ଦିଲ୍ଲୀ ଫୋକସରେ ଓଡ଼ିଶା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଓଡ଼ିଶା ଉପରେ ଏବେ ଉଭୟ ମୋଦି ସରକାର ଓ ରାହୁଲ ଗାନ୍ଧିଙ୍କ ନଜର। ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି ଏଇଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଗୋଟିଏ...

ଚାଷୀ ପ୍ରସଙ୍ଗରେ କାଲି ଦିଲ୍ଲୀରେ ବିଜେଡିର ସମାବେଶ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଚାଷୀ ଏବଂ ଚାଷ ସମସ୍ୟାକୁ ନେଇ ନୂଆଦିଲ୍ଲୀରେ ଧାରଣା ଦେବ ବିଜେଡି। ୮ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବା ଦାବିରେ...

ମହାରଥୀଙ୍କ ଇସ୍ତଫାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦୟାରେ ନୁହଁ ନିଜକୁ ବଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ, ପ୍ରଦୀପ ମହାରଥୀଙ୍କୁ ବଳି ପକାଇଛନ୍ତି-କଂଗ୍ରେସ ମହିଳାଙ୍କୁ ନ୍ୟାୟ ଦେବାରେ ରାଜ୍ୟସରକାର ବିଫଳ - ବିଜେପି ମହାରଥୀଙ୍କ ଇସ୍ତଫାକୁ ନେଇ କରାଯାଇଥିବା ଆନ୍ଦୋଳନ...

ଗରିବ ସବର୍ଣ୍ଣଙ୍କ ଲାଗି ୧୦% ସଂରକ୍ଷଣକୁ ମିଳିଲା କ୍ୟାବିନେଟ ମଞ୍ଜୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବର୍ଣ୍ଣ ଜାତିଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତି ନେଇଛନ୍ତି ମୋଦି ସରକାର। ୨୦୧୯ ନିର୍ବାଚନକୁ ଆଉ କିଛିଟା ଦିନ ବାକି ଥିବାବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ଆର୍ଥିକ...

୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହି ଦିନ ରାହୁଲ ଏକ ସାଧାରଣ ସଭା ଓ ଦଳୀୟ...

ଆଜିର ବଡ଼ ଖବର ( ଜାନୁଆରୀ ୦୭, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ର 'ଆଜିର ବଡ଼ ଖବର'। ମୋଦିଙ୍କ ପାଇଁ ବଳି ପଡ଼ିଲେ ମହାରଥୀ! ମୋଦିଙ୍କ ପାଇଁ ବଳି ପଡ଼ିଲେ ନବୀନଙ୍କ କ୍ୟାବିନେଟର କୁହାଳିଆ...

ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ଶଶୀଭୂଷଣ ଓ ରମେଶ ମାଝି

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ କୃଷି ମନ୍ତ୍ରୀ ଦାୟିତ୍ୱରୁ ପ୍ରଦୀପ ମହାରଥୀ ଇସ୍ତଫା ଦେବା ପରେ ଶଶୀଭୂଷଣ ବେହେରା ଓ ରମେଶ ମାଝିଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଆଜି ଶଶୀଭୂଷଣ ବେହେରା ଦାୟିତ୍ୱ...

Will Mamata be the New Chandrasekhar?

by Prof Ujjwal K Chowdhury It is often said that politics is the art of the possible. Oftentimes, it is more the art of the...

ମୋଦିଙ୍କ ପାଇଁ ବଳି ପଡ଼ିଲେ ମହାରଥୀ!

ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି  ଶନିବାର ବାରିପଦା ସଭାରେ ମୋଦି ଉଠାଇଥିଲେ ପିପିଲି ପ୍ରସଙ୍ଗ। ରବିବାର ଇସ୍ତଫା ଦେଲେ ମହାରଥୀ। ଏହା କ'ଣ କାକତାଳୀୟ! ମୋଦିଙ୍କ ପାଇଁ ବଳି ପଡ଼ିଲେ ନବୀନଙ୍କ କ୍ୟାବିନେଟର କୁହାଳିଆ ମନ୍ତ୍ରୀ ପ୍ରଦୀପ...

ମନ୍ତ୍ରୀ ପଦରୁ ମହାରଥୀଙ୍କ ଇସ୍ତଫା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବରିଷ୍ଠ ବିଜେଡି ନେତା ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା ସେ କହିଛନ୍ତି। ଗତ କିଛି ଦିନ...