ନୂଆ ଦିଲ୍ଲୀରେ ଆରମ୍ଭ ହେଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ସମେତ ଦଳର ବହୁ ବରିଷ୍ଠ ନେତା...

ବିଜେପୁର ଜନାଦେଶ: ଚାଲିଛି ବିଜେପୁର ଭୋଟ ଗଣତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ ରିତା ସାହୁ ୫,୭୬୬ ଭୋଟରେ ଆଗୁଆ ବିଜେଡି-ବିଜେପି ଭିତରେ ଚାଲିଛି ଟକ୍କର ଚାଲିଛି ବିଜେପୁର ଭୋଟ ଗଣତି। ପଦ୍ମପୁର କଲେଜ ପରିସରରେ ବ୍ୟାପକ...

ପିପିଲି ଥାନାରେ ମହାରଥୀ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ପିପିଲି ଥାନାରେ ବିଜେଡି ବିଧାୟକ ପ୍ରାର୍ଥି ପ୍ରଦୀପ ମହାରଥୀ। ମହାରଥୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ। ଫାର୍ମହାଉସରେ SST ଟିମ୍‌ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପଚରାଉଚରା ଆରମ୍ଭ କରିଛି...

ବିରୋଧୀଙ୍କୁ କଡ଼ା ଜବାବ ଦେଲେ ଅମିତ ଶାହ – ‘‘ନାଗରିକତା ଆଇନ୍‌ ଉପରେ ନଇଁବେନି ସରକାର’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସାରା ଦେଶରେ ନାଗରିକତା ଆଇନ୍‌ ବିରୋଧରେ ନିଆଁ ଜଳୁଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଯେତେ ହୋ ହଲ୍ଲା କଲେ ବି ସରକାର...

ବଦଳିଗଲା ବିଜେପି ଇସ୍ତାହାରର ‘କଭର ପେଜ୍’ – କେବଳ ‘ମୋଦି’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ‘ମୋଦି’ ନାଁକୁ ଜପି ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି। ବିଜେପି ଏବେ କେବଳ ‘ମୋଦି’ ନାଁ ଜପୁଛି। ଦଳୀୟ ପୋଷ୍ଟର ବ୍ୟାନରରେ ’ମୋଦି’ଙ୍କ ଫଟୋ ଛାଇ ଯାଇଥିବା ବେଳେ ଆଜି ପ୍ରକାଶ...

ପଦ୍ମ ଧରୁ ଧରୁ ବର୍ଷିଲେ ସିନ୍ଧିଆ – ‘‘କଂଗ୍ରେସରେ ନୂଆ ନେତୃତ୍ୱଙ୍କୁ ସୁଯୋଗ ମିଳେନି’’

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମ ଧରୁ ଧରୁ କଂଗ୍ରେସ ଏବଂ କମଲନାଥ ସରକାରଙ୍କ ଉପରେ ବର୍ଷିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ନୂଆଦିଲ୍ଲୀସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଜ୍ୟୋତିରାଦିତ୍ୟ। ‘‘କଂଗ୍ରେସରେ ବର୍ତ୍ତମାନ...

ଷୋଡ଼ଶ ଲୋକସଭାର ଶେଷ ଅଧିବେଶନ – ସଂସଦରେ ମୋଦି ଦେଲେ ବିଦାୟୀ ଭାଷଣ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ଶେଷ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଷୋଡ଼ଶ ଲୋକସଭାର ଏହା ଥିଲା ଶେଷ ଅଧିବେଶନ। ସପ୍ତଦଶ ଲୋକସଭା ଗଠନ ହେବା ଯାଏଁ ସଂସଦର ଦୁଇ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ...

୭ ଲୋକସଭା ଆସନରେ ବିଜେଡି ଦେଲା ନୂଆ ମୁହଁ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୯ ଲୋକସଭା ଆସନରୁ ୭ଟିରେ ବିଜେଡି ଦେଲା ନୂଆ ମୁହଁ, ୩ ମହିଳା। ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ମୋଟ ୯...

କୁନ୍ଦୁଲି ଗଣଦୁଷ୍କର୍ମ: ପୀଡ଼ିତା ପରିବାରକୁ କ୍ଷତିପୂରଣ ଦାବି କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୀଡ଼ିତା ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି ଏଚ୍‌ଆର୍‌ପିସି ଏଡିଜି ଏବଂ କୋରାପୁଟ ଏସ୍‌ପିଙ୍କ ବରଖାସ୍ତ ଦାବି କୁନ୍ଦୁଲି ଗଲା କ୍ରାଇମବ୍ରାଞ୍ଚ ଟିମ୍‌ ବିଜେଡି କହିଲା ଅଯଥା ରାଜନୀତି କୁନ୍ଦୁଲି...

ବିଧାନସଭାରେ ଥମୁନି ‘ସ୍ମିତାରାଣୀ’ ଝଡ଼ – ମୁହଁରେ କଳାପଟି ବାନ୍ଧି ବସିଲେ ବିଜେପି ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଧାନସଭା ଶୀତ ଅଧିବେଶନର ଥମୁନି ସ୍ମିତାରାଣୀ ବିଶ୍ୱାଳ ଝଡ଼। ପ୍ରଥମ ଓ ଦ୍ୱିତୀୟ ଦିନ ସ୍ମିତାରାଣୀ ଝଡ଼ରେ ବିଧାନସଭା ଧୋଇ ହୋଇ ଯାଇଥିବା ବେଳେ ତୃତୀୟ ଦିନରେ ବିଜେପି ବିଧାୟକମାନେ...