ହରଡ଼ଘଣାରେ ବିଜେପି, ୧୭ ନେତା-କର୍ମୀ ଜେଲରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମିଶନ୍‌-୧୨୦ ଯୁଦ୍ଧ ପୂର୍ବରୁ ରାଜ୍ୟ ବିଜେପିକୁ ଲାଗିଛି ବଡ଼ ଝଟକା। ବିଭିନ୍ନ ମାମଲାରେ ବିଜେପିର ୧୭ ନେତା ଏବଂ କର୍ମୀ ଜେଲ୍‌ ଯାଇଥିବାରୁ ବିଜେଡି ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି...

ମମତା ଏବେ ବିରୋଧୀ ଦଳର ମାସ୍କଟ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ମମତା ବାନାର୍ଜୀ ହିଁ ଏବେ ବିରୋଧୀ ଦଳର ମୁଖ୍ୟ ଚେହେରା...

ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ଉଷା ଦେବୀ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଏବେ ସାରା ଦେଶରେ ନିର୍ବାଚନୀ ମଳୟ ବହୁଛି। ଏହାରି ଭିତରେ ନିର୍ବାଚନ ତାରିଖ ଘୋଷଣା ସହିତ ବିଭିନ୍ନ ଆସନ ଲାଗି ପ୍ରାର୍ଥୀଙ୍କ ନାଁକୁ ଫାଇନାଲ କରିଛନ୍ତି ରାଜନୈତିକ ଦଳ। ସେହିକ୍ରମରେ ବିଜେଡିର...

ବିଜେପିର ବିଜେପୁର ଚିନ୍ତା: ଆସିଲେ ଅଶୋକ, ଋଷିଲେ ନାରାୟଣ

ଓଡିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ଏବେ ବିଜେପି ପାଇଁ ଚିନ୍ତା ବଢ଼ାଇ ଦେଇଛି। ଗୋଟିଏପଟେ ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ଆଣି ବିଜେପି ନେତା ଖୁସି ଜାହିର କରୁଥିବା ବେଳେ ବରଗଡ଼...

ଦିଲ୍ଲୀପ କାହିଁକି ଯାଇଥିଲେ ନବୀନ ନିବାସ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୧୭ ବର୍ଷ ପରେ ନବୀନ ନିବାସ ଦୁଆର ମାଡ଼ିଥିବା ଦିଲ୍ଲୀପ ରାୟ ନବୀନଙ୍କ ସହ କ’ଣ କଲେ ଆଲୋଚନା? ମାର୍ଚ୍ଚ ୧୬ ତାରିଖ, ଶନିବାର। ଦିନସାରା ନବୀନ ନିବାସରେ ଲାଗି ରହିଥିଲା...

ଆଜିର ଦିନରେ ଜନ୍ମ ନେଇଥିଲା ବିଜେପି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ୩୯ତମ ସ୍ଥାପନା ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୧୯୮୦ ମସିହା ଏପ୍ରିଲ ୬ ତାରିଖ ଅର୍ଥାତ ଆଜିର ଦିନରେ ବିଜେପିର ଜନ୍ମ ହୋଇଥିଲା।...
amit shah

ଡବଲ ରୋଲ ବିଜେପି ପାଇଁ ମହଙ୍ଗା ପଡ଼ିଲା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର ଖରାପ ପ୍ରଦର୍ଶନ ପଛରେ ଅମିତ ଶାହଙ୍କ ଡବଲ ରୋଲ ଦାୟୀ ବୋଲି ଦଳରେ ଆଲୋଚନା ହେଉଛି। ଏପଟେ ଗୃହ ମନ୍ତ୍ରୀ ଓ ସେପଟେ ଦଳର...

ଜାନୁଆରୀ ୧୦ରେ ବିଜେପି କୃଷକ ମୋର୍ଚ୍ଚାର ‘ମଣ୍ଡିଚାଲ’ ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଧାନ କିଣାବିକା ଚାଲିଛି କେବଳ କାଗଜ କଲମରେ। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ମଣ୍ଡି ଗୁଡ଼ିକ ବିଳମ୍ବରେ ଖୋଲାଯାଇଛି। ଅମଳ ସମୟରେ ମଣ୍ଡି ନଥିବା ଯୋଗୁଁ ...

ପ୍ରଫୁଲ୍ଲ ଘଡ଼ାଇଙ୍କୁ ନୂଆ ଦାୟିତ୍ୱ – ତିନି ନିର୍ବାଚନମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବିଜେଡି ସୁପ୍ରିମୋ କିଛି ନେତାଙ୍କୁ ଆଜି ନୂଆ ଦାୟିତ୍ୱ ଦେଇଛନ୍ତି। ବିଶେଷକରି ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନଙ୍କୁ ଅଲଗା ଦାୟିତ୍ୱ ଦେଇଛନ୍ତି। ତେବେ ପ୍ରଫୁଲ୍ଲ ଘଡ଼ାଇଙ୍କୁ ସବୁଠୁ ବଡ଼ ଦାୟିତ୍ୱ ଦେଇଛନ୍ତି...

ଓବିସି କମିସନ ବସାଇବା ପାଇଁ ନବୀନ ତରବର ହେଲେ କିଆଁ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ପଛୁଆ ବର୍ଗ କମିସନ୍‌ ବସାଇବା ନେଇ ବିଜୁ ଜନତା ଦଳ ଯେଉଁଭଳି ତରବରିଆ ଭାବରେ ନିଷ୍ପତ୍ତି ନେଲେ ଓ ବିଧାନସଭାରେ ଏ ସଂକ୍ରାନ୍ତରେ ବିଲ ଗୃହୀତ କରାଇନେଲେ ତାହା...