ରାଜ୍ୟ ସରକାର ଛତିଶଗଡ଼ଠୁ କିଛି ଶିଖନ୍ତୁ: ନିରଞ୍ଜନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ପୁଣିଥରେ କୃଷି ପ୍ରସଙ୍ଗ ଉଠାଇଛନ୍ତି। ନିର୍ବାଚନ...

ମହାମେଣ୍ଟରେ ସାମିଲ ହେଲେ ଉପେନ୍ଦ୍ର କୁଶୱାହା, କହିଲେ ଏନଡିଏରେ ହେଉଥିଲା ମୋର ଅପମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ବିହାର ରାଜନୀତି ସରଗରମ ହୋଇଉଠିଛି। ବିରୋଧୀଙ୍କ ମହାମେଣ୍ଟ ସମ୍ଭାବନା ଧୀରେଧୀରେ ମଜବୁତ ହେବାରେ ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସହଯୋଗୀ ଥିବା ଆରଏଲଏସପିର ମୁଖ୍ୟ...

କେନ୍ଦ୍ରାପଡ଼ା ଜିଲ୍ଲା-ବିଜେପିରେ କନ୍ଦଳ !

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିରେ ବିବାଦ ଦେଖିବାକୁ ମିଳିଛି। ଜିଲ୍ଲା ସଭାପତିଙ୍କ ବିରୋଧରେ କିଛି ସଦସ୍ୟ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ଲିଖିତ ଅଭିଯୋଗ ପତ୍ର ପଠାଇଛନ୍ତି। ସଭ୍ୟଙ୍କ ଅଭିଯୋଗ, ଯେ...

ନବୀନଙ୍କ ଗଡ଼ରେ ପଶିବା କଂଗ୍ରେସ ପାଇଁ ଏତେ ସହଜ ନୁହେଁ!

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ହିନ୍ଦୀଭାଷୀ ରାଜ୍ୟ ଅର୍ଥାତ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ତଡ଼ି କଂଗ୍ରେସ କ୍ଷମତା ଦଖଲ କରିବା ପରେ ଦଳ ଭିତରେ ଏକ ନୂଆ ଉତ୍ସାହ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି।...

୨୦୧୯ ପୂର୍ବରୁ ୟୁପି ରାଜନୀତି ସରଗରମ, ଏସପି-ବିଏସପି ମେଣ୍ଟରୁ କଂଗ୍ରେସ ଆଉଟ୍!

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି। ରାଜନୈତିକ ଦଳମାନେ ଏଥିଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଏ ନେଇ ରାଜନୈତିକ...

କର୍ମୀଙ୍କୁ ଅପରାଜିତାଙ୍କ ରୋକଠୋକ୍ କଥା: “ଦଳ ପାଇଁ କାମ କର ନହେଲେ ବାହାର”

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବ ପ୍ରଶାସନିକ ଅଧିକାରୀ ତଥା ନିକଟରେ ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ଦଳୀୟ କର୍ମୀ ମାନଙ୍କୁ ରୋକଠୋକ୍ କିଛି କଥା ଶୁଣାଇଛନ୍ତି। ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ...

୨୦୧୯ରେ ବିଜେପି ସରକାର ଗଢ଼ିବ: ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବୁଧବାର ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଶାହ କହିଛନ୍ତି ଏହି ଫଳାଫଳ ୨୦୧୯ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ...

ଜିଲ୍ଲା ଅଧ୍ୟକ୍ଷରୁ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେମିତି ଥିଲା ଭୂପେଶଙ୍କ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲା ଯୁବ ଅଧ୍ୟକ୍ଷରୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେଶ ବାଘେଲ। ଛତିଶଗଡ଼ର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କ ଯୁବାବସ୍ଥାରୁ ହିଁ କଂଗ୍ରେସରେ ରହିଛନ୍ତି। ରାଜ୍ୟରେ କଂଗ୍ରେସକୁ ଆଗକୁ ନେବାରେ ତାଙ୍କର...

ବିଜେପି ଦେଲା କୃଷିଋଣ ଛାଡ଼ର ପ୍ରତିଶ୍ରୁତି, ପ୍ରତିକ୍ରୀୟା ରଖିଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଶାସନକୁ ଆସିଲେ ଦିଆଯିବ ସୁଧମୁକ୍ତ କୃଷିଋଣ :ବିଜେପି। ବିନାଶକାଳେ ବିପରୀତ ବୁଦ୍ଧି କହିଲା ବିଜେଡି ମଧ୍ୟପ୍ରଦେଶ ସରକାରଙ୍କ  କୃଷିଋଣ ଛାଡ଼ପରେ ଏବେ ରାଜ୍ୟରେ ବିଜେପି ବି ଦେଇଛି କୃଷିଋଣ ଛାଡ଼ର ପ୍ରତିଶ୍ରୁତି।...

ତିତ୍‌ଲି ପାଇଁ ଓଡ଼ିଶାକୁ ୧୦୨୩ କୋଟି ସହାୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ତିତ୍‌ଲି କ୍ଷୟକ୍ଷତି ନେଇ ଓଡ଼ିଶାକୁ ୧୦୨୩କୋଟିର ସହାୟତା ରାଶି ଘୋଷଣା କରାଯାଇଛି। ଓଡ଼ିଶାକୁ ୧୦୨୩ କୋଟି ୫୯ଲକ୍ଷ ଅତିରିକ୍ତ ସହାୟତା ମଂଜୁର କରାଯାଇଛି। ମଂଜୁର ନେଇ ସ୍ପଷ୍ଟ କରିଛନ୍ତି ଗୃହ ମନ୍ତ୍ରାଳୟ।...