ଆଜିର ବଡ଼ ଖବର(ଏପ୍ରିଲ୍ ୭, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଆଇପିଏଲ୍ ସିଜିନ୍-୧୧ର ପ୍ରଥମ ବିଜୟ ହାସଲ କରିଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଛି।...
ଅମିତ ଶାହା କାହାକୁ କହିଲେ ସାପ-ନେଉଳ-କୁକୁର?
ଓଡ଼ିଶାଲାଇଭ୍ ବ୍ୟୁରୋ
୩୯ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ମୁମ୍ବାଇ ରାଲିରେ ଯୋଗଦେଇ ବିରୋଧୀଙ୍କ ନାଁ ନନେଇ ବର୍ଷିଛନ୍ତି।
"ଯେତେବେଳେ ବନ୍ୟା ପାଣି ମାଡ଼ିଯାଏ ସେତେବେଳେ...
ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତ: ହସରେ ଉଡ଼ାଇଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତ ଉପରେ ହସି ହସି ମନ୍ତବ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କ ଏହି ସ୍ମିତହାସ୍ୟ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ୧୨୦ ମିଶନକୁ ସେତେଟା...
ଅମିତ ଶାହାଙ୍କ ‘ମିଶନ୍-୧୨୦ ପ୍ଲସ୍’: ନବୀନ କହିଲେ, “ଅତିରଞ୍ଜିତ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତକୁ ନେଇ ପୁଣି ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଶାହାଙ୍କ '୧୨୦ ପ୍ଲସ୍' ଆସନର ଜବାବ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି।
ଭବାନିପାଟଣା ସମାବେଶରେ ମିଶନ୍-୧୨୦ ସମ୍ପର୍କରେ...
ବଲାଙ୍ଗିରରେ ଗର୍ଜିଲେ ଅମିତ ଶାହା: କହିଲେ, “୧୨୦ରୁ ଅଧିକ ଆସନ ଜିତିବୁ”
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଯୁବ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ୨୦୧୯ରେ ୧୨୦ରୁ ଅଧିକ ଆସନରେ ଜିତିବୁ ବୋଲି ଶାହା କହିଛନ୍ତି।
"ଭବାନିପାଟଣା ସମାବେଶରେ ମିଶନ୍-୧୨୦ କଥା...
ବଲାଙ୍ଗିର ଦେଓଗାଁରେ ଦଳିତଙ୍କ ଘରେ ଖାଇଲେ ଅମିତ ଶାହା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଲିପତ୍ରରେ ଖାଇଲେ ଅମିତ ଶାହା
ଭାତ ସାଙ୍ଗକୁ ମୁଗ ଡାଲି ଏବଂ ଶାଗ-ବଡ଼ିର ମଜାନେଲେ
ଗହମ ଖିରୀ-ପିଠା ବି ଖାଇଲେ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି...
ବିଜେଡିରେ ମିଶିଲେ ଚନ୍ଦ୍ରଶେଖର: କହିଲେ, “ନବୀନଙ୍କ ବିକାଶ ଧାରା ମୋତେ ଆକର୍ଷିତ କଲା”
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ତାଙ୍କ ସହ ବିକ୍ରମ ପଣ୍ଡା ଏବଂ ଭଗବାନ ଗନ୍ତାୟତ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ନିକଟରେ ସେମାନେ...
ଆଜି କଡ଼ା ଟକ୍କର: ପଶ୍ଚିମ ଓଡ଼ିଶା ମିଶନରେ ଶାହା, ଦକ୍ଷିଣ ଓଡ଼ିଶା ମିଶନରେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଓଡ଼ିଶା ରାଜନୀତି ଦେଖିବ କଡ଼ା ଟକ୍କର। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପଶ୍ଚିମ ଓଡ଼ିଶା ମିଶନରେ ଆସୁଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାଉଛନ୍ତି ଦକ୍ଷିଣ ଓଡ଼ିଶା...
ପୂର୍ବ ରାୟରେ ଅଟଳ, ଏସସି-ଏସଟି ଆକ୍ଟ ପୁନର୍ବିଚାର କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ସି, ଏସ୍ଟି ଆକ୍ଟରେ ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ନିବେଦନ କରିଥିଲେ। ଏନେଇ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ସରକାର। ହେଲେ ଏହି ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।
ନିଜ...
‘କଂଗ୍ରେସମୁକ୍ତ’ ଓଡିଶା: ଆଉ ବେଶି ଦିନ ନୁହେଁ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ଥିଲା 'କଂଗ୍ରେସମୁକ୍ତ' ଭାରତ। ଏହି ସ୍ଲୋଗାନ ଅନେକ ମାତ୍ରାରେ ସଫଳ ହୋଇଛି ମଧ୍ୟ। ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ବିଜେପି କବ୍ଜାକୁ...




















