ବିଜେପି ସାଂସଦଙ୍କଠାରୁ ଟୋଲ୍ ଆଦାୟକୁ ବିରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ସାଂସଦଙ୍କଠାରୁ ଟୋଲ୍ ଆଦାୟକୁ ନେଇ ଆଜି ପିପିଲି ଟୋଲ୍ ଗେଟ୍ ନିକଟରେ ଦେଖାଦେଇଛି ଉତ୍ତେଜନା। ବିଜେପି ସାଂସଦ ସାବିତ୍ରୀ ଠାକୁର ପୁରୀରୁ ଭୁବନେଶ୍ବର ଆସୁଥିବା ବେଳେ ଏହି ଘଟଣା ଘଟିଥିଲା।...
ନବୀନଙ୍କ ନୂଆ ରଣନୀତି: ଶ୍ରମିକଙ୍କ ହାତ ଧର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବେଶ୍ ଗୁଡିଏ ସୁବିଧା ସୁଯୋଗ ଘୋଷଣା କରିଛନ୍ତି। ଏହି ଶ୍ରମିକମାନଙ୍କୁ ନେଇ ଆଗାମୀ ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷୁଛି ବିଜେଡି।
୨୦୧୯ ନିର୍ବାଚନ ଯେତିକି...
ଗୁଜୁରାଟରେ କଂଗ୍ରେସ ଖେଳୁଛି ସଫ୍ଟ ହିନ୍ଦୁ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କରି ରାହୁଲ କ୍ୟାମ୍ପେନ୍ ଆରମ୍ଭ କରିବା ପରେ କଂଗ୍ରେସ ଗୁଜୁରାଟରେ ହିନ୍ଦୁ କାର୍ଡ ଖେଳୁଥିବା କୁହାଯାଉଛି।
ବିଜେପି ପରି ଏବେ କଂଗ୍ରେସ ହିନ୍ଦୁତ୍ବ କାର୍ଡ ଗୁଜୁରାଟରେ ଖେଳୁଛି। ଏହା...
ଚାଷୀ ରାଜନୀତି ସର୍ଗରମ୍: କେନ୍ଦ୍ରୀୟ ଟିମ୍ ନଯାଉଣୁ ରବିବାର ଆସୁଛନ୍ତି କୃଷି ରାଷ୍ଟ୍ରମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀଙ୍କୁ ଅସ୍ତ୍ର କରିଛି ବିଜେପି। ବିଜେପି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ ସାରି ନଯାଉଣୁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏକ ବିଶେଷଜ୍ଞ ଟିମ୍ ସହ ଓଡ଼ିଶା ଆସିବା ଘଟଣା ପାଲଟିଛି...
ଦାମ ଦେଖାଇଲେ ଦମ୍: କହିଲେ, ଓଡ଼ିଶାରେ ଅନୁପ୍ରବେଶ କରୁଛନ୍ତି କେନ୍ଦ୍ରମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରକୁ ବାଣ ମାରିଲେ ଦାମ
ବିନା ଅନୁରୋଧରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍
କେନ୍ଦ୍ର କୃଷିମନ୍ତ୍ରୀ କହୁଛନ୍ତି ଅସାମ୍ବିଧାନିକ କଥା
ସୀମା ଉଲ୍ଲଂଘନ କରୁଛନ୍ତି ଧର୍ମେନ୍ଦ୍ର
ଚାଷୀ ପ୍ରସଙ୍ଗକୁ ନେଇ ଆଜି କୃଷିମନ୍ତ୍ରୀ...
ଫସଲହାନି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ ବିଜେପି କେନ୍ଦ୍ରୀୟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ପରେ ଶନିବାର ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ଟିମ୍। ଉଜୁଡ଼ା କ୍ଷେତ ବୁଲି ଦେଖିବା ସହ ଫସଲହାନି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଟିମ୍।
ଚାଷୀ ପ୍ରସଙ୍ଗକୁ...
ବରଗଡ଼ରେ ବିଜେପି କେନ୍ଦ୍ରୀୟ ଟିମ୍, ମୃତ ଚାଷୀ ପରିବାରକୁ ଭେଟିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚକଡ଼ା ପୋକ ପ୍ରଭାବିତ ଅଞ୍ଚଳ ବରଗଡ଼ ଜିଲ୍ଲାରେ ବିଜେପି କେନ୍ଦ୍ରୀୟ ଟିମ୍। ସାଂସଦ ସାବିତ୍ରୀବାଇ ଠାକୁର ଏବଂ ଓମ୍ ପ୍ରକାଶ ଯାଦବଙ୍କ ନେତୃତ୍ବରେ ଆସିଥିବା ଟିମ୍ ବରଗଡ଼ କଳାପାଣି ଗାଁକୁ ଯାଇଥିଲେ।...
ଶିକ୍ଷକ ସଂଘ ଦୁଇ ଫାଳ: ଆନ୍ଦୋଳନରେ ପଲିଟିକାଲ ଲିଙ୍କ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଙ୍ଗନବାଡ଼ି ସଂଘ ଭଳି ଶିକ୍ଷକ ସଂଘରେ ଦେଖିବାକୁ ମିଳିଛି ଫାଟ। ଗୋଟିଏ ଗୋଷ୍ଠୀର ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି। ଅଙ୍ଗନବାଡ଼ି ସଂଘ ଭଳି...
ନୟାଗଡ଼ରେ ବିଜେଡି କର୍ମୀ ସମ୍ମିଳନୀ: ‘ବିକାଶ’ ଉପରେ ଫୋକସ୍ କଲେ ଅରୁଣ
ଓଡ଼ିଶାଲାଇଭ୍ ବ୍ୟୁରୋ
"ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବକାଳରେ ନୟାଗଡ଼ର ବିକାଶ ହୋଇଛି। ଏହି ବିକାଶର ଧାରାକୁ ଆଗକୁ ନେବାକୁ ହେଲେ ପୁଣିଥରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପଡ଼ିବ। ନୟାଗଡ଼ରେ ଶାନ୍ତି...
ଭାଗଚାଷୀଙ୍କୁ ଅବହେଳା କରୁଛନ୍ତି ରାଜ୍ୟ ସରକାର: ବିଶ୍ୱଭୂଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫସଲହାନି ପ୍ରସଙ୍ଗକୁ ନେଇ ଶସକ ବିଜେଡି-ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଝା। କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଏନେଇ ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ଦୋଷ ଲଦିବା ପରେ ଆଜି ବିଜେପିର ବରିଷ୍ଠ...





















