ମଣିପୁର ହିଂସା ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଭେଟିଲେ ଇ-ଣ୍ଡି-ଆ ମେଣ୍ଟର ୨୧ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ଏକ ପ୍ରତିନିଧି ଦଳ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏଥିରେ ବିଭିନ୍ନ ରାଜନୈତିକ ଦଳର ମୋଟ ୨୧ ଜଣ ନେତା...

ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ: ସମର୍ଥନ କରିବନି ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ଆଗକୁ ଆସିବାକୁଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି। ମଣିପୁର ହିଂସା ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟର ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ। ଏନେଇ...

‘ଭାରତ ଯୋଡ଼ୋ ଯାତ୍ରା’ରେ ପୁଣି ବାହାରିବେ ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାକୁ ସଫଳତା ମିଳିବା ପରେ ପୁଣି ଏହାକୁ ନିର୍ବାଚନ ଅସ୍ତ୍ର କରିବା ଲକ୍ଷ୍ୟରେ ଅଛନ୍ତି ରାହୁଲ ଗାନ୍ଧୀ। ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ଭାରତ ଯୋଡ଼ୋ...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ାରେ ଚିକିତ୍ସାକୁ ନେଇ ସନ୍ଦେହ ବଢ଼ାଇଲା ଓପିଡି ଟିକେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନି। ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ହୋଇଥିଲା କି...

ମଣିପୁରରେ ଇ-ଣ୍ଡି-ଆ ମେଣ୍ଟର ସାଂସଦ: ହିଂସା ପ୍ରଭାବିତଙ୍କୁ ଭେଟି ବୁଝିଲେ ଅସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ପହଞ୍ଚିଛନ୍ତି ଇ-ଣ୍ଡି-ଆ ମେଣ୍ଟର ସାଂସଦ। ୧୬ଟି ବିରୋଧୀ ଦଳର ୨୧ ଜଣ ସାଂସଦ ମଣିପୁର ଗସ୍ତ କରିଛନ୍ତି। ସେମାନେ ମଣିପୁରର ଚୁରାଚାନ୍ଦପୁର ସ୍ଥିତ ରିଲିଫ କ୍ୟାମ୍ପକୁ ଯାଇ ହିଂସା ପ୍ରଭାବିତ...

ନବ ଦାସ ହତ୍ୟା ମାମଲା: ଆସିଲା ଗୋପାଳଙ୍କର ପଲିଗ୍ରାଫ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ରାତି ପାହିଲେ ୬ ମାସ ପୂରିବ। ଶୁକ୍ରବାର ଦିନ ଆସିଛି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପଲିଗ୍ରାଫ ରିପୋର୍ଟ। ନବ ଦାସଙ୍କ ହତ୍ୟାକୁ ନେଇ...

ସଂସଦରେ ଥମୁନି ମଣିପୁର ତାତି, ବିରୋଧୀଙ୍କ ହଙ୍ଗାମାରେ ଉଭୟ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ଥମୁନି ମଣିପୁର ହିଂସାର ତାତି। ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁଁ ସଂସଦୀୟ କାର୍ଯ୍ୟ ହୋଇପାରୁନାହିଁ। ଶୁକ୍ରବାର ଉଭୟ ଲୋକସଭା...

ସଂସଦରେ ମଣିପୁର ନିଆଁ, କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁର ହିଂସାକୁ ନେଇ ଏବେ ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିଛି। ଏବେ ମଣିପୁର ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ ଓ...

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡ ଥମିବାର ନାଁ ନେଉନି। ଜାତିକୁ ନେଇ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସବୁ ସୀମା ଟପି ସାରିଲାଣି। ଏହି ହିଂସାକାଣ୍ଡକୁ ନେଇ ସାରା...

ଭୁବନେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରାଷ୍ଟ୍ରପତି ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ସ୍ଵାଗତ...