ବିଜେଡି ପଦଯାତ୍ରାକୁ ତୀର ମାରିଲା ବିଜେପି: କହିଲା,’ସଫଳତା’ ନୁହେଁ ଏହା ‘ଘଣ୍ଟଘୋଡ଼ା’ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ 'କେନ୍ଦ୍ର ଅବହେଳା'କୁ ଅସ୍ତ୍ର କରି ବିଜେଡି ଗାନ୍ଧିଜୟନ୍ତୀଠାରୁ ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା। ୧୦ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେଡି ନେତା ଗାଁ ଗାଁ ବୁଲି...

ବିଜେଡିର ପଦଯାତ୍ରା ଆରମ୍ଭ: ‘କେନ୍ଦ୍ର ଅବହେଳା’କୁ ଅସ୍ତ୍ର କଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗାନ୍ଧିଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା। ଭୁବନେଶ୍ୱର ବେହେରାସାହିର ମହିଷାଖାଲ ବସ୍ତିରୁ ଏହି ପଦଯାତ୍ରା ଶୁଭାରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ପଦଯାତ୍ରା...

ବିଜେପିରେ ମିଶିଲେ ଅଶୋକ ପାଣିଗ୍ରାହୀ: ବିଜେପୁର ପାଇଁ ଶକ୍ତି ପ୍ରଦର୍ଶନ କଲା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି ଆଜି ବରପାଲିରେ ଶକ୍ତି ପ୍ରଦର୍ଶନ କରିଛି। ପ୍ରାୟ ୩୦ ହଜାର କର୍ମୀଙ୍କୁ ଠୁଳକରି ବିଜେପି ବିଜେପୁର ପାଇଁ ବିଗୁଲ ଫୁଙ୍କିଛି। ବିଜେଡିର ବିଦ୍ରୋହୀ ନେତା ଅଶୋକ...

ମହିଷାଖାଲଠାରୁ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଚରମ ଅବହେଳା, କେନ୍ଦ୍ର ଅନୁଦାନ ହ୍ରାସ ପ୍ରତିବାଦ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ଦାବିରେ...

ପିସିସି ସଭାପତି ପରିବର୍ତ୍ତନ: ଅଙ୍କ ଛିଡୁନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ରହିଥିବା ପରିଲକ୍ଷିତ ହୋଇଛି। ଦଳର ଅନ୍ୟତମ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ସଭାପତି ପରିବର୍ତ୍ତନ ଉପରେ ପ୍ରତିକ୍ରିୟା...

ଅଡ଼ୁଆରେ ଅଶୋକ: ବିଜେପୁର ଯୁଦ୍ଧ ପୂର୍ବରୁ ବରଗଡ଼ ବିଜେପିରେ ବିଦ୍ରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ ନିର୍ବାଚନ ଯୁଦ୍ଧ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପିରେ ବିଦ୍ରୋହର ବିଗୁଲ୍‌ ବାଜିଛି। ଏହି ବିଗୁଲ୍ ଫୁଙ୍କିଛନ୍ତି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେଲେ ଆମେ...

ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି:”ବିଜେପୁରରେ ଜିତିବ ବିଜେପି”, ବିଜେଡି କହିଲା “କଥାର କିଛି ମୂଲ୍ୟ ନାହିଁ”

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଉପ-ନିର୍ବାଚନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। କହିଛନ୍ତି, ବିଜେପି ବିଜେପୁର ଦଖଲ କରିବ। ବିଜେପିର ବିଜୟକୁ କେହି ରୋକିପାରିବେ ନାହିଁ। ଏଭଳି ବାଣ ଛାଡ଼ି ଧର୍ମେନ୍ଦ୍ର...

କମଲ ହାସନ ବିଜେପିରେ ମିଶିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତା କମଲ ହାସନ ରାଜନୀତିକୁ ଆସିବେ ବୋଲି ବିଗତ କିଛି ଦିନ ଧରି ଘୋର ଚର୍ଚ୍ଚା ଚାଲିଥିଲା। ହାସନ ନିଜେ କହିସାରିଛନ୍ତି ଯେ ସେ ନିଜର ଏକ ଦଳ ଗଠନ କରିପାରନ୍ତି।...

ପ୍ରଭାତ ବିଶ୍ୱାଳଙ୍କୁ ପୁଣିଥରେ ଝଟକା: ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପୁଣି ଥରେ ଝଟକା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ମାମଲାର ଗୁରୁତ୍ୱ ଓ ସିବିଆଇର ତଦନ୍ତକୁ...

ମୋଦିଙ୍କ ଗଡ଼ ଗୁଜୁରାଟରେ ରାହୁଲ: ଚା’ ଖଟିରେ ବସିଲେ, ଶଗଡ଼ରେ ବୁଲିଲେ

ଓଡିଶାଲାଇଭ୍ ବ୍ୟୁରୋ ଦୁଇ ଦଶନ୍ଧି ହେଲା କଂଗ୍ରେସର କୌଣସି ନେତା ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସି ନାହାନ୍ତି। ରାହୁଲ ଗାନ୍ଧି ହେଉଛନ୍ତି ପ୍ରଥମ କଂଗ୍ରେସ ନେତା, ଯିଏକି ଦୁଇ ଦଶନ୍ଧି ପରେ ୩...