ଅକ୍ଟୋବର ୨ରୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ

ଓଡ଼ିଶାଲାଇଭ ବ୍ୟୁରୋ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ରାଜ୍ୟରେ କଡ଼ାକଡ଼ି ହେବ ଆଇନ। ଅକ୍ଟୋବର ୨ରୁ ସହରାଞ୍ଚଳ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ...

୨୭ରେ ଓଡ଼ିଶା ଆସିବେ ଅମିତ ଶାହ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ୩ ପ୍ରମୁଖ ଦଳଙ୍କ ଫୋକସରେ ରହିଛି ବାକି ଆସନ। ସେଥିପାଇଁ ସବୁଠି ଜମୁଛି ପ୍ରଚାର। ମୋଦି ଓ...

ବଢ଼ିଲାନି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗହମ, ବାର୍ଲି, ସୋରିଷ, ଚଣା, ମସୁରର ବଢ଼ିଲା ଏମ୍‌ଏସ୍‌ପି ଗହମ ଓ ବାର୍ଲି କୁଇଣ୍ଟାଲ ପିଛା ବଢ଼ିଲା ୮୫ ଟଙ୍କା ସୋରିଷ ବଢ଼ିଲା ୨୨୫ ଟଙ୍କା ମସୁର ୩୨୫ ଟଙ୍କା ଧାନର...

ମଥୁରାରେ ହେବ ସେଲିବ୍ରିଟି ଟକ୍କର – ହେମାଙ୍କ ସହ ଲଢ଼ିବେ ସପନା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଥୁରାରେ ହେମାମାଳିନୀଙ୍କ ସହ ନିର୍ବାଚନ ଲଢ଼ି ପାରନ୍ତି ହରିୟାଣା ଡ୍ୟାନ୍ସର ସପନା ଚୌଧୁରୀ। ହରିୟାଣାର ପ୍ରଖ୍ୟାତ ଡ୍ୟାନ୍ସର, ଅଭିନେତ୍ରୀ, ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ସପନା ଚୌଧୁରୀ ଶନିବାର କଂଗ୍ରେସରେ ସାମିଲ ହୋଇଛନ୍ତି।...

ମତଦାନ କେନ୍ଦ୍ର ନିକଟରେ ଲାଣ୍ଡମାଇନ୍‌ ବିସ୍ଫୋରଣ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଛତିଶଗଡ଼ ମାଓ ପ୍ରବଣ ଅଞ୍ଚଳ ମତଦାନ କେନ୍ଦ୍ର ନକଟରେ ନକ୍ସଲଙ୍କ ଲାଣ୍ଡମାଇନ୍‌ ବିସ୍ଫୋରଣ। ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଥିବା ପରଶଗାଓଁ ମତଦାନ କେନ୍ଦ୍ର ନିକଟରେ ନକ୍ସଲମାନେ ଲାଣ୍ଡମାଇନ୍‌ ବିସ୍ଫୋରଣ କରିଛନ୍ତି।...

ରାଜନୀତି ଇତିହାସରେ ଅପ୍ରତ୍ୟାଶିତ: କେମିତି ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ ସିଂହ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ମେ’ ୨୨ ତାରିଖରେ ଡକ୍ଟର ମନମୋହନ ସିଂହ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ। ଏହା ଏକଦମ୍ ଅପ୍ରତ୍ୟାଶିତ ଥିଲା। ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏକୁ ବହୁମତ ମିଳିଥିଲା। ଦୀର୍ଘ...

ମହାନଦୀ ବିବାଦ: କେନ୍ଦ୍ରର ସତ୍ୟପାଠ ବନାମ ରାଜ୍ୟ ସତ୍ୟପାଠ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ କାଉଣ୍ଟର କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ବିଭ୍ରାନ୍ତିକର ତଥ୍ୟ ଦେଇଥିବା ବିଜେଡି ଅଭିଯୋଗ...

ନବୀନଙ୍କୁ କାହିଁକି ଆକ୍ରମଣ କରୁ ନାହାନ୍ତି ମୋଦି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବୀନଙ୍କ ବିରୋଧରେ ମୋଦିଙ୍କ ସ୍ୱର ନରମୁଛି। ଲୋକସଭା ନିର୍ବାଚନରେ ବଦଳିଯିବ କି ସମୀକରଣ? ଓଡ଼ିଶା ବିଜେପିର ଭରସା ହେଉଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ନାଁ ଜପି ୨୦୧୯ ନିର୍ବାଚନ ବୈତରଣୀ ପାର୍...

ଶିଶୁ ଦିବସରେ ମନର କଥା କହିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛାତ୍ରଛାତ୍ରୀଙ୍କ ସହ ପ୍ରଥମ ଥର ପାଇଁ ଭାବବିନିମୟ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଶେଷ ହୋଇଛି ପ୍ରସ୍ତୁତି। କ୍ୟାପିଟାଲ ହାଇସ୍କୁଲ ପଡ଼ିଆରୁ ଟିଭି ମାଧ୍ୟମରେ...

କାଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲି ଫସିଲେ ଟ୍ରମ୍ପ

ଓଡ଼ିଶାଲାଇଭ ବ୍ୟୁରୋ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଏନେଇ ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ରବିଶ କୁମାର ଟୁଇଟ କରି ସ୍ପଷ୍ଟ କରିଛନ୍ତି...