ବିଜେପିର ମୁହଁ ଟାଣ, ଓଡ଼ିଶାରେ ସରକାର ଗଢ଼ିବା ନେଇ ଆଶାବାଦୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହାରିବା ସତ୍ତ୍ୱେ ଓଡ଼ିଶାରେ ୨୦୧୯ରେ ସରକାର ଗଠନ କରିବା ନେଇ ବିଜେପି ଆଶା ରଖିଛି। ଉକ୍ତ ତିନି ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ...

କେସିଆରଙ୍କ ମୁଣ୍ଡରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ମୁକୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ହେଲେ କେସିଆର। ତେଲେଙ୍ଗାନାରେ ଦ୍ଵିତୀୟ ଥର ପାଇଁ ଟିଆରଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି। ଗୁରୁବାର ତେଲେଙ୍ଗାନାର ରାଜଭବନଠାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ...

ଦିଲ୍ଲୀରେ ଗେହଲଟ, ସଚିନ – ରାହୁଲ କରିବେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡ଼ରେ ପାଇଲଟ, ଗେହଲଟ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର କସରତ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ...

ମଧ୍ୟପ୍ରଦେଶରେ ‘କମଲ’ ସରକାର! ରାହୁଲ କରିବେ ଘୋଷଣା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମଧ୍ୟପ୍ରଦେଶରେ ୧୫ ବର୍ଷର ପୁରୁଣା ଶିବରାଜ ସରକାରକୁ ଝଟକା ଦେଇ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି। ସରକାର ଗଠନ ନେଇ ମଧ୍ୟ ରାଜ୍ୟପାଳଙ୍କୁ ୧୨୧ ବିଧାୟକଙ୍କ ତାଲିକା ଦେଇଛି କଂଗ୍ରେସ।...

ବିଜେପିକୁ ଝଟକା – ପାଖରୁ ଗଲା ୧୮୩ ବିଧାୟକ ସିଟ, କଂଗ୍ରେସକୁ ଫାଇଦା

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ନିର୍ବାଚନ ଅନୁସାରେ ଏଥର ନିର୍ବାଚନରେ ବିଜେପିକୁ କ୍ଷତି ସହିବାକୁ ପଡ଼ିଛି। ସିଟ ହିସାବକୁ ନେଲେ ୨୦୧୩ ନିର୍ବାଚନ ସମୟରେ ଏହି ୫ଟି ରାଜ୍ୟରେ ବିଜେପିକୁ ୩୮୨ ସିଟ ମିଳିଥିବା ବେଳେ...

ନିର୍ବାଚନ ଫଳାଫଳକୁ ନେଇ ମୋଦିଙ୍କ ଟୁଇଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାର ନିର୍ବାଚନ ଫଳାଫଳ ଆସିଯାଇଛି। ଏହି ୫ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ କଂଗ୍ରେସ ବିଜେପିକୁ ମାତ୍‌ ଦେଇଛି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ...

କିଏ ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ? ନିଷ୍ପତ୍ତି ନେବେ ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାହୁଲଙ୍କୁ ମିଳିଲା ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନ କରିବା ଦାୟିତ୍ଵ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଦାୟିତ୍ଵ ରାହୁଲ ଗାନ୍ଧିଙ୍କୁ ଦିଆଯାଇଛି। ବୁଧବାର ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି...

ଓଡ଼ିଶାରେ ପରିବର୍ତ୍ତନ ଆବଶ୍ୟକ – ଅପରାଜିତା

  ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ରାଜ୍ୟରେ ଗୋଟିଏ ଦଳ ଅଧିକ ଦିନ ଶାସନରେ ରହିବା ଅନୁଚିତ। ୫ଟି ରାଜ୍ୟ ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ, ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳ ଆସିବା ପରେ ରାଜନୀତି ପାଣିପାଗ ଗରମ ହୋଇଯାଇଛି।...

ଡିସେମ୍ବର ୧୩ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେସିଆର!

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନରେ ଟିଆରଏସ୍ ବହୁମତ ହାସଲ କରିବା ପରେ କେସିଆର ହେବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ। ଟିଆରଏସ୍(ତେଲେଙ୍ଗାନା ରାଷ୍ଟ୍ର ସମିତି) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଡିସେମ୍ବର ୧୩ରେ ତେଲେଙ୍ଗାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ପିସିସି ସଭାପତିଙ୍କ ପ୍ରେସମିଟ୍: କହିଲେ, “ଶାସନକୁ ଆସିଲେ କରିବୁ କୃଷିଋଣ ଛାଡ଼”

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଆସିଥିବା ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ କଂଗ୍ରେସ ଭବନରେ ଉତ୍ସାହ। ୩ରାଜ୍ୟରେ କଂଗ୍ରେସକୁ ସଫଳତା ମିଳିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନିରଞ୍ଜନ ଅନେକଗୁ଼ଡ଼ିଏ ପ୍ରସଙ୍ଗ...