ସବୁଠି ବାଜି ମାରିନେଲା ଛାତ୍ର ବିଜେଡି: ବାଜା ବଜାଇ ସେଲିବ୍ରେସନ୍ ପାଳିଲେ ବିଜୟୀ ପ୍ରାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। ଏହାକୁ ନେଇ ପ୍ରମୁଖ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି କଟକ ଶୈଳବାଳା କଲେଜ, ସବୁଠି ଚାଲିଛି...

ସୁବଳ ସାହୁ ପରିବାରକୁ ନେଇ କଥା କଟାକଟି : ନିରଞ୍ଜନ କହିଲେ ‘ପର ଘରଭଙ୍ଗା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ସଦସ୍ୟ ବିଜେଡିରେ ଯୋଗ ଦେବା ପରେ ଏହି ଘଟଣାରେ ଆକ୍ଷେପ ପ୍ରତି ଆକ୍ଷେପ ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ...

ମିଶନ ବିଜେପୁର: କଂଗ୍ରେସରୁ ‘ରୀତା’ଙ୍କୁ ଆଣିଲା ବିଜେଡି, ବିଜେପି ନଜରରେ ଏକ୍ସ-ଏମ୍‌ଏଲ୍‌ଏ ‘ଅଶୋକ ପାଣିଗ୍ରାହୀ’!

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ନେଇ ଚାଲିଛି ଟଣାଟଣି ରାଜନୀତି। ବିଜେଡି ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ 'ରୀତା ସାହୁ'ଙ୍କୁ ଆମଦାନୀ କରି ପ୍ରାର୍ଥୀ କରିବାକୁ ସଜବାଜ ହୋଇଥିବା ବେଳେ ବିଜେଡିର...

ରମାଦେବୀରେ ଛାତ୍ର ବିଜେଡିର ବାଜିମାତ୍: ସଭାନେତ୍ରୀ ହେଲେ ସୌଭାଗ୍ୟ ସୌମ୍ୟାଶ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରାଜଧାନୀ କଲେଜକୁ କବ୍‌ଜା କଲା ଛାତ୍ର ବିଜେଡି। ଛାତ୍ର ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ଏହି ଦୁଇ ପ୍ରମୁଖ କ୍ୟାମ୍ପସରେ ନିର୍ବାଚିତ ହୋଇଛନ୍ତି। ରମାଦେବୀରେ ଛାତ୍ର ବିଜେଡି ସମର୍ଥିତ...

ବିଜେଡିରେ ସାମିଲ ହେଲେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରେ ସାମିଲ୍‍ ହେଲେ ବିଜେପୁରର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର। ବିଜେଡି ପାର୍ଟି ଅଫିସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶନିବାର ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁ, ପୁଅ ସୁମିତ...

ବିଜେଡିକୁ ହରାଇବା ସହଜ ନୁହେଁ କହିଲେ ବିଜେପି ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅମିତ ଶାହାଙ୍କ ଗଣିତକୁ ଚନ୍ଦନ ମିତ୍ରଙ୍କ ଚ୍ୟାଲେଞ୍ଜ ଚନ୍ଦନ ମିତ୍ରଙ୍କ ଲେଖାକୁ ନେଇ ବିଜେପିରେ ହଇଚଇ ବିଜେଡିର ସ୍ୱାଗତ, ବିଜେପି କହିଲା ପ୍ରୟୋଜିତ ଏକ ପ୍ରମୁଖ ଜାତୀୟ ଇଂରାଜୀ ଖବରକାଗଜ ‘ହିନ୍ଦୁସ୍ତାନ...

ଚନ୍ଦନ ମିତ୍ରଙ୍କ ଗଣିତ: ବିଜେଡିକୁ ‘ଚନ୍ଦନ’, ବିଜେପିକୁ ‘ପବନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ରାଜନୀତିକୁ ନେଇ ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ଅଙ୍କ  କଷିଛନ୍ତି। ତାଙ୍କ ଗଣିତ କହୁଛି ୨୦୧୯ରେ ଓଡ଼ିଶାରେ ପଦ୍ମ ଫୁଟିବନି। ଚନ୍ଦନ ମିତ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ...

‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ’ ପରେ ପ୍ରଚାର ଶେଷ: ପ୍ରତିଶ୍ରୁତିରେ ପୋତି ପକାଇଲେ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହୋଇଛି 'ହ୍ୱାଟ ଆଇ ଷ୍ଟାଣ୍ଡ  ଫର୍‌ ମିଟିଂ।' ପ୍ରାର୍ଥୀ ଏବଂ ସମର୍ଥକମାନେ ଶୋଭାଯାତ୍ରାରେ କ୍ୟାମ୍ପସ୍‌କୁ ଆସି ନିଜ ପତିଆରା ଦେଖାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ...

ଚତୁର୍ଥ ଦିନରେ ପ୍ରଭାତଙ୍କୁ ମାରାଥନ୍ ଜେରା: ଖୋଲୁଛି ସିସୋର୍‌ ଲିଙ୍କ୍‌ର ଗୁମର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ସିବିଆଇ ଅଫିସ୍‌ରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଚାଲିଛି ମାରାଥନ୍‌ ଜେରା। ରିମାଣ୍ଡର ଚତୁର୍ଥ ଦିନରେ ସିବିଆଇ ଅଧିକାରୀ ପ୍ରଭାତଙ୍କଠାରୁ ସିସୋର୍‌ ସମ୍ପର୍କିତ ଅଧିକ ତଥ୍ୟ ବାହାର କରୁଛନ୍ତି। ସିସୋର୍‌ ସହ...

୨୦୧୮ରେ ସାଧାରଣ ନିର୍ବାଚନ, ସଜବାଜ ହେଲେଣି ମୋଦି-ଶାହା ଯୋଡ଼ି!

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମୟ ପୂର୍ବରୁ ନିର୍ବାଚନ ବିଗୁଲ୍‌ ଫୁଙ୍କିପାରନ୍ତି ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଯୋଡ଼ି ଚମକାଇବା ଭଳି ନିଷ୍ପତ୍ତି ନେବାରେ ସିଦ୍ଧହସ୍ତ। ବର୍ତ୍ତମାନ ଖବର ଆସୁଛି ୨୦୧୯ରେ ହେବାକୁ...