ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ପେଟ୍ରୋଲିୟମ ରିଜର୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୬ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଧର୍ମେନ୍ଦ୍ର ଚିଠି ମାଧ୍ୟମରେ ନବୀନଙ୍କୁ ଜଣାଇଛନ୍ତି।

ପ୍ରକଳ୍ପକୁ ଇଡ୍‌କୋ ଦ୍ୱାରା ସିଙ୍ଗଲ ୱିଣ୍ଡୋ ଅନୁମତି ପ୍ରଦାନ ପାଇଁ ଧର୍ମେନ୍ଦ୍ର କହିଥିବା ବେଳେ ପ୍ରସ୍ତାବିତ ଅଞ୍ଚଳରେ ପଥର ଖାଦାନ ବନ୍ଦ କରିବାକୁ ଚିଠିରେ ଦର୍ଶାଇଛନ୍ତି ଧର୍ମେନ୍ଦ୍ର।

Comment