ପାଲଲହଡ଼ାରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର! ସ୍ୱାଗତ କଲେ ବିଧାୟକ ମହେଶ ସାହୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧର୍ମେନ୍ଦ୍ର ପାଲଲହଡ଼ାରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୯ରେ ଓଡ଼ିଶାରୁ କେଉଁଠୁ ନିର୍ବାଚନ ଲଢ଼ିବେ? ଏହାକୁ ନେଇ କଳ୍ପନା ଜଳ୍ପନା ଜୋର୍ ଧରିଥିବା ବେଳେ ପାଲଲହଡ଼ା...

କୁଆଡ଼େ ଗଲା କଂଗ୍ରେସର ଆଗୁଆ ପ୍ରାର୍ଥୀ ତାଲିକା?

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ନେଇ ଆଶାୟୀଙ୍କ ମଧ୍ୟରେ ଭାଳେଣି। ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ମଙ୍ଗ ଧରିବା ପରେ ୨୦୧୯ ନିର୍ବାଚନ ପାଇଁ ଆଗୁଆ ପାଗ ଭିଡ଼ିଥିଲା ଦଳ। ୪୨ଟି ବିଧାନସଭା ଆସନରେ...

ବିଜୟଙ୍କ ଘର ବାହୁଡ଼ା ଏତେ ସହଜ ନୁହେଁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ରାଜନୀତିରେ ବିଜୟ ମହାପାତ୍ର ଜଣେ ଅପରାଜୟ ସୈନ୍ୟ ଯାହାଙ୍କୁ ଭାଗ୍ୟ କେବେ ସାଥି ହୋଇନି। ଗୋଟିଏ ସମୟରେ ବିଜୁ ପଟ୍ଟନାୟକଙ୍କ ପରେ ସେ ଥିଲେ ଓଡ଼ିଶାର ସବୁଠୁ କ୍ଷମତାଶାଳୀ...

ନିର୍ବାଚନ ପ୍ରଚାରରେ ‘ଯୋଗୀ’ ସାଜିଲେ ଷ୍ଟାର, ପଛରେ ପଡ଼ିଗଲେ ମୋଦି-ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭା ନିର୍ବାଚନ ପ୍ରଚାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡିମାଣ୍ଡ। ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। କଂଗ୍ରେସର ପ୍ରଚାର ମଙ୍ଗ ରାହୁଲ ଗାନ୍ଧି ଧରିଥିବା ବେଳେ...

ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ପିଠା’ – ଏଣିକି ସରକାରୀ ଯୋଜନା ବିଷୟରେ ଜାଣିବେ ଗାଁ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାରୀ ଯୋଜନା ବାଟମାରଣା ରୋକିବାକୁ ପଦକ୍ଷେପ ପ୍ରତି ମାସ ୧୫ରୁ ୨୦ ତାରିଖ ଭିତରେ ହେବ କ୍ୟାମ୍ପ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ ଶ୍ରେଷ୍ଠ ପଞ୍ଚାୟତକୁ ମିଳିବ...

ସେଲଟର ହୋମରେ ଚାଲିଥିଲା ଧର୍ମ ପରିବର୍ତ୍ତନ – ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେଲଟର ହୋମରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। "ସେଲ୍‌ଟର୍ ହୋମରେ ନିରୀହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଆଶ୍ରୟ ଦେବା ନାଁରେ ଚାଲିଥିଲା ଧର୍ମ ପରିବର୍ତ୍ତନ। ରାଜ୍ୟ ସରକାର...

କେନ୍ଦ୍ରାପଡ଼ାରେ ବିଜେପି ଛାଡ଼ିଲେ ବିଜୟଙ୍କ ସମର୍ଥକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଇସ୍ତଫା ପରେ ଦୁଇ ଦିନ ହେଲା ବିଜୟଙ୍କ ସମର୍ଥକମାନେ ବିଜେପିରୁ ଇସ୍ତଫା ଦେବାରେ ଲାଗିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଶନିବାର ଦିନ...

ବିଜେପିର ଗତି କୁଆଡ଼େ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କିଛି ଦିନ ତଳେ ବଜେପି ପକ୍ଷରୁ ଏକ ଆଭ୍ୟନ୍ତରୀଣ ସର୍ଭେ କରାଯାଇଥିଲା। ସେହି ସର୍ଭେରୁ ଜଣାପଡ଼ିଛି  ଯେ ଓଡ଼ିଶାରେ...

ବିଜୁ ସମତା କ୍ରାନ୍ତିରେ ଯୋଗ ଦେବେ କି ବିଜୟ, ଦିଲ୍ଲୀପ? ପ୍ରସ୍ତାବ ଦେଲେ ଦାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ସମତା କ୍ରାନ୍ତି ଦଳରେ ସାମିଲ ହେବାକୁ ବିଜୟ, ଦିଲ୍ଲୀପଙ୍କୁ ଦାମ ଦେଲେ ପ୍ରସ୍ତାବ। ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ପରେ ସେମାନେ କେଉଁ ଦଳରେ...

ଆଇଏଏସ୍ ସ୍ତରରେ ଅଦଳ ବଦଳ – ଅଶୋକ ମୀନା ହେଲେ ଅର୍ଥ ବିଭାଗର ପ୍ରମୁଖ ସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଶାସନିକ ସ୍ତରରେ ଶନିବାର ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୩ ବ୍ୟାଚର ଆଇଏଏସ୍ ଅଫିସର ଅଶୋକ କୁମାର...