଡିରେ ମିଶିବା ନେଇ ପୂର୍ବରୁ ଚର୍ଚ୍ଚା...