ଲୋକସଭାରୁ ୫ କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହେଲେ ୨୬ ସାଂସଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୨୬ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ୫ଟି କାର୍ଯ୍ୟଦିବସ ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ୩୭୪ ଏ' ର ନିୟମ ଅନୁସାରେ...

ମଧ୍ୟପ୍ରଦେଶ ସଚିବାଳୟରେ ‘ବନ୍ଦେ ମାତରମ୍’ ଉପରେ ଲାଗିଲା ରୋକ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶରେ କଂଗ୍ରେସ ଗତ ନିର୍ବାଚନରେ ବିଜେପିକୁ ହରାଇ ଶାସନକୁ ଆସିଛି। ମଧ୍ୟପ୍ରଦେଶରେ ଏବେ କମଲନାଥଙ୍କ ସରକାର ଚାଲିଛି। ଗତ ୧୩ବର୍ଷ ଧରି ରାଜ୍ୟରେ ଯେଉଁ ପରମ୍ପରା ରହିଆସିଥିଲା ତାହା ଉପରେ ରୋକ...

ରାଫେଲ୍ ଡିଲ୍‌କୁ ନେଇ ଲୋକସଭାରେ ହଙ୍ଗାମା, ମୋଦିଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କଲେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଫେଲ୍ ଡିଲ୍ ସମ୍ପର୍କରେ ପ୍ରଶ୍ନ ପଚାରି ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି ରାହୁଲ ଗାନ୍ଧି। ରାଫେଲ୍ ଡିଲ୍‌କୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମାଟି ଓ ପାର୍ଟି ଭିତରୁ ମୁଁ ମାଟିକୁ ବାଛିଛି: ଦିଲ୍ଲୀପ ରାୟ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେବା ପରେ ରାଉରକେଲା ଗସ୍ତ କରିଛନ୍ତି ଦିଲ୍ଲୀପ ରାୟ। ଦିଲ୍ଲୀପ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିବା ସହ ଲେଖିଛନ୍ତି କି...

୨୦୧୯ରେ ନବୀନ ନୁହେଁ, ମମତା ହେବେ ‘କିଙ୍ଗମେକର’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କ ପାଇଁ ୨୦୧୮ ବର୍ଷଟି ଏକ ମିଶ୍ରିତ ଉପଲବ୍ଧି ଥିଲା। ଗୋଟିଏ ପଟେ ଦେଶର ରାଜନୀତିରେ ତାଙ୍କ ଦବଦବା ବଢ଼ିଥିବା...

୨୦୧୯ରେ କେଉଁ ଦଳ ପାଇଁ କ’ଣ ରହିବ ଚାଲେଞ୍ଜ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ ପରୀକ୍ଷାର ବର୍ଷ ହେଉଛି ୨୦୧୯। ବିଜେଡିର ମୁଣ୍ଡ ବିନ୍ଧାଇବେ ଆଶାୟୀ ପ୍ରାର୍ଥୀ! ବିଦାୟ ନେଇଛି ୨୦୧୮। ବିଦାୟୀ ବର୍ଷରେ ଅନେକ ରାଜନୀତିକ ହଟଚମଟ ଦେଖିଛି ଓଡ଼ିଶା।...

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ଦେଲେ ସାକ୍ଷାତକାର – ରାମ ମନ୍ଦିର, କୃଷିଋଣ, ବିମୁଦ୍ରାକରଣ ଉପରେ ରଖିଲେ ମତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନ ପୂର୍ବରୁ ନ୍ୟୁଜ ଏଜେନ୍ସୀ ଏଏନଆଇକୁ ସାକ୍ଷାତକାର ଦେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିଲେ। ରାମ ମନ୍ଦିର ଅଧ୍ୟାଦେଶରେ ପୂର୍ଣ୍ଣଛେଦ ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ...

ଫୋକସରେ ଲୋକସଭା ନିର୍ବାଚନ – ୨୦ ରାଜ୍ୟରେ ଶହେ ରାଲି କରିବେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେପି। ପୁଣି ମୋଦି ମ୍ୟାଜିକକୁ ଅସ୍ତ୍ର କରିବ ଏହି ଜାତୀୟ ଦଳ। ନୂଆବର୍ଷ ଆରମ୍ଭ ହେବା ସହିତ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ...

ନୂଆବର୍ଷରେ ନବୀନଙ୍କୁ ତୀର ମାରିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ "ବିଜୁ ବାବୁଙ୍କ ଅମଳରେ ଯେଉଁମାନଙ୍କୁ ଚୋର ଆଖ୍ୟା ଦିଆଯାଇଥିଲା ସେମାନେ ଏବେ ନବୀନ ପଟ୍ଟନାୟକଙ୍କର ଘନିଷ୍ଠ। କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚୋର କହିବାରୁ ଦଳରୁ ବାହାରିଛି। କିନ୍ତୁ ମୁଁ କାହାକୁ...

ଜୋର୍ ଧରିଲା ମହାରଥୀଙ୍କ ଇସ୍ତଫା ଦାବି – ପୋଲିସ, ବିଜେପି ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ରାଜ୍ୟ ରାଜନୀତିରେ ଥମୁନି ମହାରଥୀ ଝଡ଼। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପୁଣିଥରେ ରାଜରାସ୍ତାକୁ...