ଚଣ୍ଡିଖୋଲ ପେଟ୍ରୋଲ ରିଜର୍ଭ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ପେଟ୍ରୋଲିୟମ ରିଜର୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬ ହଜାର ୫୦୦ କୋଟି...

ମହାଗଣତି ଆରମ୍ଭ, ବିଜେପି ଆଗୁଆ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ୨୦୧୯ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି।୫୪୨ ଲୋକସଭା ଆସନ,ଓଡ଼ିଶାର ୧୪୬ ବିଧାନସଭା ଆସନ ଓ ଅନ୍ୟ ୩ଟି ରାଜ୍ୟର ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ବିଭିନ୍ନ...

ବିଜେପିକୁ ଦିଅ ୫ ବର୍ଷ, ଓଡ଼ିଶା ହେବ ୧ ନମ୍ବର – ରାଜନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଯାଜପୁରର ବରୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି ରାଜନାଥ ସିଂହ। ରାଜନାଥ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ ନିଜ ଅଭିଭାଷଣ ପ୍ରଶ୍ନ ବାଣରେ...

ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ୮ରେ ଆସିବ ପଦ୍ମପୁର ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତିଶୃଙ୍ଖଳାରେ ସରିଛି ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ପଦ୍ମପୁର ପରୀକ୍ଷାର ଫଳାଫଳ। ପଦ୍ମପୁର ବିଧାସନଭା ଉପନିର୍ବାଚନ ଲାଗି...

ସୁପ୍ରିମକୋର୍ଟରେ ଗଡ଼ବଡ଼! ମିଡିଆରେ ମୁହଁ ଖୋଲିଥିବା ୪ ବିଚାରପତିଙ୍କୁ ଜାଣନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ କିଛି ଠିକ୍‌ଠାକ୍‌ ଚାଲିନି। ପ୍ରଥମ ଥର ପାଇଁ ମିଡିଆରେ ଏଭଳି ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି। ଏହି ୪ ବିଚାରପତି କିଏ...

ଭୋଟ ପାଇଁ ମହାନଦୀକୁ ନେଇ ରାଜନୀତି କରୁଛି ବିଜେଡି: ବିଶ୍ୱଭୂଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିକୁ ସମାଲୋଚନା କରିଛନ୍ତି। "ବିଜେପି ସବୁବେଳେ ଓଡିଶା ଏବଂ ମହାନଦୀ ପାଇଁ ଲଢେଇ କରି ଆସୁଛି। ଭବିଷ୍ୟତରେ ମଧ୍ୟ...

ତୈମୁରଙ୍କୁ ସାଙ୍ଗରେ ଧରି କରୀନା ଦେଲେ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମୁମ୍ବାଇରେ ଆଜି ଭୋଟ ଦେଇଛନ୍ତି। କରୀନା ପୁଅ ତୈମୁରଙ୍କୁ ନେଇ ବୁଥରେ ପହଞ୍ଚିଥିଲେ। କରୀନା ହ୍ୱାଇଟ ଟି ସାର୍ଟରେ ନଜର ଆସିଥିଲେ। କରୀନା ଡୁରୁଏଲୋ କନଭେଣ୍ଟ...

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି, ଅଗଷ୍ଟ ୧୦ ପର୍ଯ୍ୟନ୍ତ ଗିରଫ ହେବେନି

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦ ଘେରରେ ଫସିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଆଶ୍ଵସ୍ତି ଦେଇଛନ୍ତି ସୁପ୍ରିୟମକୋର୍ଟ। ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ନୂପୁର ଶର୍ମାଙ୍କୁ...

ପ୍ରବାସୀ ଓଡ଼ିଆଙ୍କୁ ନେଇ ତେଜିଲା ରାଜନୀତି, ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ   ସରକାରଙ୍କୁ ନିରଞ୍ଜନଙ୍କ ତୀର ସରକାର ଆମ କଥା ଶୁଣୁ ନାହାନ୍ତି କାହା ସହିତ ଆଲୋଚନା କରୁ ନାହାନ୍ତି ଟ୍ରେନ୍‌ ଭଡ଼ା ଦେବାକୁ କଂଗ୍ରେସ ପ୍ରସ୍ତୁତ ଥିଲା ପରିବହନ ମନ୍ତ୍ରୀ...

ବିଜେଡି ନେତାଙ୍କ ଗାଡ଼ିରୁ ଜବତ ହେଲା ୧୨ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଡ଼ା ବିଡ଼ା ଟଙ୍କା ଜବତ କରୁଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ। ମଙ୍ଗଳବାର ବରଗଡ଼ ବିଜେଡି ନେତାଙ୍କ ଗାଡ଼ିରୁ ଜବତ ହୋଇଛି...