ମହାନଦୀ ମହାପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଦାୟୀ କଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାନଦୀକୁ ବିଜେଡି ଅସ୍ତ୍ର କରିଥିବା ବେଳେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦି।
"ମହାନଦୀକୁ ନେଇ ଅଯଥାରେ ବିବାଦ ତିଆରି...
ମୋଦିଙ୍କ ଚାରି ବର୍ଷର ରିପୋର୍ଟ କାର୍ଡ: ଜାଣନ୍ତୁ କଟକ ଭାଷଣର ୨୦ଟି ଗୁରୁତ୍ୱପୂର୍ଣ୍ଣ କଥା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନକଲ୍ୟାଣ ସମାବେଶରେ ଦେଇଥିବା ଭାଷଣର କୋଡ଼ିଏଟି ମୁଖ୍ୟ ଆକର୍ଷଣ।
୧. ଏନଡିଏ ସରକାର ୪ ବର୍ଷ ମଧ୍ୟରେ ଭାରତକୁ ଅବ୍ୟବସ୍ଥାରୁ ବ୍ୟବସ୍ଥାକୁ ଓ କୁଶାସନରୁ ଶାସନକୁ...
ଭୁବନେଶ୍ଵରରେ ବିଳମ୍ବରେ ପହଞ୍ଚିବେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଥେଷ୍ଟ ବିଳମ୍ବରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଯଥେଷ୍ଟ ବିଳମ୍ବରେ ଭୁବନେଶ୍ଵରରେ ପହଞ୍ଚିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର...
ମୋଦି ପୁରୀରୁ ଲଢ଼ିବା ପ୍ରସଙ୍ଗ: ଅମିତ ଶାହା କହିଲେ, “ଏଯାଏଁ ଆସନ ସ୍ଥିର ହୋଇନି”
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନରେ ପୁରୀରୁ ଲଢ଼ିବା ପ୍ରସଙ୍ଗରେ ମତ ଦେଇ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏଯାଏଁ ଆସନ ସ୍ଥିର ହୋଇନି।
୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ...
ମୋଦି ଦେଶର ବିକାଶ ନୁହେଁ, ବିନାଶ କରିବେ: କପିଲ ସିବଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପାଳୁଛି ବିଶ୍ଵାସଘାତ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ...
ମହାନଦୀ ପ୍ରସଙ୍ଗରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ନବୀନ: ସମ୍ବିତ ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ସିଧାଳସଳଖ ନବୀନ ପଟ୍ଟନାୟକଙ୍କୁ ବାଣ ମାରିଛି।
ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେଡି। ଛତିଶଗଡ଼ ଏବଂ କେନ୍ଦ୍ରର...
କଟକରେ କ’ଣ କହିବେ ମୋଦି?
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମହାନଦୀ ପଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ'ଣ କହିବେ? ଓଡ଼ିଶାର ଜୀବନରେଖା ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିବେ ନା ଏହାକୁ ଉଡ଼ାଇ ଦେବେ ତା' ଉପରେ ସମସ୍ତଙ୍କ ନଜର।
ଦୁଇ ବର୍ଷ...
ଶକ୍ତି ପରୀକ୍ଷାରେ ପାସ କଲେ କୁମାରସ୍ୱାମୀ: କକ୍ଷତ୍ୟାଗ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ବହୁମତ ପରୀକ୍ଷାରେ ପାସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ।
ମୁଖ୍ୟମନ୍ତ୍ରୀ ହେବାର ତିନିଦିନ ପରେ ବିଧାନସଭାରେ ବିଶ୍ଵାସ ମତ ହାସଲ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ। ଏପଟେ...
୨୦୧୯ରେ ମେଣ୍ଟକୁ ନା କହିଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ରେ ମେଣ୍ଟକୁ ନା କହିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମଦୂରତ୍ୱ ପ୍ରସଙ୍ଗକୁ ପୁଣି ଦୋହରାଇଲେ ନବୀନ।
କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀ ଦଳ ଏକାଠି ହୋଇଛନ୍ତି। ବିଜେପିକୁ ଦୂରେଇ ରଖିବା...
ଏବେ ଦେଶରେ ଭୋଟ ହେଲେ କେମିତି ରହିବ ମୋଦିଙ୍କ ଭାଗ୍ୟ: କ’ଣ କହୁଛି ସର୍ଭେ ରିପୋର୍ଟ?
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଦେଶରେ ନିର୍ବାଚନ ହୁଏ ତେବେ ପୁଣିଥରେ ବିଜେପି ସରକାର ଗଢ଼ିବ ବୋଲି ଏକ ସର୍ଭେ ରିପୋର୍ଟରେ କୁହାଯାଇଛି।
ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ...




















